ଆସିପାରେ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ : ପୁଣି ଥରେ ଏକାଠି ହେବେ ରଣବୀର ସିଂ ଓ ଅର୍ଜୁନ କପୁର

37

୨୦୦୮ର ବଲିଉଡ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ ତିଆରି ହେବାକୁ ଯାଉଛି  । ତେବେ ପ୍ରଥମେ ଏହାର ସିକ୍ୱେଲ କରିବାକୁ ନେଇ କେହି ରାଜି ହୋଇନଥିଲେ । କିନ୍ତୁ ଏହି ଫିଲ୍ମ ନେଇ ରଣବୀର ସିଂ ଇଛା ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ସେ ଏଥିପାଇଁ ଗୋଟିଏ ସର୍ତ ରଖିଛନ୍ତି । ତାଙ୍କ ସହ ଅର୍ଜୁନ କପୁର ଏହି ଫିଲ୍ମରେ ଲିଡ୍ ରୋଲରେ ରହିବେ । ଏହା ପୁର୍ବରୁ ଫିଲ୍ମ ଗୁଣ୍ଡେ ରେ ମଧ୍ୟ ଏହି ଦୁଇ ଯୋଡି ଏକାଠି ନଜର ଆସିଥିଲେ  ।