Browsing Category

ଦେଶ ବିଦେଶ

ରାଜସ୍ଥାନରେ ସେନାର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ: ଘର ଉପରକୁ ଖସିପଡିଲା ‘ମିଗ୍ -୨୧’

କନକ ବ୍ୟୁରୋ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଲଢୁଆ ବିମାନ । ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ । ରାଜସ୍ଥାନର ହନୁମାନଗଡରେ ଏଭଳି ଦୂର୍ଘଟଣା ଘଟିଛି । ତେବେ ଦୁଇଜଣ ପାଇଲଟ ଜଣଙ୍କ ଜୀବନ ବଂଚିଯାଇଥିବାବେଳେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସୋମବାର ସକାଳ…
Read More...

ସରିଲା କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର: ହେଭିୱେଟ ନେତା କଲେ ଜୋରଦାର କ୍ୟାମ୍ପେନ

କନକ ବ୍ୟୁରୋ: କର୍ଣ୍ଣାଟକ ପାଇଁ ଶେଷ ହୋଇଛି ପ୍ରଚାର । ଶେଷ ଦିନର ପ୍ରଚାର ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ ଧୂଆଁଧାର ପ୍ରଚାର କରିଛନ୍ତି । ସବୁଦଳ ନିଜ ନିଜର ହେଭିୱେଟ ନେତାଙ୍କୁ ମଇଦାନକୁ ଆଣି ପ୍ରଚାର କରିଥିବାବେଳେ ଶେଷ ଦିନ ମଧ୍ୟ ଜୋରଦାର କ୍ୟାମ୍ପେନ କରିଛନ୍ତି । ବିଜେପି…
Read More...

ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବଢୁଛି ବିବାଦ । ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ମମତା ସରକାର ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ଫିଲ୍ମ ଚାଲିବା ଦ୍ୱାରା ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଥିବାରୁ, ଏପରି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି ।…
Read More...

କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ କିଶାନ୍ । ଷ୍ଟାଣ୍ଡବାଏ ଖେଳାଳିରେ ରହିଲେ ସୂର୍ଯ୍ୟକୁମାର, ମୁକେଶ ଏବଂ ଋତୁରାଜ…

କନକ ବ୍ୟୁରୋ: ବଦଳିଲା ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳ । ଆହତ କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ୍ କିଶାନ୍ । ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଇପିଏଲରେ ବାଙ୍ଗଲୋର-ଲକ୍ଷ୍ନୌ ମ୍ୟାଚ୍ ବେଳେ ଗୋଟିଏ ଚୌକାକୁ…
Read More...

ସୁପ୍ରିୟା ସୁଲେଙ୍କୁ ମିଳିବ କି ଏନସିପିର ଅଧ୍ୟକ୍ଷ ପଦ? ଜାଣନ୍ତୁ କଣ ଉତ୍ତର ଦେଲେ ଶରଦ ପାୱାର?

କନକ ବ୍ୟୁରୋ : ଏନସିପିର ଅଧ୍ୟକ୍ଷ ଭାବେ ପୁଣି ଦାୟିତ୍ୱ ଗ୍ରହଣ କରିଛନ୍ତି ଶରଦ ପାୱାର । ତେବେ ଆଗାମୀ ଦିନରେ ଏନସିପିର ଅଧ୍ୟକ୍ଷ ଭାବେ କିଏ ଦାୟିତ୍ୱ ଗ୍ରହଣ କରିବେ ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ । ଅଜିତ ପାୱାର ନା ସୁପ୍ରିୟା ସୁଲେ । କାହାକୁ ନିଜର ଉତ୍ତରାଧିକାରୀ ଘୋଷିତ କରିବେ ଶରଦ…
Read More...

ମଣିପୁର ହିଂସା ଭିତରେ ରାଜ୍ୟ ଛାଡୁଛନ୍ତି ଲୋକେ: ୨୫ ହଜାର ଟଙ୍କାରେ ବିକ୍ରି ହେଉଛି ୨୫ ଶହ ଟଙ୍କାର ବିମାନ ଟିକେଟ

କନକ ବ୍ୟୁରୋ: ହିଂସାପ୍ରବଣ ମଣିପୁରରୁ ତୁରନ୍ତ ପଳାଇଯିବାକୁ ‌ଶହ ଶହ ଜନତା ତତ୍ପରତା ପ୍ରକାଶ କରିଥିବାରୁ ଇଣ୍ଡିଗୋ ଏବଂ ଏୟାର୍‌ଏସିଆ ସମେତ କେତେଗୁଡ଼ିଏ ଏୟାରଲାଇନ୍‌ ସେମାନଙ୍କର ବିମାନଯାତ୍ରା ବାବଦ ଶୁଳ୍କ ବୃଦ୍ଧି କରିଛନ୍ତି । ହଠାତ୍‌ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ…
Read More...

ବିଜେପି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା । ଅଭିଯୁକ୍ତଙ୍କୁ ଗିରଫ ପରେ ଶବ ସଂସ୍କାର କରିବାକୁ ପରିବାର ଲୋକଙ୍କ…

କନକ ବ୍ୟୁରୋ: ଗୁଜୁରାଟରେ ଦିନ ଦ୍ୱିପହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲ ଆଜି ଭୋର ସମୟରେ ପତ୍ନୀଙ୍କ ସହ ମନ୍ଦିର ଯାଉଥିବାବେଳେ ବାଇକରେ ୪ଜଣ ଅଜଣା ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ମାଡ କରିଥିଲେ । ଫଳରେ…
Read More...

୬୦ ବର୍ଷରେ ୪୦୦ ଦୁର୍ଘଟଣା, ୨୦୦ ଯବାନ୍ ସହିଦ୍ ,୬୦ ନାଗରିକଙ୍କ ମୃତ୍ୟୁ, ଏବେ ପୁଣିଥରେ ରାଜସ୍ଥାନରେ କାଳ ହେଲା…

କନକ ବ୍ୟୁରୋ: ବାୟୁ ସେନା ପାଇଁ କାଳ ହୋଇଛି ଲଢୁଆ ବିମାନ MIG-21 । ୧୯୬୦ ଦଶକରେ ବାୟୁସେନାରେ ସାମିଲ ହୋଇଥିବା ଏହି ବିମାନ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ହେଲେ ବାରମ୍ବାର ଦୁର୍ଘଟଣାର ଶିକାର ହେବା ପରେ ଏହାର ଅସ୍ତିତ୍ୱକୁ ନେଇ ଏବେ…
Read More...

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ଚାଷୀ ନେତା : ପୋଲିସ ବାରିକେଡ୍ ଭାଙ୍ଗି ପ୍ରଦରର୍ଶନୀ ସ୍ଥଳରେ ପହଁଚିଲେ…

କନକ ବ୍ୟୁରୋ : ବ୍ୟାରିକେଟ ଭାଙ୍ଗିଲେ କୃଷକ । କୃସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ଜନ୍ତରମନ୍ତରରେ ପହଂଚିଛନ୍ତି କୃଷକ । ଆଉ ପୁଲିସ୍ ବ୍ୟାରିକେଟ ଭାଙ୍ଗି ଧାରଣା ସ୍ଥଳରେ ପହଂଚିଛନ୍ତି । କୃଷକ ନେତା ରାକେଶ ଟିକାୟତ, ବଳଦେବ ସିଂ ସିର୍ଶା କୃସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ…
Read More...

କର୍ଣ୍ଣାଟକରେ ଶେଷ ପର୍ଯ୍ୟାୟ ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଜମୁଛି କର୍ଣ୍ଣାଟକ ବିଧାନସଭା ପ୍ରଚାର । ଆଜି ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକୀ…
Read More...