ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ: ସକାଳୁ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢା

1,855

କନକ ବ୍ୟୁରୋ: ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ । ସକାଳୁ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢା । ପ୍ରଥମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ସକାଳୁଆ ଚାଲିବ ସରକାରୀ ଓ ବେସରକାରୀ ସ୍କୁଲ । ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ । ଜିଲ୍ଲାପାଳ ସ୍କୁଲର ସ୍କୁଲର ସମୟ ନିର୍ଘଣ୍ଟ କରିପାରିବେ । ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ।