Browsing Category
ମନୋରଞ୍ଜନ
ରିଲିଜ ହୋଇଛି ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର
ଶାହାରୁଖ ଖାନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର ରିଲିଜ ହୋଇଛି । ଶାହାରୁଖ ଓ ଆଲିଆ ସମୁଦ୍ର କୂଳରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଟିଜରରେ ।
ଗୈାରୀ ସିନ୍ଧେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ “ ଡିୟର ଜିନ୍ଦେଗୀ ”୨୫ ନଭେମ୍ବରରେ…
Read More...
Read More...
ବ୍ୟସ୍ତ ଅଜୟ : ଝିଅ ନ୍ୟାସା ସହ ଦେଢ ବର୍ଷ କଥା ହୋଇ ନଥିଲେ
ଅଜୟ ଦେବଗନ ନିଜ କାମକୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି । ଏହା ସମସ୍ତେ ଜାଣନ୍ତି । ଫିଲ୍ମରେ ନିଜ ଅଭିନୟରେ ଶତପ୍ରତିଶତ ଦେବାରେ ଖୁବ୍ ସିରିୟସ ଥାଆନ୍ତି ଅଜୟ ଦେବଗନ୍ । ଅଜୟଙ୍କ ପ୍ରତ୍ୟେକ ଫିଲ୍ମରେ ତାଙ୍କ ପରିଶ୍ରମ ଓ ଜୁନୁନ ଭଲଭାବରେ ଦେଖାଦେଇଥାଏ । କିନ୍ତୁ ଆପଣ ଏକଥା ଶୂଣି ଆଶ୍ଚର୍ଯ୍ୟ…
Read More...
Read More...
‘ପାକିସ୍ତାନୀ କଳାକାରଙ୍କ ସହ ଆଉ କାମ କରିବି ନାହିଁ’ : କରଣ ଜୋହର୍
ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ନିର୍ଦେଶକ କରଣ ଜୋହର । ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’କୁ ନେଇ ହୋଇଥିବା ବିବାଦ ପରେ କହିଛନ୍ତି, ଆଉ କୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରିବେ ନାହିଁ । ତେବେ ଏନେଇ କରଣ ଅଫିସିଆଲ୍ ଷ୍ଟେଟମେଂଟ୍ ଦେବା ସହ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି…
Read More...
Read More...
ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ବିଦ୍ୟା ବଲାନ୍ ! ଆସିଲା ଫିଲ୍ମ ‘କାହାନୀ-୨’ର ପୋଷ୍ଟର୍
ଆଉଟ୍ ହୋଇଛି ବିଦ୍ୟା ବଲାନଙ୍କ ଆଗାମୀ ମୁଭି ‘କାହାନୀ-୨’ର ପୋଷ୍ଟର । ପୋଷ୍ଟରରେ ବିଦ୍ୟା ବଲାନଙ୍କୁ ଜଣେ ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ହିସାବରେ ଦର୍ଶାଯାଇଛି । ଆଉ ତାଙ୍କ ଉପରେ ମର୍ଡର୍ ଓ କିଡନାପ୍ ଭଳି ମାମଲା ରହିଛି । ଯାହାକୁ ନେଇ ଫିଲ୍ମର କାହାଣୀ ଉପରେ ସସପେନ୍ସ ଜାରି ହୋଇଛି ।…
Read More...
Read More...
ରେଶମୀ ଭଏସ୍ ସହ ମତୁଆଲା ଡ୍ୟାନ୍ସ ! ରିଲିଜ୍ ହେଲା ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ
ରିଲିଜ୍ ହୋଇଛି ଅରିଜିତଙ୍କ କଣ୍ଠରେ ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ ‘ନଶେ ସି ଚଢ ଗୟି’ । ଗୀତରେ ଦେଖିବାକୁ ମିଳିଛି ରଣବୀର ସିଂ ଓ ବାଣୀ କପୁରଙ୍କ କିଛି କ୍ରେଜି ଡ୍ୟାନ୍ସ ମୁଭ୍ । ଯାହା ଅରିଜିତଙ୍କ ରେଶମୀ ଭଏସ୍ ସହ ମିଶି ଗୀତକୁ କରିଛି ମତୁଆଲା ।
କିଛି ଦିନ ରିଲିଜ୍ ହୋଇଥିଲା…
Read More...
Read More...
ବୋଲ୍ଡ, ହଟ୍ ଓ ଆକ୍ସନର ପ୍ୟାକ୍ ଦୀପିକା ! ଆସିଲା ଡିମ୍ପଲ୍ ଗର୍ଲଙ୍କ ହଲିଉଡ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍
ରିଲିଜ୍ ହୋଇଛି ଦୀପିକା ପାଦୁକୋନଙ୍କ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍ । ପୁରା ଟ୍ରେଲରରେ ରହିଛି ଦୀପିକାଙ୍କ ଜଲୱା । ଫିଲ୍ମରେ ବୋଲ୍ଡ, ହଟ୍ ଓ ଆକ୍ସନର ପୁରା ପ୍ୟାକ୍ ଭାବରେ ନଜର ଆସିଛନ୍ତି ଡିମ୍ପଲ୍ ଗର୍ଲ ଦୀପିକା । ପ୍ରାୟ ୧ ମିନିଟର ଏହି ଟ୍ରେଲର ଦୀପିକାଙ୍କ ଆକ୍ସନ…
Read More...
Read More...
ବଲିଉଡ ଷ୍ଟାଇଲ କୁଇନ୍ ସୋନମ କପୁର ଏବେ ତାଙ୍କ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ
ବଲିଉଡ ଅଭିନେତ୍ରୀ ସୋନମ କପୁର ନିଜର ନିଆରା ଷ୍ଟାଇଲ ଷ୍ଟେଟମେଂଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ସେ ଚର୍ଚ୍ଚାରେ । ଆପଣଙ୍କୁ ଆମେ ତାଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ବଲିଉଡ ଡେବ୍ୟୁଟ୍ କଥା କହୁନୁ । ସୋନମ କପୁରଙ୍କୁ ଏବେ ବିଭିନ୍ନ ଉତ୍ସବ ଅବସରରେ…
Read More...
Read More...
ଅନୁଷ୍କା ଶର୍ମାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାର କରିବାକୁ ଚାହୁଁଥିଲେ କରଣ ଜୋହର
କାଲି ଯାହାକୁ ନାପସନ୍ଦ କରୁଥିଲେ ଆଜି ତାଙ୍କ ସହ ଫିଲ୍ମ କରୁଛନ୍ତି କରଣ ଜୋହର୍ । ସେ ହେଉଛନ୍ତି ବଲିଉଡର ଟପ୍ ହିରୋଇନ୍ ଅନୁଷ୍କା ଶର୍ମା । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ କିନ୍ତୁ ଏହା ସତ । ଆଉ ଏକଥା ନିଜେ କରଣ କହିଛନ୍ତି । କେବଳ ସେତିକି ନୁହେଁ କରଣ, ଅନୁଷ୍କାଙ୍କୁ ଫିଲ୍ମ…
Read More...
Read More...
ଅଭିନେତ୍ରୀ ଟିସ୍କାଙ୍କୁ ଟ୍ୱିଟରରେ ମିଳିଲା ବିବାହ ପ୍ରସ୍ତାବ
ବଲିଉଡ କଳାକାରମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାକୁ ନେଇ ବେଳେବେଳେ ସେମାନଙ୍କୁ ଅଜବ ଧରଣର ମେସେଜ ଆସିଥାଏ । ଏବେ ଅଭିନେତ୍ରୀ ଟିସ୍କା ଚୋପ୍ରା ଏମିତି ଏକ ମେସେଜ ପାଇଛନ୍ତି ।
ଜଣେ ଅଜଣା ବ୍ୟକ୍ତି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟର…
Read More...
Read More...
୬୮ ବର୍ଷରେ ପଦାର୍ପଣ କଲେ ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ
ବିଗତ ଦିନର ସଫଳ ଅଭିନେତ୍ରୀ ହେମାମାଳିନୀଙ୍କର ଆଜି ଶୁଭ ଜନ୍ମଦିନ । ଆଜିର ଦିନ ୧୬ ଅକ୍ଟୋବର,୧୯୪୮ରେ ହେମାମାଳିନୀ ତାମିଲନାଡୁର ଆମ୍ମାନକୁଡିରେ ଜନ୍ମଗ୍ରହଣ କରିଥିଲେ । ହେମାମାଳିନୀ ନିଜର ନିଖୁଣ ଓ ବିନ୍ଦାସ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ । ୧୯୬୪ ଜଣେ ତାମିଲ ନିର୍ଦେଶକ ସି.ଭି.…
Read More...
Read More...