Browsing Category

ଦେଶ ବିଦେଶ

ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ୨ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ କେତେ ବର୍ବର ହୋଇପାରେ ତା’ର ପ୍ରମାଣ ଦେଖିବାକୁ ମିଳିଛି ଝାରଖଣ୍ଡର ବୋକାରୋ ଅଞ୍ଚଳରେ । ଶହେ କି ହଜାରେ ନୁହେଁ ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା କରାଯିବା ସହ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ…
Read More...

ଟି-୨୦ ବିଶ୍ୱକପରେ ଆଜି ଭାରତର ଦ୍ୱିତୀୟ ମ୍ୟାଚ : ସିଡନୀରେ ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ…
Read More...

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ବଡ ପ୍ରସ୍ତୁତି : ପୁଟିନଙ୍କ ନିର୍ଦ୍ଦେଶରେ ନ୍ୟୁକ୍ଲିୟର ଅସ୍ତ୍ର ଅଭ୍ୟାସ ଆରମ୍ଭ…

କନକ ବ୍ୟୁରୋ : ଯୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷ । ଅନ୍ତଜାର୍ତୀୟ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପରମାଣୁ ଆକ୍ରମଣ ଲାଗି ବଡ଼ ଧରଣର ଅଭ୍ୟାସ ଆରମ୍ଭ କରିଛି ରୁଷିଆ ସେନା । କିଛି ଦିନ ହେଲା ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ଲାଗି ଧମକ ଦେବା…
Read More...

ରୁଷ ଓ ୟୁକ୍ରେନ ମଧ୍ୟରେ ଘନେଇଲା ଆଣବିକ ଯୁଦ୍ଧର ଆଶଙ୍କା : ଶାନ୍ତି ଆଲୋଚନା ଜରିଆରେ ସମାଧାନ ପାଇଁ ଭାରତର ଅପିଲ

କନକ ବ୍ୟୁରୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ବଢିଯାଇଛି । ରୁଷ ସେନାଙ୍କୁ ଘେରିବା ପାଇଁ ୟୁକ୍ରେନ ସେନା ଡାର୍ଟି ବୋମା ମାଡ କରୁଥିବା ମସ୍କୋ ଅଭିଯୋଗ ଆଣିଛି । ଆଉ ଏହାର ଜବାବରେ ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଛି ରୁଷ । ଏପରି ସମୟରେ…
Read More...

କଂଗ୍ରେସ ସଭାପତି ହେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବାଦ୍ ପଡିଲେ ଶଶି ଥରୁର

କନକ ବ୍ୟୁରୋ: କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବଡ ନିଷ୍ପତି ନେବା ଆରମ୍ଭ କରିଛନ୍ତି ନୂଆ ସଭାପତି । ସିଡବ୍ଲୁସି ସ୍ଥାନରେ ସେ ନୂଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏଥିରେ କଂଗ୍ରେସ ୱାର୍କିଂ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କୁ ସାମିଲ…
Read More...

ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ

କନକ ବ୍ୟୁରୋ : ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶାଳକାୟ ଅଜଗର ୫୪ ବର୍ଷୀୟ ମହିଳାଙ୍କୁ ଜୀଅନ୍ତା ଗିଳିଦେଇଛି । ମହିଳା ଜଣକ ଜଙ୍ଗଲକୁ ରବର ସଂଗ୍ରହ ପାଇଁ ଯାଇଥିବା ବେଳେ…
Read More...

ଭାରତକୁ ନେଇ ବଡ ବୟାନ ରଖିଲେ ଚୀନ ରାଷ୍ଟ୍ରଦୂତ । ସୁନ ୱଇଡଙ୍ଗ କହିଲେ ଉଭୟ ଦେଶ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ଦଖଲ…

କନକ ବ୍ୟୁରୋ : ଭାରତ-ଚୀନ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା ଉଚିତ୍ । ଏଭଳି ବୟାନ୍ ଦେଇଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ । ତିନିବର୍ଷ ଧରି ଭାରତରେ ଚୀନର ରାଷ୍ଟ୍ରଦୂତ ଭାବେ ଥିବା ସୁନଙ୍କ ମଙ୍ଗଳବାର କାର୍ଯ୍ୟକାଳ ଶେଷ ହୋଇଛନ୍ତି । ତେବେ ନିଜ ବିଦାୟୀ ଭାଷଣରେ ସେ…
Read More...

ପବିତ୍ର ମକର ସଂକ୍ରାନ୍ତିରୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲକ୍ଷରେ…

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ଆସୁଛି । ଯାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ବର୍ତମାନ ମନ୍ଦିରର ନିର୍ମାଣ କାମ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇଛି । ଖୁବଶୀଘ୍ର…
Read More...

ଶକ୍ତିଶାଳୀ ଦେଶ ରୁଷକୁ ଘାରିଛି ଭୟ । ରୁଷକୁ ଡରାଉଛି ଡାର୍ଟି ବମ୍

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣ ଆଶଙ୍କା ବଢିବାରେ ଲାଗିଛି । କିଛି ଦିନ ହେବ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ରୁଷ ଧମକଚମକ ଦେଇ ଆସୁଛି । ଏହା ଭିତରେ କିନ୍ତୁ ରୁଷର ମୁଣ୍ଡବିନ୍ଧାର କାରଣ ହୋଇଛି ଡାର୍ଟି ବମ୍ । ରୁଷ ସେନା ଓ ରୁଷ ଅକ୍ତିଆର…
Read More...

‘ଖଡ଼ଗେ’ଙ୍କ ହାତରେ କଂଗ୍ରେସର କମାଣ । ଦାୟିତ୍ୱ ଗ୍ରହଣ କଲେ, କର୍ମୀଙ୍କୁ ମନ୍ତ୍ର ଦେଲେ

କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ୨୪ବର୍ଷ ପରେ ଦଳକୁ ଅଣଗାନ୍ଧୀଙ୍କ ହାତକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର…
Read More...