Browsing Category

ଦେଶ ବିଦେଶ

ବିବାଦରେ ଧର୍ମଗୁରୁ ଦଲାଇଲାମା : ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ କହିଲେ ତିବ୍ବତୀୟ ଗୁରୁ; ଟ୍ୱିଟରରେ ଏଭଳି ଆଚରଣକୁ…

କନକ ବ୍ୟୁରୋ : ବିବାଦରେ ତିବ୍ୱତୀୟ ଧର୍ମଗୁରୁ ଦଲାଇଲାମା । ଜଣେ ଶିଶୁକୁ ସ୍ନେହରେ ଚୁମ୍ବନ ଦେବା ସହ ନିଜ ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ ଦଲାଇଲାମା କହୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଟ୍ୱିଟରରେ ଜୁଷ୍ଟ ବ୍ରୁକର୍ସ ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ୍ କରିବା ପରେ ବିବାଦ ସାମ୍ନାକୁ…
Read More...

ଦିଲ୍ଲୀ, ମୁମ୍ବାଇ ସମେତ ୭ ରାଜ୍ୟରେ ବଢୁଛି ସଂକ୍ରମଣ : ଆଜିଠୁ ସାରା ଦେଶରେ ୨ ଦିନିଆ କୋଭିଡ୍ ମକଡ୍ରିଲ୍

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ସାରା ଦେଶରେ ଗୋଟିଏ ଦିନରେ ୫ ହଜାର ୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଓଡିଶା, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ବଢିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଗୋଟିଏ ଦିନରେ ୧୦୨…
Read More...

ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ୨୦୨୨ ଗଣନା ମୁତାବକ ଘୋଷଣା ହେଲା ଦେଶର ବାଘ ସଂଖ୍ୟା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବାଘ ଗଣନା ପରେ କେତେ ବାଘ ରହିଛନ୍ତି ତାହା ଘୋଷଣା କରିଛନ୍ତି । ଦେଶରେ ବାଘସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ଦେଶପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ପ୍ରତିଶତ…
Read More...

ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସର ବିଦ୍ରୋହ । ଗେହଲଟଙ୍କ ବିରୋଧରେ ଅନଶନ କରିବାକୁ ପାଇଲଟଙ୍କ ଚେତାବନୀ

କନକ ବ୍ୟୁରୋ : ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଯୁବନେତା ସଚ୍ଚିନ ପାଇଲଟ ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପାଇଲଟ ଏବେ ଗେହଲଟଙ୍କ ଉପରେ ଅଭିଯୋଗ ଆଣିଛନ୍ତି କି ଗେହଲଟ ବିଜେପି ନେତାଙ୍କୁ ରକ୍ଷା କରିବା କାମରେ ଲାଗିପଡିଛନ୍ତି…
Read More...

ପୂର୍ବ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବୟାନ । କହିଲେ, ନିଜେ ଲଢିବି ନାହିଁ ନିର୍ବାଚନ ହେଲେ ବିଜେପି ବିରୋଧରେ ଜାରି…

କନକ ବ୍ୟୁରୋ : ବିହାର, ଜମ୍ମୁ-କାଶ୍ମୀର, ଗୋଆ ଓ ଅନ୍ୟ କିଛି ରାଜ୍ୟର ରାଜ୍ୟପାଳ ଭାବେ ଦାୟୀତ୍ୱ ତୁଲାଇଥିବା ସତ୍ୟପାଲ ମଲ୍ଲିକ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଏବେ ସେ ବିଜେପିକୁ କେନ୍ଦ୍ର ଶାସନରୁ ହଟାଇବା ପାଇଁ ଅଣବିଜେପି ଦଳମାନଙ୍କ ସହ ମିଶି ବିଜେପି ବିରୋଧରେ ପ୍ରଚାର କରିବେ…
Read More...

ପୁଣି ଡରାଇଲାଣି କରୋନା ସଂକ୍ରମଣ, ଦୈନିକ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରମାନେ ବଢାଉଛନ୍ତି କଟକଣା

କନକ ବ୍ୟୁରୋ : ସାରା ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏସବୁକୁ ନଜରରେ ରଖି ଦେଶର ୩ଟି ରାଜ୍ୟ ସରକାର ଏବେ କରୋନା କଟକଣା କଡାକଡି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଚଳିତ ସପ୍ତାହରେ ଏନେଇ ଏକ ସମୀକ୍ଷା ବୈଠକ ମଧ୍ୟ କରସାରିଛନ୍ତି ।…
Read More...

ଆଜି ଆସିବ ବାଘ ଗଣନା ରିପୋର୍ଟ: ବନ୍ଦୀପୁର ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ପରିଦର୍ଶନ ସହ ବାଘ ବଂଶର ସୁରକ୍ଷା ନେଇ ଆଲୋଚନା…

କନକ ବ୍ୟୁରୋ: ଆଜି ଆସିବ ବାଘ ଗଣନା ରିପୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ସ୍ଥିତ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଇଂଟରନ୍ୟାସନାଲ ବିଗ୍ କ୍ୟାଟ୍ସ ଆଲାଏନ୍ସର ଶୁଭାରମ୍ଭ କରିବା ସହ ଦେଶର ବାଘ ଗଣନା ରିପୋର୍ଟ ଜାରି କରିବେ । ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ…
Read More...

ବିକଶିତ ଦେଶର ଖରାପ କାହାଣୀ! ଦୀର୍ଘ ୮୦ ବର୍ଷପରେ ହେଲା ପର୍ଦ୍ଦାଫାସ । ଧର୍ମ ଆଢୁଆଳରେ ପିଲାଙ୍କୁ କରାଯାଉଥିଲା ଯୌନଶୋଷଣ

କନକ ବ୍ୟୁରୋ : ଜଣେ କିମ୍ବା ଶହେ ନୁହେଁ । ପାଖାପାଖି ୬ଶହରୁ ଅଧିକ ଛୁଆ ହୋଇଛନ୍ତି ଯୌନଶୋଷଣର ଶିକାର । ତାହା ପୁଣି ପବିତ୍ର ସ୍ଥାନ କୁହାଯାଉଥିବା ଚର୍ଚ୍ଚରେ । ଦୀର୍ଘ ୮୦ ବର୍ଷ ଧରି ଚାଲିଥିଲା ଏଭଳି କଦର୍ଯ୍ୟ କାମ । କୁହାଯାଉଥିଲା ଏହା ହେଉଛି ଗଡଙ୍କ ଇଛା । ଆମେରିକା ଭଳି ବିକଶିତ ଦେଶରୁ…
Read More...

ଖାକି ପ୍ୟାଣ୍ଟ ସହ ରଙ୍ଗବେରଙ୍ଗର ସାର୍ଟ ଓ ହାତରେ ଜ୍ୟାକେଟ, ନୂଆ ରୂପରେ ଜଙ୍ଗଲ ସଫାରି କରିବାକୁ ବାହାରିଲେ…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇଛନ୍ତି ଜନତା । ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ବାନ୍ଦୀପୁରା ଓ ମୁଦୁମଲାଇ ଟାଇଗର ରିଜର୍ଭ ଗସ୍ତରେ ବାହାରିଛନ୍ତି । ଏହି ଟାଇଗର ରିଜର୍ଭ ଫରେଷ୍ଟକୁ ୫୦ ବର୍ଷ…
Read More...

ଆଧୁନିକ ଯୁଗର ଶ୍ରବଣ କୁମାର :  ପୁରୁଣା ସ୍କୁଟରରେ ମା’ଙ୍କୁ ବସାଇ ବିଶ୍ୱର ତୀର୍ଥ ଯାତ୍ରା କରାଉଛନ୍ତି…

କନକ ବ୍ୟୁରୋ: ଆପଣ ଶ୍ରବଣ କୁମାରଙ୍କ କାହାଣୀ ଜାଣିଥିବେ । ବାପା-ମାଙ୍କୁ ଯିଏ, କାନ୍ଧରେ ବୋହି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇଯାଉଥଲେ । ଆଜି ଆମେ ଆଧୁନିକ ଯୁଗର ଜଣେ ଶ୍ରବଣ କୁମାରଙ୍କ କାହାଣୀ ଆପଣଙ୍କୁ ଦେଖାଇବୁ । ଯିଏ, ୭୩ ବର୍ଷିୟ ବୃଦ୍ଧାମାଙ୍କୁ ଏକ ପୁୁରୁଣା ସ୍କୁଟରରେ ତୀର୍ଥ…
Read More...