Browsing Category

ମନୋରଞ୍ଜନ

ରିଲିଜ ହୋଇଛି ଆମିରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ ଦଙ୍ଗଲ”ର ଟ୍ରେଲର

ବଲିଉଡ ଅଭିନେତା ଆମିର ଖାନଙ୍କ ପ୍ରତୀକ୍ଷିତ ଫିଲ୍ମ “ ଦଙ୍ଗଲ”ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ନିର୍ଦେଶନା ଦେଉଛନ୍ତି ନିତେଶ ତିୱାରୀ । ଆମିର ଏହି ଫିଲ୍ମରେ ପ୍ରଥମଥର ପାଇଁ ହରିୟାନାର ଜଣେ ରେସଲର ଭୂମିକାରେ ନଜର ଆସିବେ । ଯିଏ ନିଜ ଝିଅମାନଙ୍କୁ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା…
Read More...

ରିଲିଜ ହୋଇଛି ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର

ଶାହାରୁଖ ଖାନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର ରିଲିଜ ହୋଇଛି । ଶାହାରୁଖ ଓ ଆଲିଆ ସମୁଦ୍ର କୂଳରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଟିଜରରେ । ଗୈାରୀ ସିନ୍ଧେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ “ ଡିୟର ଜିନ୍ଦେଗୀ ”୨୫ ନଭେମ୍ବରରେ…
Read More...

ବ୍ୟସ୍ତ ଅଜୟ : ଝିଅ ନ୍ୟାସା ସହ ଦେଢ ବର୍ଷ କଥା ହୋଇ ନଥିଲେ

ଅଜୟ ଦେବଗନ ନିଜ କାମକୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି । ଏହା ସମସ୍ତେ ଜାଣନ୍ତି । ଫିଲ୍ମରେ ନିଜ ଅଭିନୟରେ ଶତପ୍ରତିଶତ ଦେବାରେ ଖୁବ୍ ସିରିୟସ ଥାଆନ୍ତି ଅଜୟ ଦେବଗନ୍ । ଅଜୟଙ୍କ ପ୍ରତ୍ୟେକ ଫିଲ୍ମରେ ତାଙ୍କ ପରିଶ୍ରମ ଓ ଜୁନୁନ ଭଲଭାବରେ ଦେଖାଦେଇଥାଏ । କିନ୍ତୁ ଆପଣ ଏକଥା ଶୂଣି ଆଶ୍ଚର୍ଯ୍ୟ…
Read More...

‘ପାକିସ୍ତାନୀ କଳାକାରଙ୍କ ସହ ଆଉ କାମ କରିବି ନାହିଁ’ : କରଣ ଜୋହର୍

ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ନିର୍ଦେଶକ କରଣ ଜୋହର । ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’କୁ ନେଇ ହୋଇଥିବା ବିବାଦ ପରେ କହିଛନ୍ତି, ଆଉ କୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରିବେ ନାହିଁ । ତେବେ ଏନେଇ କରଣ ଅଫିସିଆଲ୍ ଷ୍ଟେଟମେଂଟ୍ ଦେବା ସହ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି…
Read More...

ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ବିଦ୍ୟା ବଲାନ୍ ! ଆସିଲା ଫିଲ୍ମ ‘କାହାନୀ-୨’ର ପୋଷ୍ଟର୍

ଆଉଟ୍ ହୋଇଛି ବିଦ୍ୟା ବଲାନଙ୍କ ଆଗାମୀ ମୁଭି ‘କାହାନୀ-୨’ର ପୋଷ୍ଟର । ପୋଷ୍ଟରରେ ବିଦ୍ୟା ବଲାନଙ୍କୁ ଜଣେ ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ହିସାବରେ ଦର୍ଶାଯାଇଛି । ଆଉ ତାଙ୍କ ଉପରେ ମର୍ଡର୍ ଓ କିଡନାପ୍ ଭଳି ମାମଲା ରହିଛି । ଯାହାକୁ ନେଇ ଫିଲ୍ମର କାହାଣୀ ଉପରେ ସସପେନ୍ସ ଜାରି ହୋଇଛି ।…
Read More...

ରେଶମୀ ଭଏସ୍ ସହ ମତୁଆଲା ଡ୍ୟାନ୍ସ ! ରିଲିଜ୍ ହେଲା ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ

ରିଲିଜ୍ ହୋଇଛି ଅରିଜିତଙ୍କ କଣ୍ଠରେ ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ ‘ନଶେ ସି ଚଢ ଗୟି’ । ଗୀତରେ ଦେଖିବାକୁ ମିଳିଛି ରଣବୀର ସିଂ ଓ ବାଣୀ କପୁରଙ୍କ କିଛି କ୍ରେଜି ଡ୍ୟାନ୍ସ ମୁଭ୍ । ଯାହା ଅରିଜିତଙ୍କ ରେଶମୀ ଭଏସ୍ ସହ ମିଶି ଗୀତକୁ କରିଛି ମତୁଆଲା । କିଛି ଦିନ ରିଲିଜ୍ ହୋଇଥିଲା…
Read More...

ବୋଲ୍ଡ, ହଟ୍ ଓ ଆକ୍ସନର ପ୍ୟାକ୍ ଦୀପିକା ! ଆସିଲା ଡିମ୍ପଲ୍ ଗର୍ଲଙ୍କ ହଲିଉଡ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍

ରିଲିଜ୍ ହୋଇଛି ଦୀପିକା ପାଦୁକୋନଙ୍କ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍ । ପୁରା ଟ୍ରେଲରରେ ରହିଛି ଦୀପିକାଙ୍କ ଜଲୱା । ଫିଲ୍ମରେ ବୋଲ୍ଡ, ହଟ୍ ଓ ଆକ୍ସନର ପୁରା ପ୍ୟାକ୍ ଭାବରେ ନଜର ଆସିଛନ୍ତି ଡିମ୍ପଲ୍ ଗର୍ଲ ଦୀପିକା । ପ୍ରାୟ ୧ ମିନିଟର ଏହି ଟ୍ରେଲର ଦୀପିକାଙ୍କ ଆକ୍ସନ…
Read More...

ବଲିଉଡ ଷ୍ଟାଇଲ କୁଇନ୍ ସୋନମ କପୁର ଏବେ ତାଙ୍କ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିଜର ନିଆରା ଷ୍ଟାଇଲ ଷ୍ଟେଟମେଂଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ସେ ଚର୍ଚ୍ଚାରେ । ଆପଣଙ୍କୁ ଆମେ ତାଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ବଲିଉଡ ଡେବ୍ୟୁଟ୍ କଥା କହୁନୁ । ସୋନମ କପୁରଙ୍କୁ ଏବେ ବିଭିନ୍ନ ଉତ୍ସବ ଅବସରରେ…
Read More...

ଅନୁଷ୍କା ଶର୍ମାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାର କରିବାକୁ ଚାହୁଁଥିଲେ କରଣ ଜୋହର

କାଲି ଯାହାକୁ ନାପସନ୍ଦ କରୁଥିଲେ ଆଜି ତାଙ୍କ ସହ ଫିଲ୍ମ କରୁଛନ୍ତି କରଣ ଜୋହର୍ । ସେ ହେଉଛନ୍ତି ବଲିଉଡର ଟପ୍ ହିରୋଇନ୍ ଅନୁଷ୍କା ଶର୍ମା । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ କିନ୍ତୁ ଏହା ସତ । ଆଉ ଏକଥା ନିଜେ କରଣ କହିଛନ୍ତି । କେବଳ ସେତିକି ନୁହେଁ କରଣ, ଅନୁଷ୍କାଙ୍କୁ ଫିଲ୍ମ…
Read More...

ଅଭିନେତ୍ରୀ ଟିସ୍କାଙ୍କୁ ଟ୍ୱିଟରରେ ମିଳିଲା ବିବାହ ପ୍ରସ୍ତାବ

ବଲିଉଡ କଳାକାରମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାକୁ ନେଇ ବେଳେବେଳେ ସେମାନଙ୍କୁ ଅଜବ ଧରଣର ମେସେଜ ଆସିଥାଏ । ଏବେ ଅଭିନେତ୍ରୀ ଟିସ୍କା ଚୋପ୍ରା ଏମିତି ଏକ ମେସେଜ ପାଇଛନ୍ତି । ଜଣେ ଅଜଣା ବ୍ୟକ୍ତି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟର…
Read More...