Browsing Category

ଦେଶ ବିଦେଶ

କୋର୍ଟ ବାହାରୁ ଇମ୍ରାନ ଖାନଙ୍କୁ ଗିରଫ: ଯାଇଥିଲେ ଜାମିନ ପାଇଁ, କିନ୍ତୁ ହେଲେ ଗିରଫ

କନକ ବ୍ୟୁରୋ: ମଙ୍ଗଳବାର ଏକ ମାମଲାର ଶୁଣାଣୀ ପାଇଁ ଇସଲାମାବାଦ ହାଇକୋର୍ଟରେ ପହଁଚିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କୋର୍ଟ ଭିତରକୁ ଯିବା ପାଇଁ ଇମ୍ରାନ ଯେତେବେଳେ ବାୟୋମେଟ୍ରିକ୍ସରେ ଏଟ୍ରିଂ କରୁଥିଲେ ଠିକ ସେତିକି ବେଳେ ସେଠି ପହଁଚିଥିଲା ପାକିସ୍ତାନ ରେଂଜର୍ରସ…
Read More...

ପାକିସ୍ତାନରେ ହଟଚମଟ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ । ଜୋର ଜବରଦସ୍ତ ଉଠାଇ ନେଲା ଅର୍ଦ୍ଧ ସାମରିକ…

କନକ ବ୍ୟୁରୋ: ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇନସାଫର ମୁଖିଆ ଇମ୍ରାନ ଖାନ୍ । ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫବେଳେ କୋର୍ଟ ପରିସରରେ…
Read More...

କୁନୋ ଜାତୀୟ ଉଦ୍ୟାନରେ ଆଖିବୁଜିଲା ଆଉ ଏକ ଚିତା । ଏଯାଏଁ ଗଲାଣି ୩ ଚିତାଙ୍କ ଜୀବନ

କନକ ବ୍ୟୁରୋ : ଭାରତରେ ଚିତାବାଘ ବିଲୁପ୍ତ ହୋଇଯାଇଥିଲେ । ‌ତେଣୁ ଭାରତରେ ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା…
Read More...

ସଂପର୍କର ସେତୁରେ ଯୋଡି ହୋଇଯାଇଛନ୍ତି ଜୀ ସାର୍ଥକ ଓ ଦର୍ଶକ, ଏବେ ଓଡିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ ତାଲିକାରେ ଜୀ…

କନକ ବ୍ୟୁରୋ : ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ । ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ । ଜୀ ସାର୍ଥକ, ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ…
Read More...

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କଲା ପାକ୍…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି । ଏହି…
Read More...

ପାକିସ୍ତାନରେ ହୋଇନପାରେ ଏସିଆ କପ୍ ! ଭାରତ ଦେଲା ବଡ ଝଟକା, ଜାଣନ୍ତୁ ଏସିଆ କପ୍ ଆୟୋଜନ ରେସରେ କିଏ ଆଗରେ?

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିବ ବଡ ଝଟକା । କାରଣ ପାକିସ୍ତାନରେ ଖେଳାଯିବନି ଏସିଆ କପ୍ । ପାକିସ୍ତାନ ବଦଳରେ ଅନ୍ୟ କୌଣସି ଦେଶରେ ଏସିଆ କପ୍ ଖେଳାଯିବା ନେଇ ବିଚାର ଚାଲିଛି । ପୂର୍ବରୁ ପାକିସ୍ତାନରେ ଏସିଆ କପ୍ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ…
Read More...

ପୋଲ ତଳକୁ ବସ ଖସିବା ଘଟଣା : ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨ କୁ ବୃଦ୍ଧି । ୨୦ରୁ ଅଧିକ ଲୋକ ଆହତ ଥିବା ବେଳେ ସେମାନଙ୍କୁ ମେଡକାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶ ଖାର୍ଗୋନ ଅଞ୍ଚଳରେ ଆଜି ସକାଳେ ବସଟି ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ବସଟି ପ୍ରାୟ ୩୦…
Read More...

ଡିଜେଲ ଚାଳିତ ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ, ପ୍ରତିବନ୍ଧକ ଲଗାଇବାକୁ ସରକାରୀ ପ୍ୟାନେଲ ଦେଲା ସରକାରଙ୍କୁ…

କନକ ବ୍ୟୁରୋ : ୨୦୨୭ ମଧ୍ୟରେ ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡିଗୁଡକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି । ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଫୋକସ କରିବା ଆବଶ୍ୟକ । ଏନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ ପ୍ୟାନେଲ ସରକାରଙ୍କୁ…
Read More...

ଅଶୋକ ଗେହଲଟଙ୍କ ଉପରେ ପୁଣି ବର୍ଷିଲେ ସଚିନ ପାଇଲଟ, ସୋନିଆ ଗାନ୍ଧୀ ଓ ବସୁନ୍ଧରାରାଜେଙ୍କ ନେଇ ଦେଲେ ଏଭଳି ବୟାନ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିରୋଧୀ ନୁହେଁ ବରଂ ଶାସକ କଂଗ୍ରେସ ମଧ୍ୟରେ ଫାଟ ସେତେ ବୃଦ୍ଧି ପାଇବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବୟାନବାଜୀ ଚରମ ସୀମାରେ ପହଂଚିଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ…
Read More...

ଜାରି ରହିଛି ଛଟେଇ, ଏବେ‘ଲିଙ୍କଡଇନ୍’ କମ୍ପାନୀ ଏତେ କର୍ମଚାରୀ ଛଟେଇ କରିବାକୁ କଲା ଘୋଷଣା

କନକ ବ୍ୟୁରୋ : ସାରା ବିଶ୍ୱରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏହା ବିଶେଷ ଭାବେ ଆଇଟି କମ୍ପାନୀମାନଙ୍କ ଉପରେ ପ୍ରଭାବ ପକାଇଛି । କିଛିଦିନ ପୂର୍ବରୁ ଗୁଗୁଲ, ମେଟା, ଅମାଜନ, ଟ୍ୱିଟର ଭଳି କମ୍ପାନୀମାନେ କର୍ମଚାରୀ…
Read More...