Browsing Category

ମନୋରଞ୍ଜନ

ରାଗିଗଲେ ମୁନ୍ନା ଭାଇ! ସଲମାନଙ୍କୁ ଉଦ୍ଧତ ବୋଲି କହିଲେ ସଞ୍ଜୟ ଦତ୍ତ

ରାଗିଗଲେ ମୁନ୍ନା ଭାଇ । ବିଗତ କିଛି ଦିନ ତଳେ ଏକ ପାର୍ଟିରେ ସେ ହଠାତ ରଣବୀର କପୁରଙ୍କ ଉପରେ ଖପ୍ପା ହୋଇ ଯାଇଥିଲେ । କେବଳ ଏତିକି ନୁହଁ ସେ ରଣବୀରଙ୍କ ଅଭିନୟ ଦକ୍ଷତା ଉପରେ ପ୍ରଶ୍ନ ମଧ୍ୟ ଉଠାଇ ଥିଲେ । ନିକଟରେ ପୁଣିଥରେ ସେ ସଲମାନଙ୍କ ବିଷୟରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣି…
Read More...

ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା

ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ବଲିଉଡ କମ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରଥମେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ଅଫର କରାଯାଇଥିଲା । ହେଲେ ସଚିନ ମନାକରିବା ପରେ ପ୍ରିୟଙ୍କାଙ୍କୁ ଆସାମ ସରକାର ବ୍ରାଣ୍ଡ…
Read More...

ମା’ ହେଲେ ବେବୋ ! ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ କରୀନା କପୁର

ମା’ ହେଲେ ବେବୋ । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ  ଆଜି ସକାଳ ୭ଟା ୩୦ରେ କରୀନା କପୁର ଖାନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ ମା’ ଓ ଶିଶୁ ଦୁହେଁ ସୁସ୍ଥ ଥିବା ସୈଫ ଅଲ୍ଲୀ ଖାନ୍ କହିଛନ୍ତି । କରୀନା ଓ ସୈଫ, ପୁଅର ନାଁ ତୈମୁର ଅଲ୍ଲୀ ଖାନ୍ ପଟୌଦି ରଖିଛନ୍ତି । କରୀନା ଓ…
Read More...

ଶାହାରୁଖଙ୍କ ସିନେମାରେ ଠୁମକା ଲଗାଇବେ ସନ୍ନି ଲିଓନ୍

ପୂରଣ ହେଇଛି ସନ୍ନିଙ୍କ ଡ୍ରିମ । ଶାହରୁଖଙ୍କ ଅଭିନୀତ ତଥା ଅପକମିଂ ଫିଲ୍ମ "ରଇଜ'ରେ ସନ୍ନି ଲିଓନଙ୍କ ଝଲକ ଦେଖିବାକୁ ମିଳିଛି । ଯାହାକୁ ନେଇ ସନ୍ନି ଦେଖିଛନ୍ତି ଅନେକ ସ୍ୱପ୍ନ । କାରଣ ଶାହରୁଖଙ୍କ ସହ କାମ କରିବାକୁ ସନ୍ନିଙ୍କର ପୂର୍ବର ବହୁତ ଇଚ୍ଛା ଥିଲା ଯାହାକି ଏବେ ସଫଳ ହୋଇଛି ବୋଲି ସେ…
Read More...

ମା’ ହେବାକୁ ଚାହୁଁଛନ୍ତି ବଲିଉଡ କୁଇନ୍ କଙ୍ଗନା ରଣାୱତ୍

ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ବିନ୍ଦାସ ଅନ୍ଦାଜ ପରଦା ଉପରେ ଯେପରି ଦେଖିବାକୁ ମିଳେ ପରଦା ପଛରେ ମଧ୍ୟ ସେ ବିଲକୁଲ ସେହିପରି । ସିନେମା ବ୍ୟତିତ ସେ ନିଜର ରୋକଠୋକ କଥାବାର୍ତ୍ତା ପାଇଁ ବଲିଉଡ ଜଗତରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ହ୍ରିତିକ ରୋଶନଙ୍କ ସହ ହୋଇଥିବା ତାଙ୍କ…
Read More...

ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଅମୀର

ମହାକାଶଚାରୀ ଭୂମିକାରେ ନଜର ଆସିବେ ମିଷ୍ଟର ପରଫେକସନିଷ୍ଟ । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଚରିତ୍ରରେ ଅଭିନୟ କରିବେ ଅମୀର ଖାନ । ସିନେମାର ନାଁ ମଧ୍ୟ ଏକପ୍ରକାର ଚୂଡାନ୍ତ ହୋଇସାରିଛି । ଅମୀରଙ୍କ ଆଗାମୀ ସିନେମାର ନାଁ ରହିବ ‘ସାରେ ଜାହାଁ ସେ ଆଚ୍ଛା’ । ରାକେଶ ଶର୍ମା…
Read More...

ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତିଗତ ଚିଠି ଘଟଣା କଙ୍ଗନାଙ୍କୁ ଦେଇଛି ଖୁବ୍ ଆଘାତ

ବଲିଉଡ୍ କୁଇନ୍ କଙ୍ଗନା ରାନାୱାତ, ଏବଂ ହ୍ୟାଣ୍ଡସମ୍ ହିରୋ ହ୍ରିତିକ୍ ରୋଶନଙ୍କର ପ୍ରେମ କାହାଣୀ କାହାକୁ ଲୁଚାଛପା ନାହିଁ । କିନ୍ତୁ ଦୁଇଜଣ ଦୁଇଜଣଙ୍କ ବିଷୟରେ ତାଙ୍କ ଭିତରେ ଘଟିଥିବା କିଛି ବି ଘଟଣାକୁ ସମସ୍ତଙ୍କ ସାମ୍ନାରେ ଆଲୋଚନା କରନ୍ତି ନାହିଁ । କିନ୍ତୁ ଏବେ ଗୋଟିଏ କାର୍ଯ୍ୟକ୍ରମରେ…
Read More...

କରଣ ବିପାଶାଙ୍କ ପାଇଁ ଲେଖିଲେ ରୋମାଣ୍ଟିକ ଗୀତ

ଅଭିନେତା କରଣ ସିଂ ଗ୍ରୋଭର ତାଙ୍କ ପତ୍ନୀ ତଥା ବଲିଉଡର ହଟ୍ ଓ ସେକ୍ସି ଅଭିନେତ୍ରୀ ବିପାଶା ବସୁଙ୍କ ପାଇଁ ଏକ ରୋମାଣ୍ଟିକ ଗୀତ ଲେଖିଛନ୍ତି । ଉକ୍ତ ଗୀତର ଟାଇଟଲ ହେଉଛି ‘ରାଇଟ୍ ଏଜ୍ ରେନ୍’ । ଅଭିନେତ୍ରୀ ବିପାଶା ବସୁଙ୍କ ଓ କରଣ ଗ୍ରୋଭର ଏ ବର୍ଷ ୩୦ ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି…
Read More...

ବିରାଟଙ୍କୁ ହଟ୍ ମାନନ୍ତି ନାହିଁ ଗାର୍ଲଫ୍ରେଣ୍ଡ ଅନୁଷ୍କା

ଭାରତୀୟ କ୍ରିକେଟର ବିରାଟ କୋହଲି ଏମିତି ଜଣେ କ୍ରିକେଟର ଯାହାଙ୍କ ପାଇଁ ଝିଅମାନେ ପାଗଳ ଏବଂ ତାଙ୍କୁ ସମସ୍ତେ ବହୁତ ହଟ୍ ମଧ୍ୟ ମାନନ୍ତି । କିନ୍ତୁ ବିରାଟଙ୍କ ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିରାଟଙ୍କୁ ସବୁଠାରୁ ହଟ୍ ମାନନ୍ତି ନାହିଁ । ଅନୁଷ୍କା ଶର୍ମା ବିରାଟଙ୍କୁ ନୁହଁ…
Read More...

ଆଦିତ୍ୟ ରୟ କପୁର ଓ କ୍ୟାଟ୍ରିନା କୈଫଙ୍କୁ ନେଇ ଚର୍ଚ୍ଚା

ଆଦିତ୍ୟ ରୟ କପୁର ଓ କ୍ୟାଟ୍ରିନା କୈଫଙ୍କୁ ନେଇ ଅତୀତରେ ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଉଭୟଙ୍କ ତରଫରୁ ଏନେଇ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଖବର ଅନୁସାରେ ଏଇ ଦୁଇ ଜଣ ପୁଣି ଥରେ ପାଖାପାଖି ଆସିଛନ୍ତି ଏବଂ ଉଭୟଙ୍କୁ ଏକାଠି ସମୟ ବିତାଉଥିବା ଦେଖାଦେଇଛି । ନିକଟରେ କ୍ୟାଟ୍ରିନା…
Read More...