Browsing Category

ବିଜେପି

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋ’ । ଟାର୍ଗେଟରେ ଉପକୂଳ ଓଡିଶା । ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା…

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ବିଜେପିର ଶକ୍ତି ପ୍ରଦର୍ଶନ । ଆଉ ଏହାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ…
Read More...

ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଆଉ କିଛି ସମୟ ପରେ ବରମୁଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’ କରି ବରମୁଣ୍ଡା ପଡ଼ିଆକୁ ଯାତ୍ରା କରିଛନ୍ତି । ବରମୁଣ୍ଡା ପଡ଼ିଆରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ବିଶାଳ ଜନସମାବେଶର ଆୟୋଜନ କରାଯାଇଛି…
Read More...

ପୋଲିସ ଅଧିକାରୀ ବନାମ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରିବାବେଳେ ବିରୋଧ…

କନକ ବ୍ୟୁରୋ: ଗତକାଲି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ…
Read More...

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମ୍ବଲପୁରରେ ଜନସଭା, ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ବରମୁଣ୍ଡା ଯାଏଁ…

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ଏହି କ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ୍ ଲୋରପଙ୍କଠାରେ ଏବଂ ଅପରାହ୍ନ ୫ଟାରେ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କୁ…
Read More...

ଆଜି ଓଡିଶା ଦେଖିବ ନବୀନ ବନାମ ମୋଦି ଫାଇଟ ! ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ, ସେପଟେ କଟକରେ ବଡଧରଣର…

କନକ ବ୍ୟୁରୋ: ଆଜି ଓଡିଶାରେ ଦୁଇ ହେଭିୱେଟଙ୍କୁ ଦେଖିବାକୁ ମିଳିବ ପ୍ରଚାର ମୈଦାନରେ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଓ ଅନ୍ୟ ପଟେ ମୈଦାନକୁ ଓହ୍ଲାଇବେ ବିଜେପିର ବଡ ଚେହେରା ମୋଦି । ଓଡିଶାରେ ଗେରୁଆ ବାନା ଉଡାଇବା ପାଇଁ ବିଜେପି ଦିନ ରାତି ଏକ କରି ଦେଇଥିବା ବେଳେ ବାରମ୍ବାର ଓଡିଶା ଗସ୍ତରେ…
Read More...

ଯୋଗୀଙ୍କ ନଜରରେ କିଭଳି ହେବ ଓଡିଶାର ବିକାଶ ? ରାଉରକେଲାରେ କହିଲେ ରାଜନୀତିର କଥା

କନକ ବ୍ୟୁରୋ: ଓଡିଶାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ମର୍ମରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ…
Read More...

ମୋଦିଙ୍କ ଫୋକସରେ ଓଡିଶା । ଆସନ୍ତାକାଲି ରାଜଧାନୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ, ସେପଟେ ପୁଣି ଥରେ ୨୭ରେ…

କନକ ବ୍ୟୁରୋ : ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମଙ୍ଗଳବାର ଦିନ ସେ ସମ୍ବଲପୁର ଆସୁଥିବାବେଳେ ୨୭ରେ କେନ୍ଦ୍ରାପଡ଼ା ଗସ୍ତରେ ଆସୁଥିବା ଜଣାପଡ଼ିଛି। ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ…
Read More...

ଅମିତ ଶାହା ନେଲେନି ବୈଜୟନ୍ତଙ୍କ ନାଁ । ବିଜେପିର ସ୍ଥିତି ଦୃଢ ପାଇଁ ଦେଲେ ୪ ନେତାଙ୍କୁ ଶ୍ରେୟ । ଭୁଲିଗଲେ ନା…

କନକ ବ୍ୟୁରୋ : ବୈଜୟନ୍ତ ବିଜେପି ଶିବିରରେ ଏଣ୍ଟ୍ରି କରିବା ପରେ ବେଶ ଆକ୍ଟିଭ ରହିଛନ୍ତି । ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବୈଜୟନ୍ତ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ମଞ୍ଚର ପ୍ରଥମ ଧାଡିରେ ମଧ୍ୟ…
Read More...

ଆସନ୍ତା ୧୬ରେ ଓଡ଼ିଶା ଆସିବେ ମୋଦି । ରାଜଧାନୀରେ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

କନକ ବ୍ୟୁରୋ: ମୋଦିଙ୍କ ଫୋକସରେ ଓଡ଼ିଶା । ବିଜେପି ଷ୍ଟାର ପ୍ରଚାରକ ଭାବେ ମାରାଥନ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ପଡ଼ିଛି । ଆଉ ବିଜେପି ହାତକୁ ଦଖଲ କରିବା ପାଇଁ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବେ…
Read More...

କଠୁଆରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି ! କହିଲେ , ମୁଁ ମୋଦି ନା କାହା ଆଗରେ ମୁଣ୍ଡ ନୁଆଁଇଛି ,ନା…

କଠୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ମୋଦି କହିଛନ୍ତି- ମୁଁ ମୋଦି, ନା ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି । ମୁଁ ମୁଫ୍ତି ଏବଂ ଅବଦୁଲା ପରିବାରକୁ କହିବାକୁ ଚାହେଁ ଯେ କଂଗ୍ରେସର ରକ୍ତ…
Read More...