Browsing Category

ଦେଶ ବିଦେଶ

୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ ଝଟକା, ଏଭଳି ନିଷ୍ପତ୍ତି ଶୁଣାଇଲେ ଝିଅ ଇଭାଙ୍କା

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଘୋଷଣା କରିସାରିଛନ୍ତି । ଏନେଇ ସେ ଖୁବଶୀଘ୍ର ପ୍ରଚାର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ସ୍ପଷ୍ଟ…
Read More...

ଝାଡଖଣ୍ଡରେ କୋଇଲା ଚୋର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୪ କୋଇଲା ଚୋର ମୃତ

କନକ ବ୍ୟୁରୋ : ଝାଡଖଣ୍ଡର ଧନବାଦ ଠାରେ କୋଇଲା ଚୋର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ କୋଇଲା ଚୋରଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣ ଗୁରୁତର ଆହତ ହୋଇଥିବା କଥା ଜଣାପଡିଛି । ପୋଲିସର ସୂଚନା ମୁତାବକ ଧନବାଦର ବାଘମରା ଥାନାକ୍ଷେତ୍ର ଡୋନିଡିହ କୋଇଲା ସାଇଡରେ…
Read More...

ଦିଲ୍ଲୀ ମହାନଗର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଝାଡୁ ଧରିଲେ ପୂର୍ବତନ ସାଂସଦ

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମହାବଲ ମିଶ୍ରା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ମହାବଲଙ୍କ ପୁଅ ଆମ୍ ଆଦମୀ ପାର୍ଟି ତରଫରୁ ନିର୍ବାଚନ ଲଢି ବିଧାୟକ ହୋଇସାରିଛନ୍ତି । ମହାବଲ କଂଗ୍ରେସର ପୂର୍ବତନ…
Read More...

ରାସନ କାର୍ଡରେ ସାଙ୍ଗିଆ ଭୁଲ ପାଇଁ ଅଭିନବ ପ୍ରତିବାଦ । ଭୁକିଭୁକି ସରକାରୀ ଅଧିକାରୀଙ୍କୁ ଜଣାଇଲେ ସମସ୍ୟା । ଦେଖନ୍ତୁ,…

କନକ ବ୍ୟୁରୋ: ରାସନ କାର୍ଡରେ ସାଙ୍ଗିଆ ଭୁଲ ପାଇଁ ଅଭିନବ ପ୍ରତିବାଦ । ଦତ୍ତା ବଦଳରେ ଲେଖାହୋଇଛି କୁତା । ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଭୁକି ଭୁକି କଲେ ପ୍ରତିବାଦ କଲେ ପଶ୍ଚିମବଙ୍ଗର ବାଙ୍କୁରାର ଶ୍ରୀକାନ୍ତ ଦତ୍ତା । ରାସନ କାର୍ଡରେ ତାଙ୍କ ସାଙ୍ଗିଆ ଭୁଲକୁ ନେଇ ପ୍ରଶାସନିକ…
Read More...

୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ । ୨୦୨୦ରେ ବିବାଦୀୟ ଟ୍ୱିଟ୍ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ହୋଇଥିଲା…

କନକ ବ୍ୟୁରୋ: ପୁଣି ଥରେ ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଟ୍ରମ୍ପଙ୍କ ଆକାଉଣ୍ଟରୁ ବ୍ୟାନ ହଟାଇଦେଇଛନ୍ତି । ଏନେଇ ଏକ ନିର୍ବାଚନ କରିଥିଲେ ମସ୍କ । ଅଧିକ ପ୍ରତିଶତ ଲୋକେ ଟ୍ରମ୍ପଙ୍କ ଆକାଉଣ୍ଟରୁ ବ୍ୟାନ ହଟାଇବାକୁ ମତ…
Read More...

‘ଆକ୍ରମଣ ଭୟରେ ଦୋଷୀକୁ ବେଲ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି’: ଅଭିନନ୍ଦନ ସମାରୋହରେ ଏପରି କହିଲେ ମୁଖ୍ୟ…

କନକ ବ୍ୟୁରୋ: ‘ଆକ୍ରମଣ ଭୟରେ ବେଲ୍ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି’। ଶନିବାର ଏକ ଅଭିନନ୍ଦନ ସମାରୋହରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ” ଜାମିନ ପ୍ରଦାନ କରିବା ଦିଗରେ…
Read More...

ଦିଲ୍ଲୀ ଶ୍ରଦ୍ଧା ୱାଲକର ହତ୍ୟା ମାମଲା: ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଛି…

କନକ ବ୍ୟୁରୋ: ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରିବ ପୁଲିସ । ଏଥିପାଇଁ ଦିଲ୍ଲୀ ପୁଲିସ ୪୦ ଟି ପ୍ରଶ୍ନ ପ୍ରସ୍ତୁତ କରିଛି । ଆସନ୍ତାକାଲି ଅର୍ଥାତ ସୋମବାର ପୁଲିସ ଅଫତାବଙ୍କ ନାର୍କୋ ଟେଷ୍ଟ କରିବ । ଏହି ମାମଲାରେ ପୁଲିସ…
Read More...

ଆଜିଠୁ ଫିଫା ବିଶ୍ୱକପ୍ ଆରମ୍ଭ । ଉଦଘାଟନୀ ମ୍ୟାଚରେ ଇକ୍ୱେଡର ଓ କାତାର ମଧ୍ୟରେ ମୁକାବିଲା, ଭାଗ ନେଇଛନ୍ତି ୩୨ ଦଳ 

କନକ ବ୍ୟୁରୋ: ଆଜିଠାରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ବକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ୟ୍ୟକ୍ରମ…
Read More...

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ । ଋଷ ସହ ଲଢିବାକୁ ସହାୟତା…

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କିଙ୍କୁ ଭେଟିଛନ୍ତି ଇଂଲଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜେଲେନସ୍କିଙ୍କୁ ଭେଟି ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସୁନକ । ଯାହା ୟୁକ୍ରେନକୁ ଋଷ ସହ ଲଢିବାକୁ ସହାୟକ ହେବ…
Read More...

ଜେଲରେ ମନ୍ତ୍ରୀଙ୍କୁ ମସାଜ୍। ସାମ୍ନାକୁ ଆସିଲା ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରିବାର ଭିଡିଓ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛ ଦିଲ୍ଲୀ ମନ୍ତ୍ରୀଙ୍କ ଭିଡିଓ । କୁହାଯାଉଛି ଏହି ଦୃଶ୍ୟ ଦିଲ୍ଲୀ ତିହାର ଜେଲ ଭିତରର । ମସାଜ ନେଉଥିବା ବାବୁ ଜଣଙ୍କ ହେଉଛନ୍ତି ଦିଲ୍ଲୀର ପାୱାରଫୁଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା…
Read More...