Browsing Category

ମନୋରଞ୍ଜନ

ଦୀପାବଳୀରେ ବାଣ ନୁହେଁ ହସ ଫୁଟାଇବା ଲକ୍ଷ୍ୟରେ ବଲିଉଡର ଲୋକପ୍ରିୟ ଦମ୍ପତି ! ଅଳିଆ ଗୋଟାଉଥିବା ମହିଳାଙ୍କ ପରିଶ୍ରମକୁ…

ଆଲୋକର ପର୍ବ ଦୀପାବଳୀରେ ଅନ୍ୟର ମୁହଁରେ ହସ ଫୁଟାଇବା ପାଇଁ ବଲିଉଡର ଖୁରାନା ଦମ୍ପତି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସହରର ଗଳିକନ୍ଦିରୁ ଅଳିଆ ଗୋଟାଉଥିବା ମହିଳାମାନଙ୍କୁ ଆର୍ଥୀକ ସ୍ତରରେ ସହାୟତା କରିବା ପାଇଁ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବଂ ତାଙ୍କ ଧର୍ମପତ୍ନୀ ତାହିରା…
Read More...

ମୁମ୍ବାଇ ନାନାବତୀ ହସ୍ପିଟାଲରେ ବିଗ୍ ବି ଅମିତାଭ ବଚ୍ଚନ :  ୩ଦିନ ହେଲା ଚାଲିଛି ଚିକିତ୍ସା,ରୁଟିନ୍ ଚେକ୍ଅପ୍ ପାଇଁ…

ହସ୍ପିଟାଲରେ ଅମିତାଭ । ରୁଟିନ ଚେକଅପ ପାଇଁ ବିିଗ ବି ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାରଠାରୁ  ସେ ମେଡିକାଲରେ ଅଛନ୍ତି ।  ମଙ୍ଗଳବାର ଦିନ ପ୍ରାୟ ୨ଟାରେ ସେ ମେଡିକାଲ ଆସିଥିଲେ । ତା ପରେ ୩ ଦିନ ହେଲା ତାଙ୍କର ରୁଟିନ ଚେକଅପ୍ ଚାଲଛି । ଆସନ୍ତା…
Read More...

ନିର୍ଦ୍ଦେଶିକା ଭାବେ ବଲିଉଡରେ ଓଡ଼ିଆ ଝିଅ ଦେବମିତ୍ରାଙ୍କ ଏଣ୍ଟ୍ରି । ୟୁଟ୍ୟୁବରେ ଧମାଲ ମଚାଇଲା ଦେବମିତ୍ରାଙ୍କ ପ୍ରଥମ…

ବଲିଉଡରେ ଆଉ ଜଣେ ଓଡ଼ିଆ ଝିଅ। ଆଉ ମାତ୍ର କିଛି ମାସ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ ହସନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମୋତିଚୁର୍‌ ଚଖନାଚୁର୍‌’ ରିଲିଜ୍‌ ହେବାକୁ ଥିବା ବେଳେ ୟୁଟ୍ୟୁବରେ ଧମାଲ ମଚାଇଛି ଟ୍ରେଲର । ଗତ କାଲି ଅପଲୋଡ ହୋଇଥିବା ୨ ମିନିଟ୍‌ ୨୧…
Read More...

ଆଜି ହେଉଛି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ! ୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି । 

୭୭ ବର୍ଷରେ ବିଗ୍ ବି । ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ । ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଦ, ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ । ଯାହାଙ୍କୁ ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା…
Read More...

ଲୋକପ୍ରିୟ ଶୋ’ ବିଗବସ୍ ଉପରେ ବ୍ୟାନ୍ ର ସଂକଟ ! ତେଜିଲା କରଣୀସେନା , ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମାଗିଲା…

ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା କମିବା ବଦଳରେ ଧିରେ ଧିରେ ବଢିବାକୁ ଲାଗିଛି। ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କରଣୀ ସେନା ମଧ୍ୟ ବିଗ୍ ବସ୍ ୧୩ କୁ ତୁରନ୍ତ…
Read More...

୬୫ ବର୍ଷରେ ପାଦ ଥାପିଲେ ବଲିଉଡର ଏଭର୍ ଗ୍ରୀନ୍ ଅଭିନେତ୍ରୀ ରେଖା ! ଶୁଭେଚ୍ଛା ଜଣାଇଲେ ବଲିଉଡ୍ କଳାକାର ।

ବଲିଉଡ୍ ର ଏଭର୍ ଗ୍ରୀନ୍ ଅଭିନେତ୍ରୀ ରେଖା ଆଜି ୬୫ ବର୍ଷରେ ପାଦ ରଖିଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡର ନାମୀଦାମୀ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁନ୍ଦରତାରେ ବଲିଉଡର ଆଗଧାଡିର ହିରୋଇନ୍ ଙ୍କୁ ପଛରେ ପକାଉଥିବା ରେଖାଙ୍କ ବୟସ ୬୫ ବର୍ଷ ହେଲେ ମଧ୍ୟ ସେ ଖୁବ୍ ଯୁବା ଜଣାପଡନ୍ତି ।…
Read More...

ସୁଲତାନଙ୍କ ବଙ୍ଗଳାରେ କ୍ରାଇମ୍ ବ୍ରାଞ୍ଚ୍ ! ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍ ର ଚଢାଉ । 

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ବଙ୍ଗଳାରେ ବୁଧବାର କ୍ରାଇମ୍ ବ୍ରାଞ୍ଚ୍ ଚଢାଉ କରିଛି । କ୍ରାଇମ୍ ବ୍ରାଞ୍ଚ୍ ସଲମାନଙ୍କ ଘରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଯେ ଗତ ୨୦ ବର୍ଷ ଧରି ତାଙ୍କ ବଙ୍ଗଳାର ଧ୍ୟାନ ରଖିଆସୁଛି । କ୍ରାଇମ୍ ବ୍ରାଞ୍ଚ୍ ହାତରେ ଧରା ପଡିଥିବା ବ୍ୟକ୍ତି ମୁମ୍ବାଇର…
Read More...

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ଉପରେ ମାଡିଲା ସଂକଟ ! ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରସାରଣ କରିବା ଏବଂ ଶୋ’…

ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା ବଢୁଥିବା ନଜର ଆସୁଛି । ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କ୍ୟାଟ୍ (Confederation Of All India Traders) ପକ୍ଷରୁ ଆଜି…
Read More...

ଖିଲାଡି କୁମାରଙ୍କ ଏ କି ରୂପ ! ହାତରେ ଚୁଡ଼ି , ମଥାରେ ସିନ୍ଦୁର ଆଉ ନାଲି ଶାଢିରେ ନଜର ଆସିଲେ ଅକ୍ଷୟ କୁମାର

ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଏବଂ କାହାଣୀକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍ ଖିଲାଡି କୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ହାଉସ୍ଫୁଲ୍-୪’ ରିଲିଜ୍ ଅପେକ୍ଷାରେ ଥିବା ବେଳେ ଫିଲ୍ମ ଲକ୍ଷ୍ମୀ ବମ୍ବକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ କୁମାର । ଏହି…
Read More...

ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ ଙ୍କୁ ହତ୍ୟା ଧମକ ! “ କୋର୍ଟ ନୁହେଁ ସଲମାନଙ୍କୁ ଜୀବନରୁ ମାରି ମୁଁ ଦଣ୍ଡ ଦେବି” ବୋଲି…

ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ ଙ୍କୁ ହତ୍ୟା ଧମକ । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ୍ ଭାଇରାଲ୍ ହେବାପରେ ପୋଲିସ୍ ମଧ୍ୟ ସଜାଗ ହୋଇଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି , ଗାଡି ଚୋରୀ କେସରେ ପୋଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଯାହାପରେ…
Read More...