ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ ପରିବର୍ତନର ସଂକେତ ! ମନ୍ତ୍ରୀଙ୍କ ଇସ୍ତଫା ଦେବା ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

23

କନକ ବ୍ୟୁରୋ: ମନ୍ତ୍ରୀଙ୍କ ଇସ୍ତଫା ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ସ୍ୱେଚ୍ଛାକୃତ ଭାବେ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି । ସଂଗଠନ ପାଇଁ କାମ କରିବା ପାଇଁ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି । ଏଥିପାଇଁ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-