Browsing Category

ଦେଶ ବିଦେଶ

କ୍ରିମିନାଲଙ୍କର ବଢାଉଥିଲେ ହାର୍ଟବିଟ୍, ଏବେ ହାର୍ଟ ଆଟାକର ଶିକାର ହୋଇଗଲେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ IPS ଅଜୟ ପାଲ୍…

କନକ ବ୍ୟୁରୋ: ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ଆଇପିଏସ୍ ଅଜୟ ପାଲ୍ ଶର୍ମାଙ୍କୁ ହୃଦଘାତ । ଲକ୍ଷେ୍ନø ମେଦାନ୍ତ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଇପିଏସ୍ ଅଜୟ ପାଲ୍ ଶର୍ମା ଏବେ ‘ଡାଏଲ- ୧୧୨’ ର ଏସପି ଭାବେ କାର୍ଯ୍ୟରତ । ମେଦାନ୍ତ ହସ୍ପିଟାଲର ମିଡିଆ ପ୍ରଭାରୀ ଡାକ୍ତର…
Read More...

ଗୁଜରାଟ ପାଇଁ ଆପ୍ ଘୋଷଣା କଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଜାଣନ୍ତୁ କାହା ଉପରେ କେଜ୍ରିୱାଲ କଲେ ଭରସା

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ  ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜରାଟ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କେଜ୍ରିୱାଲ ଏନେଇ ଇସୁଦାନ ଗଡବୀଙ୍କ ନାମ ଘୋଷଣା କରିଛନ୍ତି । କେଜ୍ରିୱାଲ ଅକ୍ଟୋବର ୨୯ ତାରିଖରେ ସୁରଟ…
Read More...

ଦିଲ୍ଲୀରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଶିକ୍ଷାନୁଷ୍ଠାନ ବନ୍ଦ ପରେ ଏବେ ଅଧା କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ…

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ରାଜ୍ୟର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେସରକାରୀ…
Read More...

ପୁଣି ଆରସିବି କ୍ୟାମ୍ପକୁ ଫେରିବେ ଏବି ଡିଭିଲିୟର୍ସ, ବେଙ୍ଗାଲୁରୁରେ ପହଞ୍ଚିଲେ ମିଷ୍ଟର ୩୬୦ ଡିଗ୍ରୀ । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ଆହୁରି ଅନେକ ଦିନ ବାକି ଅଛି । କିନ୍ତୁ ଏହାପୂର୍ବରୁ ଆଇପିଏଲର ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆସିଛି ଖୁସି ଖବର । କାରଣ ପୁଣିଥରେ ଆରସିବି କ୍ୟାମ୍ପକୁ ଫେରୁଛନ୍ତି ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସ ।…
Read More...

ମହାଠକ ସୁକେଶ ମାମଲାରେ ବଦଳିଲେ ତିହାର ଜେଲର ଡିଜି । ଆଇପିଏସ ସଂଜୟ ବେନିବାଲଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ : ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ବିବାଦରେ ଥିବା ତିହାର ଜେଲର ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି କରାଯାଇଛି । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ପଠାଇ ଦିଆଯାଇଛି । ସେପଟେ ସ୍ପେଶାଲ ସିପି ସଂଜୟ ବେନିବାଲଙ୍କୁ ତିହାର ଜେଲର ନୂଆ ଡିଜି ଭାବେ ଦାୟିତ୍ୱ ମିଳିଛି । ଏନେଇ ଦିଲ୍ଲୀ ଉପ…
Read More...

୨୩ ଦିନର ଶିଶୁ ପେଟରେ ୮ ଭ୍ରୁଣ! ଅପରେସନ୍ ସମୟରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତରୀ ଦଳ

କନକ ବ୍ୟୁରୋ: ୨୩ ଦିନର ନବଜାତ ପେଟରେ ୮ଟି ଶିଶୁ ଭ୍ରୁଣ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଏକଦମ୍ ସତ । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି ଘଟଣା । ରାଞ୍ଚି ରାମଗଡ଼ ଜିଲ୍ଲାର ଜଣେ ୨୩ ଦିନର ଶିଶୁ କନ୍ୟା ପେଟରେ ଥିବା ୮ଟି ଭ୍ରୂଣକୁ ରାଞ୍ଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
Read More...

ଟ୍ୱିଟର ପରେ ଫେସବୁକରେ ଆରମ୍ଭ ହେଲା କି ଛଟେଇ ? ଇସ୍ତଫା ଦେଲେ ଭାରତ ମୁଖ୍ୟ

କନକ ବ୍ୟୁରୋ : ଗୋଟିଏ ପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ କର୍ମଚାରୀ ଛଟେଇ ଚାଲିଥିବା ବେଳେ ଆଜି ଫେସବୁକର ଭାରତ ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ଅଜିତ ଦୀର୍ଘ ୪ ବର୍ଷ ଧରି ଏହି ପଦରେ ରହିବା ପରେ ଆଜି ଇସ୍ତଫା ଦେଇଛନ୍ତି । କମ୍ପାନୀ ତରଫରୁ ଏକ ଗଣମାଧ୍ୟମ…
Read More...

ଇମ୍ରାନ ଖାନଙ୍କୁ ଗୁଳିମାଡ଼ : ପିଟିଆଇର ବିକ୍ଷୋଭ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଇସଲାମାବାଦରେ ଲକଡାଉନ

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ।…
Read More...

ମଧ୍ୟପ୍ରଦେଶର ବୈତୂଲ୍‌ରେ ବସ୍‌-କାର୍‌ ଧକ୍କା: ୩ ମହିଳା, ୨ ଶିଶୁଙ୍କ ସମେତ ୧୧ ମୃତ

କନକ ବ୍ୟୁରୋ: ଗୁରୁବାର ବିଳମ୍ବିତ ରାତ୍ରରେ ମଧ୍ୟପ୍ରଦେଶର ବୈତୁଲ୍‌ ଜିଲ୍ଲାରେ ଗୋଟାଏ ବସ୍‌ ଓ ଗୋଟାଏ ‘ଏସ୍‌ୟୁଭି’ କାର୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ଅନ୍ୟୂନ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ଗୁଡ୍‌ଗାଓଁ ଏବଂ ଭୈଂସ୍‌ଦେହୀ…
Read More...

ଦିଲ୍ଲୀରେ ଅନଲାଇନରେ ପାଠପଢା ଆରମ୍ଭ: ଆଖି ଜଳାପୋଡା ସହ ନିଶ୍ୱାସ ନେବା କଷ୍ଟକର ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ । ବିଶେଷ କରି ଏନସିଆର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ମାନକ ସୂଚକାଙ୍କ ଏତେ ହ୍ରାସ ପାଇଛି ଯେ, ଘର ବାହାରକୁ ବାହାରିବା ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ବିପଦ । ଏହାକୁ ଦୃଷ୍ଟିରେ ରଖି ନୋଏଡା ସ୍କୁଲ ଗୁଡିକୁ ବନ୍ଦ କରିଦିଆଯିବା ସହ ଅନଲାଇନ୍…
Read More...