Browsing Category

ମନୋରଞ୍ଜନ

ଗୋରଖପୁରରେ ବରୁଣ-ଆଲିଆଙ୍କୁ ଦେଖି ଫ୍ୟାନଙ୍କ ଭିଡ

“ ଷ୍ଟୁଡେଂଟ ଅଫ ଦ ଇଅର ” ଓ ହମ୍ପଟି ଶର୍ମା କି “ଦୁଲହନିଆ”ପରି ଦୁଇଟି ହିଟ ଫିଲ୍ମ ଦେବା ପରେ ବରୁଣ ଧାୱନ ଓ ଆଲିଆ ଭଟ୍ଟ ତାଙ୍କର ତୃତୀୟ ଫିଲ୍ମ “ ବଦ୍ରିନାଥ କି ଦୁଲହନିଆ” ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସେମାନେ ଦୁଇଜଣ ଇଣ୍ଡିଆନ ଗ୍ରାମୀନ କ୍ରିକେଟ ଲିଗ୍ ନାମକ ଇଭେଂଟର ଉଦଘାଟନ…
Read More...

ଫିଲ୍ମ “ଏମ୍ଏସ୍ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ”ର ସଫଳତା : ମହାରାଷ୍ଟ୍ର ଓ ଛତିଶଗଡରେ ଫିଲ୍ମକୁ ମିଳିଲା ଟ୍ୟାକ୍ସ ଛାଡ

ଭାରତର ସଫଳତମ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ “ ଏମ୍ଏସ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ” ବଡ ପରଦାରେ ରିଲିଜ ହୋଇ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛି । ଏହି ଫିଲ୍ମକୁ ପ୍ରଥମେ ଝାଡଖଣ୍ଡ ଓ ଉତର ପ୍ରଦେଶ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ…
Read More...

ମୋ ପୁଅର ଭୁଲ ପାଇଁ ସଂସ୍କାର ଜରୁରୀ : ଆଲୋକନାଥ

ବଲିଉଡ ଅଭିନେତା ଆଲୋକନାଥ ନିଜ ପୁଅ ଶିବାଙ୍ଗଙ୍କୁ ନେଇ ଚିନ୍ତିତ । ଏବେ ଏମିତି ଏକ କାରନାମା ଅଭିନେତା ଆଲୋକନାଥଙ୍କ ପୁଅ କରିଛନ୍ତି । ମଧ୍ୟରାତ୍ରରେ ସାଙ୍ଗମାନଙ୍କ ସହ ମଦ ପିିଇ ପାର୍ଟିରୁ ଫେରୁଥିବାବେଳେ ପୁଲିସ ହାତରେ ଧରାପଡିଥିଲେ। ଏଥିପାଇଁ ପୁଲିସ ତାଙ୍କୁ ୨୬୦୦ ଟଙ୍କା ଜୋରିମନା ଲାଗୁ…
Read More...

ନିଜ ବାୟୋପିକ୍ ଫିଲ୍ମରେ ନିଜେ ସଚିନ : ନେବେନି କୈାଣସି ପାରିଶ୍ରମିକ

ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗାମୀ ବାୟୋପିକ ଫିଲ୍ମ “ ସଚିନ : ଏ ବିଲିୟନ ଡ୍ରିମ୍ସ ” । ଆଉ ଏଥିରେ ସଚିନ ନିଜେ ନିଜ ଭୂମିକାରେ ନଜର ଆସିବେ । ପାରିଶ୍ରମିକ ବାବଦକୁ ସଚିନ ଟଙ୍କାଟିଏ ବି ନେବେ ନାହିଁ ବୋଲି କହିଛନ୍ତି । ଏହି ପିଲ୍ମର ନିର୍ମାତା ହେଉଛନ୍ତି ସଚିନଙ୍କ ସାଙ୍ଗ ରବି…
Read More...

ଫିଲ୍ମି ଫ୍ରାଇଡେରେ ରିଲିଜ୍ ହେଲା ‘ମିର୍ଜ୍ୟା’ : ହର୍ଷବର୍ଦ୍ଧନ କପୁର ଓ ସୈୟାମି ଖେରଙ୍କୁ ନେଇ ସମସ୍ତେ ଉତ୍ସାହିତ

ଫ୍ରାଇଡେ ରିଲିଜରେ ଆଜି ଫ୍ଲୋରକୁ ଆସିଲା ‘ମିର୍ଜ୍ୟା’ । ଫିଲ୍ମରେ ଡେବ୍ୟୁ କରିଛନ୍ତି ଅନିଲ୍ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର। ତାଙ୍କ ବିପକ୍ଷରେ ଅଛନ୍ତି ନବାଗତା ସୈୟାମି ଖେର୍ । ଐତିହାସିକ କଥାବସ୍ତୁ ସାଙ୍ଗକୁ ଫିଲ୍ମରେ ରହିଛି ଭରପୁର ରୋମାନ୍ସ । ମିର୍ଜ୍ୟା ସାହିବାଙ୍କ ଉପରେ ତିଆରି ଏହି…
Read More...

ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଆଉ ଏକ ଗୀତ “ସ୍ଲିମ୍ ଫିଗର ଜିମବାଲି’

ଦଶହରାରେ ଓଲିଉଡ ସିଲଭର ସ୍କ୍ରିନକୁ ଆସୁଛି ମଂଜରୀ ମୁଭିଜର ସପ୍ତମ ଅବଦାନ ‘ଛାତି ତଳେ ଡିଂ ଡଂଗ୍’। ଏଥିରେ ରହିଛି ଏକ ଧମାକେଦାର ଡ୍ୟାନ୍ସ ନମ୍ବର,"ସ୍ଲିମ୍ ଫିଗର ଜିମବାଲି'। ଗୀତଟିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର ।  ଗୀତଟିକୁ ନିଜ ଅନ୍ଦାଜରେ…
Read More...

କିଙ୍ଗ୍ ଖାନ୍ ଫ୍ୟାନଙ୍କୁ ଦେବେ ଜନ୍ମଦିନ ଭେଟି : ନଭେମ୍ବର୨ରେ ଆଗାମୀ ଫିଲ୍ମ “ରଇସ’ର ଟ୍ରେଲର ଲଂଚ କରିବେ…

କିଙ୍ଗ୍ ଖାନ୍ ଶାହାରୁଖ ନିଜ ରୋମାଂଟିକ୍ ଅନ୍ଦାଜ ପାଇଁ ଦର୍ଶକଙ୍କ ମହଲରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖଙ୍କ ଜନ୍ମଦିନ ନଭେମ୍ବର ୨ ତାରିଖରେ ଥିବାରୁ ସେଦିନ ଶାହାରୁଖ ବିଧିବଦ୍ଧ ଭାବରେ ତାଙ୍କର ଆଗାମୀ ଫିଲ୍ମ "ରଇସ'ର ଟ୍ରେଲର ରିଲିଜ କରି ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେବାକୁ…
Read More...

କରଣଙ୍କ ଦିଲ୍ ଏବେ ମୁସକିଲରେ ! ଦିୱାଲୀକୁ ରିଲିଜ୍ ହେବନି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’

ନିର୍ମାତା ଓ ନିର୍ଦେଶକ କରଣ ଜୋହରଙ୍କ ଦିଲ୍ ଏବେ ମୁସକିଲରେ । କାରଣ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱଲୀକୁ ରିଲିଜ୍ ହୋଇ ନପାରେ । ଉରୀ ହମଲା ପରେ ବଲିଉଡରେ ପାକିସ୍ତାନୀ ଆକ୍ଟର ମାନଙ୍କ ଉପରେ ବ୍ୟାନ୍ ଲାଗି ଥିବା ଯୋଗୁଁ ଫିଲ୍ମର ରିଲିଜରେ ବିଳମ୍ବ ହେଉଥିବା ଚର୍ଚ୍ଚା…
Read More...

ଫିଲ୍ମରୁ ହଟିବନି କୈାଣସି ଦୃଶ୍ୟ : ୨୧ ଅକ୍ଟୋବରରେ ରିଲିଜ ହେବ ଫିଲ୍ମ “ ୩୧ ଅକ୍ଟୋବର ”

ଶିବାଜୀ ଲୋଟନ ପାଟିଲଙ୍କ ଦ୍ୱାରା ନିର୍ଦେଶିତ ସୋହା ଅଲୀ ଖାନ୍ ଓ ବୀର ଦାସ ଅଭିନୀତ ଫିଲ୍ମ “ ୩୧ ଅକ୍ଟୋବର”ରୁ କିଛି ଦୃଶ୍ୟ ହଟାଇବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ  ଖାରଜ କରିଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରର ଘଟଣା ଓ ୧୯୮୪ମସିହାର ଶିଖ ଦଙ୍ଗା ଉପରେ…
Read More...

ଇମ୍ରାନଙ୍କ ଲୁକରେ ଥରିଲେ ଫ୍ୟାନ୍ସ : ଭୁତ ଅବତାରରେ କିସିଂ ବୟ୍

କିସିଂ ବୟ ଇମ୍ରାନ ହାସମୀଙ୍କ ନୂଆ ଲୁକକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏକ ଆମେରିକାନ୍ ମାାଗାଜିନ୍ ପାଇଁ ଇମ୍ରାନ ଏହ ଫଟୋସୁଟ୍ କରିଛନ୍ତି । ଏଥିରେ ଭୟଙ୍କର ପ୍ରେମିକ ଭାବେ ଇମ୍ରାନ୍ ନିଜକୁ ସଜାଇଛନ୍ତି ।
Read More...