ସଲମାନ ରୁଶଦିଙ୍କ ଉପରେ ଛୁରାମାଡ। ପଢନ୍ତୁ ପୂରା ଖବର …

177

କନକ ବ୍ୟୁରୋ: ଲେଖକ ସଲମାନ ରୁଶଦିଙ୍କ ଉପରେ ଛୁରାମାଡ ହୋଇଛି । ନ୍ୟୁୟର୍କରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଏକ କାର୍ଯ୍ୟକ୍ରମ ବେଳେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମଞ୍ଚ ଉପରେ ଏହି ଆକ୍ରମଣ କରାଯାଇଛି ।