Browsing Category

ମନୋରଞ୍ଜନ

ମନେପଡନ୍ତି ଖୋକା ଭାଇ : ଆଜି ଓଡିଆ ସଂଗୀତର ମୁକୁଟ ବିହୀନ ସମ୍ରାଟଙ୍କ ଜନ୍ମଦିନ

ଆଜି ବି ସେହି ସ୍ୱର, ସେହି ଖିଆଲି ମଣିଷର କଥା ମନେପଡେ । ଆଜି ବି ତାଙ୍କର ଓଡିଆ ବୋଲି ନିଜକୁ ଗର୍ବ କରିବା ଅନ୍ଦାଜ ମନେପଡେ । ଆଜି ସେହି ନିଆରା ସୃଜନଶୀଳ ମଣିଷର ଜନ୍ମଦିନ । ସେ ଆଉ କେହି ନୁହନ୍ତି ସମସ୍ତଙ୍କ ପ୍ରିୟ ଖୋକା ଭାଇ – ଚିର ସବୁଜ ଅକ୍ଷୟ ମହାନ୍ତି । ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତ…
Read More...

ରିଲିଜ୍ ହୋଇଛି ରୋମାଣ୍ଟିକ୍ ମୁଭି ‘ବେଫିକ୍ରେ’ର ଟ୍ରେଲର୍ : ଫିଲ୍ମରେ ରହିଛି ରଣବୀର ଓ ବାଣୀଙ୍କ ଜବରଦସ୍ତ ଲଭ୍ ସିନ୍

ରିଲିଜ୍ ହୋଇଛି ରଣବୀର ସିଂ ଓ ବାଣୀ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର୍ । ଟ୍ରେଲରରେ ଦେଖିବାକୁ ମିଳିଛି ଉଭୟଙ୍କ ଜବରଦସ୍ତ ଲଭ୍ ସିନ୍ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦେଶିତ ଏହି ଫିଲ୍ମରେ ରହିଛି ରୋମାନ୍ସର ଭରପୁର ତଡକା । ଯାହା ଯୁବ ପିଢିଙ୍କୁ ପସନ୍ଦ ଆସିବ । ଏହା…
Read More...

ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି “ଛାତି ତଳେ ଡିଂ ଡଂଗ୍”: ପ୍ରିମିୟର ସୋ’ରେ ଜମିଛି ଦର୍ଶକଙ୍କ ଭିଡ

କନକ ବ୍ୟୁରୋ : ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି ଓଲିଉଡ୍ ମୁଭି ଛାତି ତଳେ ଡିଂ ଡଂଗ୍ । ଫିଲ୍ମର ପ୍ରିମିୟର ସୋ’ରେ ହଲରେ ଜମିଥିଲା ଦର୍ଶକଙ୍କ ଭିଡ । ଏହି ଅବସରରେ ଫିଲ୍ମର ଲିଡ୍ କଳାକାର ଫିଲ୍ମ ଦେଖିଛନ୍ତି । ସବ୍ୟସାଚୀ, ବର୍ଷା ଓ ଅର୍ଚିତାଙ୍କ ସହ ଫିଲ୍ମର ଅନ୍ୟ କଳାକାର ହଲରେ…
Read More...

ହାପି ବାର୍ଥଡେ ବିଗ୍ ବି : ୭୪ ବର୍ଷରେ ପାଦ ଦେଲେ ବଲିଉଡର ସୁପରଷ୍ଟାର ଅମିିତାଭ ବଚ୍ଚନ

ବଡ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ । ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଆଜି…
Read More...

୬୨ ବର୍ଷରେ ବଲିଉଡ ଦିଭା ରେଖା

ବିଗତ ଦିନର ସଫଳ ଅଭିନେତ୍ରୀ ରେଖାଙ୍କର ଆଜି ଶୁଭ ଜନ୍ମଦିନ । ଆଜିର ଦିନ ୧୦ ଅକ୍ଟୋବର ,୧୯୫୪ରେ ରେଖା ଗଣେସନ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ରେଖା ନିଜର ନିଖୁଣ ଓ ବିନ୍ଦାସ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ । ସେ ୧୯୬୬ ମସିହାରେ ଏକ ତେଲଗୁ ସିନେମା “ ରଙ୍ଗୁଲା ରତ୍ନମ୍ ”ରୁ ଶିଶୁ…
Read More...

ଅସଲି ନୁହେଁ ନକଲି : ଗୋଟିଏ ଫିଲ୍ମରେ ନଜର ଆସିବେ ଅମିର-ସଲମାନ-ଶାହାରୁଖ

ବଲିଉଡରେ ଏବେ ତିନି ଖାନ୍ ଅମିର-ସଲମାନ-ଶାହାରୁଖଙ୍କ ରାଜୁତି ଚାଲିଛି । ବୟସର ଛାପ ରିଲ୍ ଲାଇଫକୁ ପ୍ରଭାବିତ କରିପାରିନି ଏଯାଏ । ଏହି ତିନି ଖାନଙ୍କ ଫିଲ୍ମ ରିଲିଜ ହେଲେ ହଲରେ ଭିଡ ଲାଗିଯାଏ । ଅନେକ ଲୋକଙ୍କ ସ୍ୱପ୍ନ ସେମାନଙ୍କର ପ୍ରିୟ ଏହି ତିନି ଖାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବା ପାଇଁ ।…
Read More...

ପୂଜା ରିଲିଜରେ “ ଛାତି ତଳେ ଡିଂ ଡଙ୍ଗ୍ ” କଲା ଧମାକା : ମଧୁର ଗୀତରେ ଝୁମିଲେ ଦର୍ଶକ

ପୂଜା ବଜାରରେ ଆଜି ରିଲିଜ୍ ହୋଇଛି ଓଲିଉଡର ଚର୍ଚ୍ଚିତ ଫିଲ୍ମ “ ଛାତି ତଳେ ଡିଂ ଡଙ୍ଗ୍ ” । ପ୍ରଥମ ଦିନରେ ସବୁ ହଲରେ ହାଉସଫୁଲ୍ । ସବ୍ୟସାଚୀ-ଅର୍ଚ୍ଚିତା ଓ ବର୍ଷାଙ୍କ ଅଭିନୟ ସାଙ୍ଗକୁ ଶକ୍ତି କପୁରଙ୍କ ନେଗେଟିଭ୍ ରୋଲକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଦର୍ଶକଙ୍କୁ ସବୁଠୁ ଅଧିକ ଭଲ ଲାଗିଛି…
Read More...

ୟୁ ଟ୍ୟୁବରେ ଧୁମ୍ ମଚାଉଛି ଫିଲ୍ମ ‘ତୁମ୍ ବିନ୍ – ୨’ ଦ୍ୱିତୀୟ ଗୀତ : ରିଲିଜର ଗୋଟିଏ ଦିନରେ ୧୩ ଲକ୍ଷ ଟପିଲା ଦର୍ଶକଙ୍କ…

ରିଲିଜ୍ ହୋଇଛି ଅପ୍ କମିଙ୍ଗ୍ ମୁଭି ‘ତୁମ୍ ବିନ୍ – ୨’ ର ଦ୍ୱିତୀୟ ଗୀତ । ଗୀତଟିକୁ ଗାଇଛନ୍ତି ମୋଷ୍ଟ ପପୁଲାର୍ ସିଙ୍ଗର୍ ଅରିଜିତ୍ ସିଂ । ତେବେ ରିଲିଜ୍ ହେବା ପରେ ପରେ ହିଁ ଗୀତଟି ୟୁ ଟ୍ୟୁବରେ ଭାଇରାଲ୍ ହୋଇ ସାରିଛି। ଆଉ ଗୋଟିଏ ଦିନ ମଧ୍ୟରେ ଏହାର ଦର୍ଶକଙ୍କ ସଂଖ୍ୟା ୧୩ଲକ୍ଷ ଟପି…
Read More...

ପୂଜା ବଜାରକୁ ରଙ୍ଗୀନ୍ କରିବ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’

ପୂଜା ବଜାରରେ ଆଜି ମୁକ୍ତିଲାଭ କରୁଛି ଓଲିଉଡ୍ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’। ମଂଜରୀ ମୁଭିଜର ଏହି ଫିଲ୍ମକୁ ନେଇ ସବୁଠି ଚର୍ଚ୍ଚା , କାରଣ ଫିଲ୍ମରେ ଅଛି ଜବରଦସ୍ତ ଷ୍ଟାରକାଷ୍ଟ । ଓଲିଉଡର ଚକଲେଟ୍ ହିରୋ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ଦୁଇ ଦୁଇ ଜଣ ଅଭିନେତ୍ରୀ ବର୍ଷା ଏବଂ ଅର୍ଚ୍ଚିତା ।…
Read More...

ଚର୍ଚ୍ଚାରେ ଫିଲ୍ମ ‘ଇସ୍କ ଜୁନୁନ୍’ର ବୋଲ୍ଡ ସିନ୍ : ୫୩ ଲକ୍ଷ ଟପିଲା ଟ୍ରେଲରର ଦର୍ଶକଙ୍କ ସଂଖ୍ୟା

ରିଲିଜ୍ ହୋଇଛି ବଲିଉଡର ପ୍ରଥମ ଥ୍ରୀସମ୍ ମୁଭି ‘ଇସ୍କ ଜୁନୁନ୍’ର ଟ୍ରେଲର୍ । ଥ୍ରୀସମ୍ ମାନେ ଏକ ଏମିତି ସଂପର୍କ ଯେଉଁଥିରେ ତିନି ଜଣ ଲୋକ ପ୍ରତ୍ୟକ୍ଷ ଭାବରେ ଜଡିତ ଥାନ୍ତି । ଫିଲ୍ମର ଟ୍ରେଲରରେ ରହିଛି ଭରପୂର ବୋଲ୍ଡ ସିନ୍ । ଯାହା ଆଜି ପର୍ଯ୍ୟନ୍ତ କୌଣସି ବଲିଉଡ୍ ମୁଭିରେ ଦେଖିବାକୁ…
Read More...