Browsing Category

ମନୋରଞ୍ଜନ

ଇଂଟରନେଟରେ ଲିକ୍ ହେଲା ଆମୀର୍ ଖାନଙ୍କ ସିନେମା “ଦଙ୍ଗଲ’

ଆମୀର୍ ଖାନଙ୍କ ଅଭିନିିତ ସିନେମା "ଦଙ୍ଗଲ' ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ରିଲିଜ ପରେ ଚାରିଆଡେ ସିନେମାର ଚର୍ଚ୍ଚା ଚାଳିଛି । ପ୍ରଥମ ଦିନରୁ ହିଁ ଏହି ସିନେମା ୩୦ କୋଟି ଟଙ୍କାରୁ ଉର୍ଦ୍ଧ ଆୟ କରିବାରେ ସଫଳ ହୋଇ ପାରିଛି । କିନ୍ତୁ ଦଙ୍ଗଲର ନିର୍ମାତାଙ୍କ ପାଇଁ ଏକ ଖରାପ ଖବର । ଇଣ୍ଡିଆ…
Read More...

ପଦ୍ମାବତୀ ସୁଟିଂ ସେଟରେ ଅଘଟଣ

କନକ ବ୍ୟୁରୋ: ବଲିଉଡ ଫିଲ୍ମ ପଦ୍ମାବତୀର ରିଲିଜ କୁ ନେଇ ଚର୍ଚା ଜୋର ଧରିଥିବା ବେଳେ ଏହାର ସୁଟିଙ୍ଗ ସେଟରେ ଅଘଟଣ ଘଟିଥିବା ଜଣାପଡିଛି । ସୁଟିଙ୍ଗ ସେଟରେ ଏକ ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିଙ୍କର ନାମ ମୁକେଶ ଡାକିଆ ଏବଂ ତାଙ୍କର ବୟସ ୩୪…
Read More...

୬୦ ବର୍ଷରେ ପାଦ ଦେଲେ ମିଷ୍ଟର ଇଂଣ୍ଡିଆ ଅନିଲ୍ କପୁର

ଆଜି ହେଉଛି ବଲିଉଡ ଅଭିନେତା ଅନିଲ୍ କପୁରଙ୍କ ଜନ୍ମଦିନ । ୬୦ ବର୍ଷରେ ପାଦ ରଖିଛନ୍ତି ମିଷ୍ଟର ଇଂଣ୍ଡିଆ ଅନିଲ୍ । ୧୨ ବର୍ଷ ବୟସରେ ହିିଁ ସେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୮୩ ମସିହାରେ "ୱୋ ସାତ ଦିନ୍' ସିନେମା ଜରିଆରେ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ । ୨୦୦୨…
Read More...

ଆମୀର୍ ଖାନଙ୍କୁ ଘୃଣା କରନ୍ତି ଦବଙ୍ଗ ହିରୋ ସଲମାନ ଖାନ୍

ବଲିଉଡର ଦବଙ୍ଗ ହିରୋ ସଲମାନଙ୍କ ଖାନ୍ ଓ ମିଷ୍ଟର ପରଫେକ୍ସନିଷ୍ଟ ଆମୀରର ଖାନଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି । ସବୁବେଳେ ଉଭୟେ ଉଭୟଙ୍କ ଅଭିନୟ ଦକ୍ଷତାର ପ୍ରଶଂସା କରିବାର ଦେଖା ଯାଇଛି । କିନ୍ତୁ ହଠାତ କଣ ହେଲା କେଜାଣି ସଲମାନ ଆମିରଙ୍କୁ ଘୃଣା କରନ୍ତି ବୋଲି କହିଛନ୍ତି । ପ୍ରକୃତ…
Read More...

ଓସ୍କାର ଦୌଡରେ ସାମିଲ୍ ହେଲା ସିନେମା “ସରବଜିତ’ ଓ “ଏମଏସ ଧୋନୀ’

ଓସ୍କାର ଦୌଡରେ ସାମିଲ୍ ହୋଇଛି ସିନେମା "ସରବଜିତ' ଓ "ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ'। ଏକାଡେମୀ ଅଫ ମୋସନ ପିକଚର ଆର୍ଟସ ଏଣ୍ଡ ସାଇନ୍ସ ପ୍ରସ୍ତୁତ କରିଥିବା ତାଲିକାରେ ଏହି ସିନେମାକୁ ସ୍ଥାନ ମିଳିଛି । ତେବେ ଦୁଇଟି ଯାକ ସିନେମା ହେଉଛି ବାୟୋପିକ । ଏଇ ଖବର ମିଳିବା ପରେ ସୁପରଷ୍ଟାର…
Read More...

ମଲାଇକା ଅରୋରା – ଅର୍ଜୁନ କପୁରଙ୍କ ସଂପର୍କକୁ ନେଇ ଚର୍ଚ୍ଚା

ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ମଲାଇକା ଅରୋରା ଖାନଙ୍କ ନାଁ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଯୋଡା ଯାଉଛି । କେବଳ ଏତିକ ନୁହେଁ ଉଭୟେ ଏକାଠି ନଜର ମଧ୍ୟ ଆସୁଛନ୍ତି । ଏବେ ଏ ଦୁଇ ଜଣଙ୍କ ସମ୍ପର୍କ ସତ କି ଗୁଜବ ଜଣାପଡିିନି କିନ୍ତୁ ଉଭୟଙ୍କ ଏ ସଂପର୍କ ଯୋଗୁଁ ଅର୍ଜୁନ କପୁରଙ୍କ…
Read More...

ଲୋକପ୍ରିୟତାର ଶୀର୍ଷରେ କପିଲ ଶର୍ମା

ହାସ୍ୟ ଅଭିନେତା କପିଲ ଶର୍ମା ଲୋକପ୍ରିୟତା ଦୃଷ୍ଟିରୁ ଆମିର ଖାନ,ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଫୋବର୍ସ ଇଣ୍ଡିଆ ମାଗାଜିନର ୧୦୦ ଲୋକପ୍ରିୟ ସେଲିବ୍ରିଟି ତାଲିକାରେ କପିଲ ଅଛନ୍ତି ସପ୍ତମ ସ୍ଥାନରେ । ଏଇ ତାଲିକାରେ ଗତ ବର୍ଷ କପିଲ ୨୭ ନଂ ସ୍ଥାନରେ…
Read More...

ଆଜି ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’

ଫିଲ୍ମି ଫ୍ରାଇଡେରେ ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’ । ଅମୀରଙ୍କ ସହ ମୁଖ୍ୟ ଭୂମିକାରେ ସାକ୍ଷୀ ତନୱର, ଫାତିମା ସନା, ସାନ୍ୟା ମଲହୋତ୍ରା, ଜାୟରା ବସିମ, ସୁହାନୀ ଭଟ୍ଟନାଗର ଓ ଅପାରଶକ୍ତି ଖୁରାନାଙ୍କୁ ଦେଖିବାକୁ ମିଳିଛି । ହରିୟାଣାର ରେସଲର ମହାବୀର ସିଂହ ଫୋଗଟଙ୍କ ଜୀବନିକୁ…
Read More...

ଗାୟକ ମହମ୍ମଦ ରଫିଙ୍କୁ ନେଇ ଡକ୍ୟୁମେଂଟରି ଫିଲ୍ମ : ୨୪ ଡିସେମ୍ବରରେ ହେବ ପ୍ରଦର୍ଶିତ

ମହାନ ଗାୟକ ମହମ୍ମଦ ରଫିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ମହମ୍ମଦ ରଫିଙ୍କ ଉପରେ ଏକ ଡକ୍ୟୁମେଂଟରି ଫିଲ୍ମ ପ୍ରଦର୍ଶନ ହେବାକୁ ଯାଉଛି । ଯାହାର ନାଁ ଦିଆଯାଇଛିି ‘ଦାସ୍ତାନେ ରଫି’ । ଯାହା ରଫିଙ୍କର ୯୨ ତମ ଜନ୍ମ ବାର୍ଷିକିରେ ଟିଭି ପରଦାକୁ ଆସିବ । ଏହି ଡକ୍ୟୁମେଂଟରି ଫିଲ୍ମଟି ୨୪…
Read More...

ସାମ୍ନାକୁ ଆସିଲା ଲୋଲୋଙ୍କ ଗୁପଚୁପ୍ ନିର୍ବନ୍ଧର ସତ

ବର୍ତମାନ କପୁର ପରିବାର ପାଇଁ ଡବଲ ଖୁସିର ମାହୋଲ ଆସିଛି । କରିନାଙ୍କ ପୁଅ ଜନ୍ମ ହେବାର ଖୁସି ଖବର ଏବେ ଆସିଛି, ଏବଂ ଏହା ସହିତ ଏବେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି ଯେ କରିନାଙ୍କ ବଡ ଭଉଣୀ କରିସ୍ମା କାଳେ ଗୁପଚୁପ୍ ନିର୍ବନ୍ଧ କରିଛନ୍ତି ତାଙ୍କର ବୟଫ୍ରେଣ୍ଡ୍ ସନ୍ଦୀପ ତୋଶନୀବାଲଙ୍କ ସହିତ ।…
Read More...