Browsing Category

ଦେଶ ବିଦେଶ

ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ : ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା ; ଗତକାଲି ସହିଦ…

କନକ ବ୍ୟୁରୋ : ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ ଜମ୍ମୁ ଯାଇ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ରଜୌରୀ ଓ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ…
Read More...

ଦୋହାରେ କମାଲ କଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା । ବିଶ୍ୱ ଚାମ୍ପିୟନଙ୍କୁ ହରାଇ ଜିତିଲେ ଡାଇମଣ୍ଡ ଲିଗ୍

କନକ ବ୍ୟୁରୋ:ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ ମିଟର ଦୂରତା ଫିଙ୍ଗି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ…
Read More...

ସେନା ଦାୟିତ୍ୱ ନେବା ପରେ ମଣିପୁରରେ ଫେରିଛି ଶାନ୍ତି । ହିଂସାଗ୍ରସ୍ତ ଅଞ୍ଚଳରୁ ୧୩,୦୦୦ ଲୋକଙ୍କୁ ଉଦ୍ଧାର କଲେ ଯବାନ ।

କନକ ବ୍ୟୁରୋ: ମଣିପୁରରେ ଆଦିବାସୀଙ୍କ ଆନ୍ଦୋଳନ ପାଇଁ ସୃଷ୍ଟି ହୋଇଥିବା ହିଂସା ଏବେ ଥମିଛି । ରାଜ୍ୟକୁ ଫେରିଛି ଶାନ୍ତି । ଯେଉଁ ୮ଟି ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଥିଲା ସେଠାରେ ଶାନ୍ତି ପୁଣି ଫେରିଛି । ଅନେକ କ୍ଷୟକ୍ଷତି ପରେ ଉଭୟ ସେନା, ବାୟୁସେନା ଓ ଆସାମ ରାଇଫଲ୍ସକୁ ମୁତୟନ…
Read More...

ରଜୌରୀରେ ସେନା-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି : ଗତକାଲି ସହିଦ ହୋଇଥିଲେ ୫ ବୀର ଯବାନ

କନକ ବ୍ୟୁରୋ : ରଜୌରୀର କଣ୍ଡି ଜଙ୍ଗଲରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଏଠାରେ ଏବେବି ଲୁଚି ରହିଛନ୍ତି ଆତଙ୍କବାଦୀ । ହେଲିକପ୍ଟର ଜରିଆରେ ସ୍ଥାନୀୟ ଅଂଚଳ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି । ଭାରତୀୟ ସେନା ଓ…
Read More...

ଗମ୍ଭୀର ଓ କୋହଲିଙ୍କ ବିବାଦକୁ ନେଇ ସୁନୀଲ ଗାଭାସ୍କରଙ୍କ ବଡ ବୟାନ : ବିଶୃଙ୍କଳିତ ଆଚରଣ ପାଇଁ ମାଚ୍ ଫି କାଟିବା…

କନକ ବ୍ୟୁରୋ : ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର । ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କେବଳ ମ୍ୟାଚ୍ ଫି ନକାଟି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗାଭାସ୍କର । ମୋଟା ଅଙ୍କର ଜୋରିମାନା ପରିବର୍ତେ…
Read More...

ଆଇପିଏଲ୍‌ : ରାଜସ୍ଥାନକୁ ହରାଇ ପ୍ଲେ ଅଫ୍ ନିଟକତର ଗୁଜରାଟ

କନକ ବ୍ୟୁରୋ : ଚାମ୍ପିୟନ ଲକ୍ଷ୍ୟରେ ଗତଥରର ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସ । ଗତାକଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି ଗୁଜରାଟ । ହାର୍ଦ୍ଦିକ ପଣ୍ଡ୍ୟାାଙ୍କ ଅଲରାଉଣ୍ଡ ପଦର୍ଶନ ଏବଂ ରସିଦ ଖାନଙ୍କ ଘାତକ ବୋଲି ଯୋଗୁଁ ମ୍ୟାଚକୁ ସହଜରେ ଜିତିନେଇଛି…
Read More...

ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ : ଭାରତରୁ ଯୋଗ ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

କନକ ବ୍ୟୁରୋ : ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ହେବ ରାଜ୍ୟାଭିଷେକ । ଏଥିପାଇଁ ଲଣ୍ଡନ ଓ ବ୍ରିଟେନରେ ତିନି ଦିନିଆ ଉତ୍ସବ ପାଳନ ହେବ । ୮ ତାରିଖରେ ଏହି ସମାରୋହ ଶେଷ ହେବ । ୭୦ ବର୍ଷ ପରେ ହେବ ରାଜ୍ୟାଭିଷେକ । ଶେଷ ଥର ପାଇଁ ୧୯୫୩ ହୋଇଥିବା ରାଜ୍ୟାଭିଷେକ । ଏହା ପାଇଁ ୧ ହଜାର…
Read More...

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାହାରିନ୍ ଗସ୍ତ । ୩.୫ ଲକ୍ଷ ଭାରତୀୟ ଲୋକଙ୍କ ସହ କଲେ ଯୋଗାଯୋଗ ।

କନକ ବ୍ୟୁରୋ: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ତାଙ୍କର ଦୁଇ ଦିନିଆ ବାହାରିନ୍ ଗସ୍ତରେ ଯାଇ ୩.୫ ଲକ୍ଷ ଭାରତୀୟ ଲୋକ ଏବଂ ବାହାରିନ୍ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆକୁ ନେଇ ଗଠିତ ଭାରତୀୟ ଡ଼ିଆପୋରା ସହିତ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ସେଠାକାର ବୈଦେଶିକ ବ୍ୟାପାର ମନ୍ତ୍ରୀ…
Read More...

ବିବାଦ ଭିତରେ ବଡ଼ ପରଦାକୁ ଆସିଲା ଚର୍ଚ୍ଚିତ ବଲିଉଡ ଫିଲ୍ମ ଦ କେରଳ ଷ୍ଟୋରୀ । ବିବାଦୀୟ ଫିଲ୍ମ ଦେଖିବାକୁ ହଲରେ ଲାଗିଲା…

କନକ ବ୍ୟୁରୋ : ଟ୍ରେଲର ରିଲିଜ ପରଠୁ ବିବାଦ ଭିତରେ ରହିଥିବା ଫିଲ୍ମ ଦ କେରଳ ଷ୍ଟୋରୀ ଶେଷରେ ରିଲିଜ ହୋଇଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ, ବାଧା ଓ ବିବାଦକୁ ଅତିକ୍ରମ କରି ବଡ ପରଦାରେ ରିଲିଜ ହୋଇଛି ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ସିନେମା । ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ…
Read More...

ଏଣିକି ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ । ବୈଜ୍ଞାନିକମାନଙ୍କ ଦାବି ,ଭାବନାର ୮୨ % ପର୍ଯ୍ୟନ୍ତ ସଠିକ ଆକଳନ…

କନକ ବ୍ୟୁରୋ : ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା । ବୈଜ୍ଞାନିକମାନେ ଏମିତି ଏକ ଏଆଇ ମଡେଲ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷ ଭାବୁଥିବା କଥାକୁ ଗ୍ରହଣ କରି ଲିଖିତ ଆକାରରେ ଚାର୍ଟ ଜିପିଟି ପରି ପ୍ରକାଶ କରିପାରିବ । ବୈଜ୍ଞାନିକମାନେ ଦାବି କରୁଛନ୍ତି ମଣିଷ…
Read More...