Browsing Category

ମନୋରଞ୍ଜନ

ସଫଳତାର ଶୀର୍ଷରେ ସନି ଲିଓନି : ନୂଆ ବର୍ଷ ଲାଇଭ ପରଫରମାନ୍ସ ପାଇଁ ୪ କୋଟି ଟଙ୍କାର ଅଫର

ବଲିଉଡରେ ପ୍ରବେଶ କରିବା ପରେ ପର୍ଣ୍ଣଷ୍ଟାର ସନି ଲିଓନି ଏବେ ସଫଳତାର ଶୀର୍ଷରେ ଅଛନ୍ତି । ଆସ୍ତେ  ଆସ୍ତେ ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ ଯୋଡି ହୋଇ ଯାଉଛି । ନୂଆ ବର୍ଷ ଉପଲକ୍ଷେ ଏବେ ସେ ଏପରି କିଛି କରିବାକୁ ଯାଉଛନ୍ତି ଯାହାର ପ୍ରତିବଦଳରେ ତାଙ୍କୁ କୋଟି କୋଟି…
Read More...

ପୁରୁଣା ଗୀତ ନୂଆ ସଙ୍ଗୀତ! ‘ହମ୍ମା ହମ୍ମା’ଗୀତରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ ମତୁଆଲା ଡ୍ୟାନ୍ସ

ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଆଗାମୀ ସିନେମା ‘ଓକେ ଜାନୁ’ର ପ୍ରଥମ ଗୀତ ‘ହମ୍ମା ହମ୍ମା’ ନିକଟରେ ରିଲିଜ ହୋଇ ଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର ରେହେମାନ ଏଇ ଗୀତକୁ ପ୍ରଥମ ଥର ପାଇଁ ୧୯୯୫ ରେ "ବମ୍ବେ' ସିନେମା ପାଇଁ ତିଆରି କରିଥିଲେ । କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ…
Read More...

ଆଜି ବଡପରଦାକୁ ଆସୁଛି ରୋମାଂଟିକ୍ ଥ୍ରୀଲର ସିନେମା “ୱଜା ତୁମ୍ ହୋ’

ଫିଲ୍ମି ଫ୍ରାଇଡେରେ ଆଜି ସିଲଭରସ୍କ୍ରିନକୁ ଆସୁଛି ରୋମାଂଟିକ୍ ଥ୍ରୀଲର ଫିଲ୍ମ "ୱଜା ତୁମ୍ ହୋ' । ଫିଲ୍ମରେ ଅଛନ୍ତି ତିନି ତିନି ଜଣ ନାୟକ ଶର୍ମନ ଯୋଶୀ, ଗୁରୁମିତ୍ ଚୌଧରୀ ଏବଂ ରଜନୀଶ ଦୁଗଲ । ତାଙ୍କ ବିପକ୍ଷରେ ଦେଖାଦେବେ ସାନା ଖାନ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହେଟ୍ ଷ୍ଟୋରୀ ଫେମ୍…
Read More...

ପାକିସ୍ତାନୀ ବିଜ୍ଞାପନ କରିବା ପାଇଁ ପ୍ରାଚୀ କଲେ ମନା

ବଲିଉଡ ଅଭିନେତ୍ରୀ ପ୍ରାଚୀ ଦେଶାଇ ପାକିସ୍ତାନୀ ବିଜ୍ଞାପନରେ କାମ କରିବା ପାଇଁ ମନା କରିଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ପାକିସ୍ଥାନର ଏକ ବ୍ୟୁଟି ବ୍ରାଣ୍ଡ ନିଜ ପ୍ରଡକ୍ଟର ବିଜ୍ଞାପନ ପାଇଁ ପ୍ରାଚୀଙ୍କ ସହ ସଂପର୍କ କରିଥିଲେ । କିନ୍ତୁ ପ୍ରାଚୀ ଉକ୍ତ ଅଫରକୁ ବିନମ୍ରତା ସହ ମନା କରି…
Read More...

ଭାରତୀୟ ସଙ୍ଗୀତକାର ଏ ଆର୍‌ ରହମାନ୍‌ ସାମିଲ୍‌ ହେଲେ ଓସ୍କାର ପୁରସ୍କାର ଦୌଡ଼ରେ

ପ୍ରଖ୍ୟାତ ଭାରତୀୟ ସଙ୍ଗୀତକାର ଏ ଆର୍‌ ରହମାନ୍‌ ଏବେ ପୁଣି ମର୍ଯ୍ୟାଦାଜନକ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହୋଇଛନ୍ତି । ଏଥର ତାଙ୍କୁ ଫିଲ୍ମ ‘ ପେଲେ ବାର୍ଥ ଅଫ୍‌ ଏ ଲିଜେଣ୍ଡ’ରେ ଉଚ୍ଚକୋଟିର ସ୍ୱର ସଂଯୋଜନା ଲାଗି ନାମାଙ୍କନ ମିଳିଛି । ଆକାଡେମି ଅଫ୍‌ ମୋସନ୍‌ ପିକଚର୍‌ ଆର୍ଟସ୍‌ ଆଣ୍ଡ୍‌…
Read More...

ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ ସୋନମ ଏବଂ ତାଙ୍କ ବୟଫ୍ରେଣ୍ଡ

ଷ୍ଟାଇଲିଷ୍ଟ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ସିନେମା ଅପେକ୍ଷା ବୟଫ୍ରେଣ୍ଡଙ୍କ ସହ ଆଫେୟାରକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ସୂଚନା ଅନୁସାରେ ଦିଲ୍ଲୀର ରହୁଥିବା ଆନନ୍ଦ ଆହୁଜାଙ୍କୁ ସେ ଏବେ ଡେଟ୍ କରୁଛନ୍ତି । ଉଭୟଙ୍କୁ ବିଭିନ୍ନ ଅବସରରେ ଏକାଠି ଦେଖିବାକୁ ମିଳୁଛି । ଏବେ…
Read More...

“କ୍ରାଇମ୍ ପେଟ୍ରୋଲ’ର ଅଭିନେତା କମଲେଶ୍ ପାଣ୍ଡେ କରିଛନ୍ତି ଆତ୍ମହତ୍ୟା

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ "କ୍ରାଇମ୍ ପେଟ୍ରୋଲ'ର ଅଭିନେତା କମଲେଶ୍ ପାଣ୍ଡେ ଆତ୍ମହତ୍ୟା କରିଛନ୍ତି । "କ୍ରାଇମ୍ ପେଟ୍ରୋଲ'ରେ ଅନେକଥର ପୁଲିସ ଚରିତ୍ରରେ ଅଭିନୟ କରିଛନ୍ତି କମଲେଶ୍ । କମଲେଶ୍ ନିଜ ଛାତି ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମଧ୍ୟପ୍ରଦେଶର ଜବଲପୁର…
Read More...

ରାମଗୋପାଲ ବର୍ମାଙ୍କ ‘ସରକାର-୩’ର ସୁଂଟି ଆରମ୍ଭ କରିଛନ୍ତି ୟାମି ଗୌତମ

ଅଭିନେତ୍ରୀ ୟାମି ଗୌତମ ଫିଲ୍ମନିର୍ମାତା ରାମଗୋପାଲ ବର୍ମାଙ୍କ ‘ସରକାର-୩’ରେ ସୁଟିଂ କାମ ଆରମ୍ଭ କରି ଦେଲେଣି । ଫିଲ୍ମରେ ୟାମି ଏକ ଭଲ ଚରିତ୍ରରେ ନଜର ଆସିବେ । ଏପରି ଭୂମିକା ସେ ପ୍ରଥମ ଥର କରୁଛନ୍ତି ଓ ଏଥିପାଇଁ ସେ ଖୁବ୍‌ ଉତ୍ସାହିତ ବୋଲି ୟାମି କହିଛନ୍ତି । ୟାମି କହିଛନ୍ତି, ଜଣେ…
Read More...

ବାଜି ମାରିଲେ ଛୋଟ ପରଦାର ନାୟିକା ! କ୍ୟାଟ୍ରିନାଙ୍କୁ ପଛରେ ପକାଇ ନିଆ ଶର୍ମା ହେଲେ ଏସିଆର ସେକ୍ସି ମହିଳା

ଏସିଆର ସବୁଠାରୁ ସେକ୍ସି ମହିଳା ତାଲିକାରେ ‘ଜମାଇରାଜା’ ଅଭିନେତ୍ରୀ ନିଆ ଶର୍ମା ତୃତୀୟ ସ୍ଥାନ ଅଧିକାର କରିିଛନ୍ତି । ସେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ପଛରେ ପକାଇ ଏଇ ତାଲିକାରେ ରହିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିପାଇଁ ଟେଲିଭିଜନ…
Read More...

ସୋହେଲ୍ ଖାନଙ୍କୁ ଦେଖି ଲୁଚିଲେ ଅର୍ଜୁନ ! ଅଧାରୁ ଛାଡିଲେ ପାର୍ଟି

ଖାନ ପରିବାରର ବୋହୁ ମଲାଇକା ଅରୋରା ଖାନଙ୍କ ସହ ଅଭିନେତା ଅର୍ଜୁନ କପୁରଙ୍କ ସଂପର୍କ କଥା କାହାକୁ ଅଛପା ନାହିଁ । କିନ୍ତୁ ଏକଥା ମଧ୍ୟ ସତ ତିନି ଖାନ ଭାଇଙ୍କୁ ସାମ୍ନାରେ ଦେଖିଲେ ହିଁ ଅର୍ଜୁନ କପୁର ସେହି ସ୍ଥାନରୁ ଚୁପଚାପ ଖସି ପଳାଉଛନ୍ତି । ନିକଟରେ ପୁଣି ଥରେ ଏମିତି କିଛି ନଜାରା ଦେଖିବାକୁ…
Read More...