Browsing Category

ବିଜେପି

ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ! ମୟୂରଭଞ୍ଜ ଓ ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

କନକ ବ୍ୟୁରୋ : ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଶେଷ ପ୍ରୟାସ କରିବେ ଅମିତ୍ ଶାହା । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ମୟୂରଭଞ୍ଜର ମୋରଡାରେ ଜନସଭାକୁ ସମ୍ବୋଧିତ କରି ପରିବର୍ତନର ଆହ୍ୱାନ ଦେବେ ଶାହା । ବିଜେପି ସୂତ୍ରରୁ ମିଳିଥିବା…
Read More...

ଫେରାର ଥାଇ ଫେସବୁକରେ ସଫେଇ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ । କହିଲେ, ବୁଥରେ ହେଉଥିଲା ବୋଗସ ଭୋଟିଂ,…

କନକ ବ୍ୟୁରୋ : କଣାସରେ ପୋଲିଂ ବୁଥରେ ଲଙ୍କାକାଣ୍ଡ ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଘଟଣା ପର ଠାରୁ ଫେରାର ଅଛନ୍ତି ସତ୍ୟବାଦୀ ବିଜେପି ପ୍ରାର୍ଥୀ । ଗତ ୨୩ ତାରିଖ ଠାରୁ ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ରଙ୍କ ଟେର ପାଉନି ପୁଲିସ । ଆଉ ଏତିକି ବେଳେ ଏକ ଭିଡିଓ ବାର୍ତାରେ ନିଜ…
Read More...

କଣାସରେ ଇଭିଏମ ମେସିନ ଭଙ୍ଗା ମାମଲା: ପୁରୀ ଏସପି କହିଲେ, ବିଧାୟକ ପ୍ରାର୍ଥୀଙ୍କୁ ଖୋଜୁଛି ପୁଲିସ;ଆତ୍ମସମର୍ପଣ ନକଲେ…

କନକ ବ୍ୟୁରୋ: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଖୁବଶୀଘ୍ର ସେ ଆତ୍ମସମର୍ପଣ ନ କଲେ ତାଙ୍କୁ ପଳାତକ…
Read More...

କଣାସର ଇଭିଏମ ଭଙ୍ଗା ଅଭିଯୋଗରେ ସତ୍ୟବାଦୀର ବିଜେପି ପ୍ରାର୍ଥୀ ଫେରାର: ଲାଗିଛି ସଙ୍ଗୀନ ଦଫା, ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ମତଦାନ ଚାଲିଥିବା ବେଳେ ବୁଥ୍ ଭିତରେ ଆକ୍ରମଣ କରିଥିବା ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୁଲିସ। ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ବୁଥ୍ ଭିତରେ ପିସ୍ତଲ ବାହାର କରି ଗୁଳି ଫୁଟାଇବାକୁ ଉଦ୍ୟମ କରିଥିଲେ। ପ୍ରିଜାଇଡିଂ…
Read More...

କର୍ମୀଙ୍କୁ ନେଇ ଇଭିଏମ୍ ଭାଙ୍ଗିବା ସହ ବୁଥରେ ଆତଙ୍କ ଖେଳାଇଲେ ବିଜେପି ପ୍ରାର୍ଥୀ । ଥାନାରେ ଏତଲା ଦେଲେ ପୋଲିଂ…

କନକ ବ୍ୟୁରୋ: ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍, ଦିବ୍ୟସିଂହପୁର ପଞ୍ଚାୟତ, ବୀରକିଶୋରପୁର ଗ୍ରାମର ୭୮ ନଂ ବୁଥରେ ଇଭିଏମ୍ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ବିଜେପିର ସଂପୃକ୍ତି ଥିବା ଅଭିଯୋଗ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଓ ତାଙ୍କର…
Read More...

କେନ୍ଦ୍ରାପଡ଼ାରେ ପୁଣି ଡ଼ବଲ ଇଂଜିନ୍ କଥା ଦୋହରାଇଲେ ମୋଦି । କହିଲେ, ଓଡ଼ିଶାର ବିକାଶ ପାଇଁ ସରକାର ବଦଳିବା ଦରକାର ।

କନକ ବ୍ୟୁରୋ: ଓଡ଼ିଶାରେ ମୋଦିଙ୍କ ଶେଷ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା କୁରୁକ୍ଷେତ୍ରରୁ ମାରାଥନ ପ୍ରଚାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜନ ସମାବେଶରେ ଭୋଟ୍ ଭିକ୍ଷା କଲେ ମୋଦି । କେନ୍ଦ୍ରାପଡ଼ା ବାରୁଅ ଠାରେ…
Read More...

ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କେନ୍ଦ୍ରାପଡା ଓ ବାଲେଶ୍ୱରରେ ସାଧାରଣ ସଭାରେ…

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ଲାଗି ମୋଦି ଆଜି ରାଜ୍ୟର ୨ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ସକାଳ ୧୦ଟା ୩୦ରେ କେନ୍ଦ୍ରାପଡ଼ାରେ ଓ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ କସରତ । ଡୋର୍ ଟୁ ଡୋର୍ ବୁଲି କରୁଛନ୍ତି ପ୍ରଚାର । 

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର୍ ଚାଲିଛି ନିର୍ବାଚନ ପ୍ରଚାର । କାରଣ ହାତରେ ଆଉ ଦିନ କେଇଟା ବାକି । ଜନତା ପାଖରେ ପହଂଚିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି  । ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବାଲେଶ୍ୱର ସହର ବିଧାନସଭା ଆସନ…
Read More...

ବାଲେଶ୍ୱରରେ ଜମୁଛି ନିର୍ବାଚନୀ ପ୍ରଚାର । ଭୋଟ୍ ହାତେଇବାକୁ ଲୋଭ ଦେଖାଇଲା ବିଜେପି। ରାଜ୍ୟ ପ୍ରଭାରୀ କହିଲେ, ଦଳ…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଅଭିଯାନ ଶେଷ ହେଉଥିବା ବେଳେ ଭୋଟରଙ୍କ ମନ ଜିଣିବାକୁ ବାଲେଶ୍ୱରରେ ବିଜେପି ଚଳାଇଛି ଜୋରଦାର କସରତ । ତେବେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ବାଲେଶ୍ୱରରେ ଅନୁଷ୍ଠିତ ହେବ ନିର୍ବାଚନ । ବିଜେଡିରୁ ବର୍ତ୍ତମାନର ସାଂସଦ ରବୀନ୍ଦ୍ର…
Read More...

ପୁରୀ ନିର୍ବାଚନୀ ପ୍ରଚାରରୁ ଆସିଲା ରୋଚକ ଦୃଶ୍ୟ ! ମଞ୍ଚରେ ହିନ୍ଦି ମିଶା ତେଲୁଗୁ ଭାଷାରେ ଗୀତ ଗାଇଲେ ବିଜେପି ସାଂସଦ…

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନୀ ସଭାରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । କିଏ ଫିଲ୍ମ ତାରକାଙ୍କୁ ଧରି ରୋଡ ସୋ କରୁଛନ୍ତି ତ ଆଉ କିଏ ଜନସଭାରେ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜତ କରୁଛନ୍ତି । ହେଲେ ପୁରୀରୁ ଆସିଛି ଏକ ରୋଚକ ଦୃଶ୍ୟ…
Read More...