Browsing Category

ଦେଶ ବିଦେଶ

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଅନିୟନ୍ତ୍ରିତ ଚୀନ ରକେଟ । ବୈଜ୍ଞାନିକଙ୍କ ଚେତାବନୀ ପରେ ବିମାନବନ୍ଦର ବନ୍ଦ କଲା ସ୍ପେନ୍

କନକ ବ୍ୟୁରୋ : ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ଚୀନର ଅନିୟନ୍ତ୍ରିତ ରକେଟ୍ । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ତା’ର ବିମାନବନ୍ଦର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଛି  । ୨୩ ଟନ୍ ଓଜନ ବିଶିଷ୍ଟ ଚୀନର ଏକ ଅନିୟନ୍ତ୍ରିତ ରକେଟ୍ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି…
Read More...

ନୂଆ ମାଲିକଙ୍କ ମନମାନୀରେ ଅସ୍ତବ୍ୟସ୍ତ ଟ୍ୱିଟର କର୍ମଚାରୀ । କମ୍ପାନୀ ଆରମ୍ଭ କଲା ଛଟେଇ ପ୍ରକ୍ରିୟା

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆସୁ ଆସୁ କମ୍ପାନୀରେ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଃଖର ଦିନ ଆସିଛି । କର୍ମଚାରୀଙ୍କ ଇସ୍ତଫାଠୁ ନେଇ କାର୍ଯ୍ୟନୀତିରେ ବଡଧରଣ ପରିବର୍ତନ ଭିତରେ ଅସ୍ତବ୍ୟସ୍ତ ହୋଇପଡିଛି ପୂରା ଟ୍ୱିଟର । ଏହା ଭିତରେ…
Read More...

ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି । ପୂର୍ବତନ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ…

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏହା ପରେ ଶୁକ୍ରବାର ଆମ ଆଦମୀ ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସାମ୍ବାଦିକ ତଥା ଆମ ଆଦର୍ମି ପାର୍ଟିର ରାଷ୍ଟ୍ରୀୟ ମିଳିତ ସାଧାରଣ ସମ୍ପାଦକ ଇସୁଦାନ ଗଢବୀଙ୍କ ଉପରେ ଆଶା ପ୍ରକଟ…
Read More...

ପାକିସ୍ତାନ ରାଜନୀତିରେ ମୃତ୍ୟୁର କାହାଣୀ, ଜାଣନ୍ତୁ କାହାକୁ ଓ କେବେ କରାଯାଇଥିଲା ହତ୍ୟା ?

କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ମୃତ୍ୟୁର କାହାଣୀ । ଦେଶର ଏହା ପୁରୁଣା ଇତିହାସ କହିଲେ କିଛି ଭୁଲ ହେବ । ଇତିହାସ କହେ ବିଭିନ୍ନ ରାଜନେତାମାନଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଇଛି ତ ପୁଣି କେବେ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…
Read More...

ଇମ୍ରାନଙ୍କର ଲାହୋର ସୌକଥ ଖାନୁମ ହସପିଟାଲରେ ଚାଲିଛି ଚିକିତ୍ସା । ଦୁଇ ଗୋଡରେ ରହିଛି ୧୬ ଟି କ୍ଷତ

କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗୁରୁବାର ୱାଜିରାବାଦରେ ଗୁଳିମାଡର ଶିକାର ହେବା ପରେ ଇମ୍ରାନଙ୍କୁ ତୁରନ୍ତ ଲାହୋର ସୌକଥ ଖାନୁମ ହସପିଟାଲରେ ଭର୍ତି କରାଯାଇଥିଲା । ହସପିଟାଲ ପକ୍ଷରୁ ତାଙ୍କର ମେଡିକାଲ ବୁଲେଟିନ ଜାରି କରାଯାଇଛି ଆଉ…
Read More...

ଦିଲ୍ଲୀ ପ୍ରଦୂଷଣ ଉପରେ ବଡ଼ ଆକ୍ସନ । ୫୦ପ୍ରତିଶତ କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ଘରେ କାମ କରିବା ସହ ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି…
Read More...

ମନ୍ଦିର ଆଗରେ ଧାରଣା ଦେଇଥିଲେ ଶିବସେନା ନେତା, ଅଜ୍ଞାତଙ୍କ ଗୁଳିରେ ଗଲା ଜୀବନ

କନକ ବ୍ୟୁରୋ : ପଞ୍ଜାବ ଅମୃତସରରେ ଜଣେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ଅପରାହ୍ନରେ ଶିବସେନା ନେତା ସୂଧୀର ସୁରୀ ଧାରଣାରେ ବସିଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ଆନନ୍-ଫାନନ୍ ହସ୍ପିଟାଲକୁ…
Read More...

ଆଫ୍ରିଦିଙ୍କୁ ହଜମ ହେଉନି ଭାରତର ବିଜୟ । ବିଷ ଓଗାଳିଲେ, ଟିମ୍ ଇଣ୍ଡିଆକୁ ଟାର୍ଗେଟ କଲେ ।

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନକୁ ହୋଇଛି ପୀଡା । କାରଣ ବାଂଲାଦେଶ ବିପକ୍ଷରେ ଭାରତର ପରାଜୟ ଚାହୁଁଥିଲା ପାକିସ୍ତାନ । କିନ୍ତୁ ଏହା ସମ୍ଭବ ହୋଇ ନପାରିବାରୁ ରକ୍ତ…
Read More...

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ଭୋଟ ଗ୍ରହଣ ଓ ଫଳାଫଳ ଘୋଷଣା

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀ ନିର୍ବାଚନ ଆୟୋଗ ବିଜୟ ଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ନଭେମ୍ବର ୭ ତାରିଖରେ ଏଥିପାଇଁ ନାମାଙ୍କନ ଆରମ୍ଭ ହେବ ଓ ନଭେମ୍ବର ୧୪ ତାରିଖରେ ନାମଙ୍କନ ଶେଷ ହେବ । ଏହାପରେ ଡିସେମ୍ବର…
Read More...

ଇମ୍ରାନ ଖାନଙ୍କ ହେଲଥ ବୁଲେଟିନ ଜାରି କଲା ହସ୍ପିଟାଲ । ଦୁଇ ଗୋଡରେ ରହିଛି ୧୬ଟି କ୍ଷତ, ଗୁଳିକାଣ୍ଡରେ ଭାଙ୍ଗିଛି ଡାହାଣ…

କନକ ବ୍ୟୁରୋ: ଗୁଳିକାଣ୍ଡ ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲଥ ବୁଲେଟିନ ଜାରି କରାଯାଇଛି । ହସ୍ପିଟାଲ ପକ୍ଷରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଇମ୍ରାନ ଖାନଙ୍କ ଦୁଇ ଗୋଡରେ ୧୬ଟି କ୍ଷତ…
Read More...