ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ।

121

କନକ ବ୍ୟୁରୋ : ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟବବରାଦ ହୋଇଛି ।

-ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ
-ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା
-ମିଶନ ଶକ୍ତିରେ ଆର୍ଥିକ ସହାୟତା- ୭୭୩ କୋଟି
-ମହିଳା ଏସଏଚଜିଙ୍କ ଗୃହନିର୍ମାଣ ପାଇଁ ୧୭୬ କୋଟି
-ମୁଁ ‘ମମତା’ ଯୋଜନାରେ ୨୪୭ କୋଟି
-ଆଶିର୍ବାଦ ଅଧିନରେ ୪୩ କୋଟି ଟଙ୍କା ବ୍ୟୟବରାଦ