Browsing Category

ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ : ସିରତ କୌରମାନଙ୍କୁ ହତ୍ୟା ଧମକ ଦେଲେ ଖଲିସ୍ତାନୀ ସମର୍ଥକ

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅ ସିରତ କୌରମାନଙ୍କୁ ଆମେରିକାରେ ହତ୍ୟା ଧମକ ମିଳିଛି । ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ରହୁଥିବା ମାନଙ୍କ ଝିଅଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଛନ୍ତି । ସିରତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ମହିଳା କମିସନ…
Read More...

ପୁଅକୁ ହରାଇବା ଦୁଃଖ ସହିପାରିଲେନି ବାପା, ନିଜକୁ ଗୁଳି କରି କଲେ ଆତ୍ମହତ୍ୟା

କନକ ବ୍ୟୁରୋ: ରୋଗାକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧିନ ପୁଅର ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା । ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ନୌରେ । ଘରେ ବାପା, ପୁଅର ମର ଶରୀରକୁ ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୂଚନା…
Read More...

ଆଜି ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ : ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି; ଭାବବିହ୍ୱଳ ହେଲେ ପତ୍ନୀ ନବଜୋତ…

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ । ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏକ ରୋଡ୍‌ ରେଜ୍‌ ଘଟଣାରେ ଗତବର୍ଷ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ । ସିଦ୍ଧୁ ଆଜି ପଟିଆଲା…
Read More...

ବିହାରରେ ବ୍ୟାପକ ହିଂସା: ପଥର ମାଡ ସହ ଘର, ଗାଡି ଜାଳିଦେଲେ ଉପଦ୍ରବକାରୀ; ପୁଲିସ କର୍ମୀ, ସାମ୍ବାଦିକ ଆହତ, ୧୪୪ ଧାରା…

କନକ ବ୍ୟୁରୋ: ବିହାରର ସାସାରାମ ଅଞ୍ଚଳରେ ହିଂସା ଉଗ୍ର ରୂପ ନେଇଛି । ରାମନବମୀଠାରୁ ଆରମ୍ଭ ହୋଇଥିବା ପଥରମାଡ ଘଟଣା ଏବେ ଅଣାୟତ୍ତ ହୋଇଛି । ପୁରା ଇଲାକାରେ ଗତ ରାତିରେ ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ ହେବା ଯୋଗୁଁ ଗାଡି ଓ ମିଡ ଟାଉନରେ ଅନେକ ଘରେ ନିଆଁ ଲଗାଇଦେଇଛନ୍ତି । ଫଳରେ ସ୍ଥାନୀୟ…
Read More...

ଆସାମର ନୟନଜ୍ୟୋତି ସୈକିୟା ହେଲେ ‘ମାଷ୍ଟରଶେଫ୍ ଇଣ୍ଡିଆ’ର ବିଜେତା, ଟ୍ରଫି ସହ ମିଳିଲା ୨୫ ଲକ୍ଷ

କନକ ବ୍ୟୁରୋ: ସବୁଠୁ ବଡ ଓ ଲୋକପ୍ରିୟ କୁକିଙ୍ଗ ରିୟାଲିଟି ଶୋ’ ‘ମାଷ୍ଟରଶେଫ୍ ଇଣ୍ଡିଆ-୭’କୁ ମିଳଯାଇଛିି ବିଜେତା । ଚଳିତ ସିଜିନର ମାଷ୍ଟରଶେଫର ବିଜେତା ହୋଇଛନ୍ତି ଆସାମରନୟନଜ୍ୟୋତି ସୈକିୟା । ନୟନଜ୍ୟୋତି ଶୋ’ରେ ନିଜର ଦମଦାର କୁକିଙ୍ଗ ଦକ୍ଷତା ସହ ନିଜର ନିଷ୍ଠାକୁ ପ୍ରମାଣିତ କରିପାରିଛନ୍ତି…
Read More...

ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଦମଦାର ବିଜୟ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ହରାଇଲା…

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଜବଦରସ୍ତ ବିଜୟ । ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ…
Read More...

ଆଜିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ, ବଢିବ ପକେଟ୍ ଖର୍ଚ୍ଚ : ଟିକସ, ସୁନାଗହଣା ବିକ୍ରି ସମେତ ଏକାଧିକ କ୍ଷେତ୍ରରେ…

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ମଧ୍ୟରେ ରହିଛି ନୂଆ ଆୟକର ନିୟମ । ଏହାସହ ସୁନା ହଲମାର୍କ ଓ ଏଲପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ…
Read More...

ମହାକାଶରେ ଠାବ ହେଲା ସବୁଠୁ ବଡ ଗ୍ରହ । ଯେଉଁଠି ମାତ୍ର ୭.୨୫ ଦିନରେ ହୁଏ ଗୋଟିଏ ବର୍ଷ । ଆକାରରେ ବୃହସ୍ପତିଠୁ ବି ବଡ,…

କନକ ବ୍ୟୁରୋ: ମହାକାଶରେ ଠାବ ହେଲା ସବୁଠୁ ବଡ ଗ୍ରହ । ସୌରମଣ୍ଡଳ ବାହାରେ ଏମିତି ଏକ ଗ୍ରହର ସନ୍ଧାନ ମିଳିଛି, ଯାହା ଆମ ସୌରମଣ୍ଡଳରେ ଥିବା ସବୁଠୁ ବଡ ଗ୍ରହ ବୃହସ୍ପତିଠାରୁ ବି ଅଧିକ ବଡ । ଓଜନର ତୁଳନାରେ ଏହାର ଓଜନ ବୃହସ୍ପତିଠାରୁ ୧୩ ଗୁଣ ଅଧିକ ଭାରି ହୋଇଥିବାବେଳେ, ଏହାର ନାମ ରହିଛି…
Read More...

୩୬ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ । ମନ୍ଦିର ପ୍ରଶାସନ ବିରୋଧରେ ରୁଜୁ ହେଲା ମାମଲା

କନକ ବ୍ୟୁରୋ : ପବିତ୍ର ରାମନବମୀରେ ମଧ୍ୟପ୍ରଦେଶ ଇନ୍ଦୋରରେ ମନ୍ଦିର ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରୁ ଅଧିକ ଛୁଇଁଲାଣି । ମନ୍ଦିର ଭୁଷୁଡ଼ି ପଡ଼ିବାରୁ କୂଅରେ ଖସିପଡ଼ି ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକେ…
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ ଚାଲିବ ଅପରାଧିକ ମାମଲା । ପର୍ଣ୍ଣଷ୍ଟାରଙ୍କ ସହ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ ଝଟକା । କାରଣ ଟ୍ରମ୍ପଙ୍କ ଉପରେ ଏଣିକି ଚାଲିବ ଅପରାଧିକ ମାମଲା । ୨୦୧୬ ନିର୍ବାଚନ ପ୍ରଚାର ସମୟରେ ଜଣେ ପର୍ଣ୍ଣ ଷ୍ଟାରଙ୍କ ସହ ଟ୍ରମ୍ପଙ୍କ ଅନୈତିକ ସମ୍ପର୍କ…
Read More...