Browsing Category

ଦେଶ ବିଦେଶ

ବଢିଲା ସରକାରଙ୍କ ରୋଜଗାର । ମାର୍ଚ୍ଚ ମାସରେ ୧୩ ପ୍ରତିଶତ ବୃଦ୍ଧି ପାଇଲା ଜିଏସଟି ଆଦାୟ

କନକ ବ୍ୟୁରୋ : ଜିଏସଟି ଆଦାୟ ନେଇ ଖୁସି ଖବର । ମାର୍ଚ୍ଚମାସରେ ଜିଏସଟି ଆଦାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ମାର୍ଚ୍ଚ ମାସରେ ମୋଟ ଜିଏସଟି ଆଦାୟ ୧.୬୦ଲକ୍ଷ କୋଟି ଟଙ୍କା ହୋଇଥିବା ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି । ଜିଏସଟି ଆଦାୟ ନେଇ ଗତ ଆର୍ଥିକ ବର୍ଷର ଶେଷମାସ ଭଲ ପ୍ରଦର୍ଶନ ରହିଛି ।…
Read More...

ସଂଘକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ପୁଣି ରୁଜୁ ହେଲା ମାନହାନୀ ମକଦ୍ଦମା । ଦୋଷୀ ସାବ୍ୟସ୍ତ ହେଲେ, ଦୁଇ ବର୍ଷ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ବିବାଦ । ମୋଦୀ ସରନେମକୁ ନେଇ ସଜ୍ଜା ହେବାପରେ ଏବେ ରାହୁଲ ଗାନ୍ଧୀଙ୍କ ନାଁରେ ପୁଣି ଏକ ମାନହାନୀ ମାମଲା ରୁଜୁ ହେଇଛି । ଏଥର ସଂଘକୁ ନେଇ ଦେଇଥିବା ଟିପ୍ପଣୀ ବିରୋଧରେ ତାଙ୍କ ନାଁରେ ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ଜାନୁଆରୀରେ ଭାରତ…
Read More...

ଜାତୀୟ ରାଜପଥରେ ଗାଡି ଚଳାଇବା ହେଲା ମହଙ୍ଗା, ଆଜି ଠାରୁ ବଢିଲା ଟୋଲ ଟ୍ୟାକ୍ସ

କନକ ବ୍ୟୁରୋ : ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିମୟ ମୁତାବକ ଏବେ ଜାତୀୟ ରାଜପଥରେ ଗାଡି ଚଳାଇବା ମହଙ୍ଗା ହୋଇଛି । ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଏବେ ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ୫ପ୍ରତିଶତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପୂର୍ବରୁ…
Read More...

ହାତ ମିଳାଇବେ ରୁଷିଆ–ଉତ୍ତର କୋରିଆ: ରୁଷକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇଦେବ ନର୍ଥକୋରିଆ 

କନକ ବ୍ୟୁରୋ: ରୁଷିଆ- ୟୁକ୍ରେନ ଭିତରେ ଯୁଦ୍ଧ ୧୩ ମାସ ଅତିକ୍ରମ କରିସାରିଲାଣି । ଯୁଦ୍ଧର ଯେତିକି ଲମ୍ବି ଲମ୍ବି ଚାଲିଛି, ରୁଷର ଅସ୍ତ୍ରଶସ୍ତ୍ର ସେହିପରି ଭାବେ କମିବାରେ ଲାଗିଛି । ଆଉ ନିଜର ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ରୁଷିଆ ଏବେ ଉତର କୋରିଆ ଉପରେ ନିର୍ଭର କରୁଛି । ଆମେରିକାର…
Read More...

ବିହାରରେ ଘାରୁଛି ହିଂସା ଭୟ । ଘର ଛାଡି ପଳାଉଛନ୍ତି ଲୋକେ

କନକ ବ୍ୟୁରୋ: ଶ୍ରୀରାମନବମୀ ଦିନ ପଥର ମାଡ ଘଟଣାକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିଯାଇଛି ସତ ହେଲେ ହେଲେ କିଛି ସ୍ଥାନରେ ହିଂସାର ଭୟ ଏବେବି ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯେକୌଣସି ସମୟରେ ହିଂସାରେ ଜୀବନ ଯିବା ଆଶଙ୍କାରେ ନିଜ ଘର ଛାଡି ପଳାଉଥିବା ଦେଖିବାକୁ…
Read More...

ଗୁଜରାଟ ଟାଇଟନ୍ସକୁ ଝଟକା: ଆଇପିଏଲର ପୂରା ସିଜିନରୁ ବାଦ ପଡିଲେ କେନ ୱିଲିୟମସନ୍

କନକ ବ୍ୟୁରୋ: ଆଇପିଏଲ ୨୦୨୩ରେ ଗୁଜରାଟ ଟାଇଟନ୍ସକୁ ଆରମ୍ଭରୁ ବଡ ଝଟକା ଲାଗିଛି । ଆଣ୍ଠୁରେ ଆଘାତ ଲାଗିବା କାରଣକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କୁ ପୂରା ସିଜିନରୁ ବାହାର ହେବାକୁ ପଡିଛି । କାଲି ଚେନ୍ନାଇ ବିପକ୍ଷ ମ୍ୟାଚରେ ବାଉଣ୍ଡ୍ରି ପାଖରେ ଏକ କ୍ୟାଚ ଧରିବାକୁ ଯାଇ ୱିଲିୟମସନ…
Read More...

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଜଣେ ମହିଳା ଦେଲେ ଉପହାର, ଘର ନଥିବା ଜାଣିବା ପରେ ରାହୁଲଙ୍କ ନାମରେ ଲେଖିଦେଲେ ୪ମହଲା…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ବି ଖାଲି କରିବାକୁ ପଡିଲା । ଏହାପରେ କଂଗ୍ରେସ ନେତାଙ୍କ ତରଫରୁ ‘ମେରା ଘର, ରାହୁଲ ଗାନ୍ଧୀ କା ଘର’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହାରି ମଧ୍ୟରେ…
Read More...

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ମାମଲା, ଗୁଜରାଟ ହାଇକୋର୍ଟର ରାୟ ପରେ ପୁଣି ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କିଛିଦିନ ହେବ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ନେଇ ମୋଦୀଙ୍କ ଉପରେ ଜୋରଦାର ଆକ୍ରମଣ କରିବାରେ ଲାଗିଛନ୍ତି । ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି…
Read More...

ସରକାରୀ ବଙ୍ଗଳା ହାତରୁ ଯିବା ପରେ କେଉଁଠି ରହିବେ ରାହୁଲ ? ଏତେବଡ ପରିବାର ପାଖରେ କାହିଁକି ନାହିଁ ନିଜର ଘର ? ସୋନିଆ…

କନକ ବ୍ୟୁରୋ : ଗାନ୍ଧୀ ପରିବାର ନାଁ କହିଲେ ସାରା ବିଶ୍ୱର ଲୋକ ଜାଣିଥାନ୍ତି । ମୋତିଲାଲ ନେହରୁ ଠାରୁ ପୁଣି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଭାରତୀୟ ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ । ସ୍ୱାଧୀନତା ସଂଗ୍ରାମ ଠାରୁ ଦେଶକୁ ଶାସନ କରିବାରେ ଗାନ୍ଧୀ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।…
Read More...

ଜମ୍ମୁ-କାଶ୍ମୀର ପରେ ପାକିସ୍ତାନରେ ଟାର୍ଗେଟ୍ କିଲିଂ । ଗୋଟିଏ ମାସରେ ଦୁଇ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପରେ ଏବେ ପାକିସ୍ତାନରେ ଟାର୍ଗେଟ୍ କିଲିଂ ଥମିବାର ନାଁ ନେଉନାହିଁ । କରାଚୀ ନଗରନିଗମର ନିର୍ଦ୍ଦେଶକ ଏବଂ ରୋଗ ବିଶେଷଜ୍ଞ ଡାକ୍ତର, ବିରବଲ ଜେନାନୀଙ୍କୁ ଏକ ଏକ୍ସପ୍ରେସ୍ ୱେ ନିକଟରେ ଗୁଳି କରି ହତ୍ୟା କରିଦିଆଯାଇଛି । ସ୍ଥାନୀୟ ମିଡିଆ ଅନୁସାରେ, ଏହି ଆକ୍ରମଣରେ…
Read More...