Browsing Category

ଦେଶ ବିଦେଶ

ଭାରତର ମହାବିନାଶକ ମିଶାଇଲ… ଶତ୍ରୁର ସବୁ ଅସ୍ତ୍ରକୁ ଆକାଶରେ କରିବ ଧ୍ୱଂସ, ତଟବର୍ତ୍ତୀ ଅଞ୍ଚଳକୁ ଦେବ ସୁରକ୍ଷା

କନକ ବ୍ୟୁରୋ: ପାକିସ୍ତାନ ହେଉ କି ଚୀନ୍ ଏବେ କାହାରି କୌଣସି ଅସ୍ତ୍ର ସାମୁଦ୍ରିକ ପଥ ଦେଇ ମଧ୍ୟ ଭାରତକୁ ଆକ୍ରମଣ କରିପାରିବେ ନାହିଁ । କାରଣ ଏଥିପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ଘାତକ ମିଶାଇଲ । ଏବେ ନୌସେନାରେ ଏପରି ବାଲାଷ୍ଟିକ୍ ମିଶାଇଲ ସାମିଲ ହୋଇଛି ଯାହା ବାୟୁମଣ୍ଡଳରେ ହିଁ…
Read More...

ସିନ୍ଦେ-ଫଡନବୀସ ସରକାର ବିରୋଧରେ ଡେଥ୍ ୱାରେଣ୍ଟ ଜାରି ହୋଇ ସାରିଛି, ଖାଲି ତାରିଖ ଘୋଷଣା ବାକି ଅଛି । କାହିଁକି ଏମିତି…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାୱତଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ରରେ ସିନ୍ଦେ-ଫଡନବୀସ ସରକାରଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇ ସାରିଛି । କେବଳ…
Read More...

ସମଲିଙ୍ଗୀ ବିବାହକୁ ବାର୍ କାଉନସିଲର ବିରୋଧ । କହିଲେ ‘ସୁପ୍ରିମକୋର୍ଟ ଏହି ମାମଲାକୁ ସଂସଦ ଉପରେ ଛାଡିଦେବା ଉଚିତ’

କନକ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମକୋର୍ଟଙ୍କ କୌଣସି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ଷ୍ଟେଟ୍ ବାର କାଉନସିଲ । ଦେଶର ସାମଜିକ, ସାଂସ୍କୃତିକ ଓ ଧାର୍ମିକ ବିବିଧତାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗକୁ ସଂସଦ ଉପରେ ଛାଡିଦିଆଯାଉ ବୋଲି…
Read More...

ସୁଦାନରେ ଉଗ୍ର ହେଉଛି ଗୃହଯୁଦ୍ଧ, ରଚୁଛି ମୃତ୍ୟୁର ତାଣ୍ଡବ : ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ଉଦ୍ୟମ

କନକ ବ୍ୟୁରୋ : ସୁଦାନରେ ଶୋଚନୀୟ ଅବସ୍ଥା । ଗୃହ ଯୁଦ୍ଧ ରଚୁଛି ମୃତ୍ୟୁର ତାଣ୍ଡବ । ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।। ତେବେ ମେଡିକାଲରେ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି…
Read More...

ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ । ୭.୩ ତୀବ୍ରତାରେ ଥରିଲା ଦେଶ ।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଏହା ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬ଟା ୧୧ ମିନିଟରେ ହୋଇଥିବା ଜଣାପଡିଛି । ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍…
Read More...

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ : ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ; ଆଜି ଅଖିଳେଶ…

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ଉଠାଇବା ଆରମ୍ଭ କରିଛନ୍ତି । ଏହିକ୍ରମରେ ଆଜି ଗୋଟିଏ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।…
Read More...

କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ‘ଉଦୟ’; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶ କୁନୋ ଜାତୀୟ ପାର୍କରେ ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତା’ର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୧୨ ଚିତା ଦକ୍ଷିଣ…
Read More...

ପୁଣି ଧାରଣା ଦେଲେ ଭାରତୀୟ ମହିଳା ରେସଲର : ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

କନକ ବ୍ୟୁରୋ : ଦିଲ୍ଲୀର ଯନ୍ତରମନ୍ତରରେ ପୁଣିଥରେ ଧାରଣାରେ ବସିଛନ୍ତି ଭାରତୀୟ ରେସଲର । ଭାରତୀୟ କୁସ୍ତି ମହାସଂଘ ବା ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ବ୍ରଜଭୂଷଣ ସିଂଙ୍କ ବିରୋଧରେ ପୁଣିଥରେ ଧାରଣା ଦେବା ସହ ପୋଲିସ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ରେସଲ । ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ୍,…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ଗସ୍ତ : ୩୬ ଘଣ୍ଟାରେ ୫ହଜାର କିମି କରିବେ ଯାତ୍ରା; ୭ସହରରେ ୮ଟି କାର୍ଯ୍ୟକ୍ରମରେ ହେବେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ମାରାଥନ ଗସ୍ତ କରୁଛନ୍ତି । ମୋଦୀ ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନେକ ବିକାଶମୂଳଳ ଯୋଜନାର ଶୁଭାରମ୍ଭ କରିବା ପାଇଁ ୭ସହରକୁ ଗସ୍ତ କରିବେ । ୩୬ ଘଣ୍ଟାର ସମୟ ମଧ୍ୟରେ ମୋଦୀ ୫ହଜାର ୩୦୦ କିଲୋମିଟର ଯାତ୍ରା କରିବେ ଏବଂ…
Read More...

ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି । ପରେ ତାଙ୍କୁ ଗିରଫ କରି ପଚରାଉଚରା…
Read More...