Browsing Category

ଦେଶ ବିଦେଶ

ପେଟ୍ରୋଲ ପମ୍ପରେ ମାଗଣାରେ ମିଳିଥାଏ ଏସବୁ ସୁବିଧା, ଜାଣନ୍ତୁ ଓ ନିଜର ଅଧିକାର ଜାହିର କରନ୍ତୁ

କନକ ବ୍ୟୁରୋ : ସାଧାରଣ ଲୋକଙ୍କର ଧାରଣାରେ ପେଟ୍ରୋଲ ପମ୍ପରେ କେବଳ ପେଟ୍ରୋଲ, ଡିଜେଲ ଓ ମୋବିଲ ମିଳିଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେଟ୍ରୋଲ ପମ୍ପ ମାଲିକମାନେ ତୈଳ କମ୍ପାନୀମାନଙ୍କ ସହ ଚୁକ୍ତି କରିବା ବେଳେ କେବଳ ତୈଳ ନୁହେଁ ଅନେକ ଗୁଡିଏ ସୁବିଧା ଲୋକଙ୍କୁ ଯୋଗାଇ ଦେବାକୁ…
Read More...

୧୫ ଦିନ ଧରି ଧାରଣାରେ କୁସ୍ତିଯୋଦ୍ଧା, ନ୍ୟାୟ ଉପରେ ଭାରି ପଡୁଛି ରାଜନୀତି ଆଖଡା !

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ପରେ ଦିଲ୍ଲୀର ଜନ୍ତର ମନ୍ତ୍ରରେ ଆନେ୍ଧାଳନ କରୁଛନ୍ତି ଦେଶକୁ ଗର୍ବିତ କରିଥିବା କୁସ୍ତିଯୋଦ୍ଧାମାନେ । ସେମାନଙ୍କ ଆନ୍ଦୋଳନ ପଛରେ ରହିଛି ନିର୍ଯ୍ୟାତନାର ଅଭିଯୋଗ । ଏ ଅଭିଯୋଗ ସେମାନେ ଆଣିଛନ୍ତି ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ତଥା ବିଜେପି ନେତା ବ୍ରିଜଭୂଷଣ…
Read More...

ଜେଟ୍ ଏୟାରୱେଜ୍ ମାଲିକଙ୍କ ଘରେ ଓ କାର୍ଯ୍ୟାଳୟରେ ସିବିଆଇ ଚଢଉ । ୫୩୮ କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତିର କରୁଛି ଯାଞ୍ଚ

କନକ ବ୍ୟୁରୋ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ମୁମ୍ବାଇ ସ୍ଥିତ ଅଫିସ ଓ ଘରେ ଚଢଉ କରିଛି ସିବିଆଇ । କାନାରା ବ୍ୟାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ୫୩୮ କୋଟି ଟଙ୍କାର ଦୁର୍ନୀତି ମାମଲାର ତଦନ୍ତ କରୁଛି ସିବଆଇ । ସିବିଆଇ ଅଧିକାରୀଙ୍କ କହିବା…
Read More...

ଆଜି ବିଶ୍ୱ ହାସ୍ୟ ଦିବସ: ପ୍ରତିଯୋଗୀତାମୂଳକ ସମାଜରେ ହସିବା ଭୁଲି ଯାଉଛି ଯୁବ ସମାଜ

କନକ ବ୍ୟୁରୋ: ଆଜି ବିଶ୍ୱ ହାସ୍ୟ ଦିବସ । ହେଲେ ଆଜିକାର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଖୋଲା ହସ ଟିକେ ହସିବାକୁ ଯେପରି ଭୁଲିଗଲୁଣି । ହେଲେ ଏହାକୁ ସ୍ମରଣ କରାଇଦେବାକୁ ପ୍ରତି ବର୍ଷ ମେ ମାଦର ପ୍ରଥମ ରବିବାରରେ ଏହି ଦିବସକୁ ପାଳନ କରାଯାଉଛିଏବଂ ୁଭୟ ମନ ଓ ଶରୀର ସୁସ୍ଥ ରଖିବା ପାଇଁ ହସିବାକୁ…
Read More...

ସପିଙ୍ଗମଲରେ ଭୀଷଣ ଗୁଳିକାଣ୍ଡ । ୯ ମୃତ, ୭ ଗୁରୁତର । ପୁଲିସ ଏନକାଉଣ୍ଟରରେ ସୁଟର ମୃତ

କନକ ବ୍ୟୁରୋ: ଗୁଳିକାଣ୍ଡରେ ପୁଣି ଥରିଲା ଆମେରିକାର ଟେକ୍ସାସ୍ ସହର । ଏଠିକାର ଏକ ବଡ ସପିଙ୍ଗ ମଲରେ ଜଣେ ଦୁର୍ବୃତ୍ତ ପଶି ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେେ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାର ଖବର ପାଇଁ ପୁଲିସ ସେଠାରେ ତୁରନ୍ତ…
Read More...

କନ୍ୟା ମଥାରେ ସିନ୍ଦୁର ଦେବା ପରେ ବେଦୀ ଉପରେ ଟଳିପଡିଲା ବର । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କିପରି ଆସିବ ତାହା ତ କେହି କହିପାରିବେ ନାହିଁ । ହେଲେ ଏ ମୃତ୍ୟୁ ବେଳେ ବେଳେ ଏପରି ଭାବେ ଆସେ ଯାହା କେହି ସ୍ୱପ୍ନରେ ବି ଧାରଣା କରିପାରିନଥାଏ । ଯାହା ଶୁଣିଲେ ବି ଲୋମ ଟାଙ୍କୁରୀ ଉଠେ । ଏଭଳି ଏକ ମୃତ୍ୟୁ ଘଟିଛି ବିହାର ଭାଗଲପୁରରେ । ବେଦୀରେ ବିବାହ…
Read More...

ବିବାଦ ଭିତରେ ବଡ଼ ପରଦାରେ ଫିଲ୍ମ ‘କେରଳ ଷ୍ଟୋରୀ’, ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ବହୁ ବାଦବିବାଦ ପରେ ମେ ୫ରେ ରିଲିଜ ହୋଇଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଲାଗି ରହିଛି । ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ‘ଦ…
Read More...

ଭାରତ ବିରୋଧୀ ଖଲିସ୍ତାନୀ ଆନ୍ଦୋଳନକୁ ବଡ଼ ଝଟକା, ଖଲିସ୍ତାନୀ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଞ୍ଜୱାର ମୃତ

କନକ ବ୍ୟୁରୋ : ପାକିସ୍ତାନରେ ମଲା ଖଲିସ୍ତାନୀ ଆତଙ୍କବାଦୀ । ଭାରତର ମୋଷ୍ଟ ୱାଂଟେଡ଼ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଂଜୱାରକୁ ଗୁଳିକରି ହତ୍ୟା । ପାକିସ୍ତାନର ଲାହୋରସ୍ଥିତ ଜୋହର ଟାଉନ ଠାରେ ଦୁଇ ଅଜ୍ଞାତ ବ୍ୟକ୍ତି ପରମଜିତଙ୍କୁ ଗୁଳି କରିଛନ୍ତି । ବାଇକରେ ଆସିଥିବା…
Read More...

ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି…

କନକ ବ୍ୟୁରୋ : ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି ତିରୁମାଲା ନାମରେ ତିଆରି ହୋଇଥିବା ସମସ୍ତ ୪୧ ଟି ନକଲି ୱେବସାଇଟକୁ ବନ୍ଦ କରାଯାଇଛି । ତେବେ ଏହି ୱେବସାଇଟ ପେଜ୍ ଗୁଡ଼ିକ ପରସ୍ପର ସହ ମେଳ…
Read More...

ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ

କନକ ବ୍ୟୁରୋ : ଯୁଦ୍ଧଭୂମିର ଯୁଦ୍ଧ ଏବେ ଅନ୍ତର୍ଜାତୀୟ ମଂଚରେ ପହଂଚିଛି । ୟୁକ୍ରେନ ମୁଥରେ ରୁଷ୍ ଘାଇଲା । ତୁର୍କୀରେ ଚାଲିଥିଲା ଶିଖର ସମ୍ମଳନୀରେ ମୁହାଁମୁହିଁ ହୋଇଛନ୍ତି ୟୁକ୍ରେନ ସାଂସଦ ଓ ରୁଷ ଅଧିକାରୀ । ଏହି ଭିଡିଓ ଉପରେ ନଜର ପକାନ୍ତୁ । ତୁର୍କୀ ରାଜଧାନୀ ଅଙ୍କାରାରେ ଚାଲିଥିବା…
Read More...