ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦। ମ୍ୟାଚ ଦେଖିବାକୁ ପହଞ୍ଚିଲେ ସୌରଭ ଗାଙ୍ଗୁଲି।

269

କନକ ବ୍ୟୁରୋ : ବାରବାଟୀ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିି ସାରିଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସିଧାସଳଖ ମେଫେୟାର ହୋଟେଲକୁ ଯାଇଛନ୍ତି । ସେଠାରୁ ବାଟବାଟୀ ଷ୍ଟାଡିୟମକୁ ଯିବେ ।

ଭାରତ ଦକ୍ଷିଣ ଆଫିକ୍ରା ମଧ୍ୟରେ ଆଜି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।