Browsing Category

ଦେଶ ବିଦେଶ

ନିଠାରୀ ହତ୍ୟାକାଣ୍ଡ ମାମଲା ! ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ : ଗାଜିଆବାଦର ବିଶେଷ ସିବିଆଇ କୋର୍ଟ ନିଠାରୀ ମାମଲାରେ ଦୋଷୀଙ୍କ ବିରୋଧରେ ଆଜି ଶୁଣାଣି କରିଛନ୍ତି । କୋର୍ଟ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏହା ପୂର୍ବରୁ ଗାଜିଆବାଦର ଏକ ବିଶେଷ ଅଦାଲତ ନିଠାରୀ ହତ୍ୟାକାଣ୍ଡ ସହ ଜଡିତ ଥିବା ଦୋଷୀ…
Read More...

ଧମକ ଦେଉଛି ଚୀନ୍ ! ପାହାଡ଼କୁ ଦୋହଳାଇବା ସହଜ,ଚୀନ୍ ସେନାକୁ ନୁହେଁ

କନକ ବ୍ୟୁରୋ : ପୁଣି ଡରାଇଲା ଡ୍ରାଗନ୍ । ଭାରତକୁ ଖୋଲାଖୋଲି ଚ୍ୟାଲେଂଜ୍ କରିଛି ଚୀନ୍ । ଚରମ ସୀମାରେ ପହଂଚିଛି ଭାରତ-ଚୀନ୍ ସୀମା ବିବାଦ । ଦୁଇ ଦେଶର ବୟାନବାଜି ଭିତରେ ଘନେଇବାରେ ଲାଗିଛି ତିକ୍ତତା । ଯେ-ଯାହା ସୀମାରେ ଜଗି ରହିଛନ୍ତି । ଆଉ ଏସବୁ ଭିତରେ ଆଜି ବେଜିଂରୁ ଆସିଛି ଖୋଲା…
Read More...

୬ କଂଗ୍ରେସ୍ ସାଂସଦ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ ! ମହଙ୍ଗା ପଡ଼ିଲା ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ

କନକ ବ୍ୟୁରୋ : ୬ କଂଗ୍ରେସ୍ ସାଂସଦମାନଙ୍କୁ ମହଙ୍ଗା ପଡ଼ିଛି ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା । ବାଚସ୍ପତି ସୁମିତ୍ରା ମହାଜନଙ୍କ ଉପରକୁ କାଗଜ ଫିଙ୍ଗିଥିବାରୁ ସୋମବାର ଏହି ୬ ଜଣ କଂଗ୍ରେସ ସାଂସଦଙ୍କୁ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ କରି ଦିଆଯାଇଛି । ଲୋକସଭାରୁ ନିଲମ୍ବିତ…
Read More...

ଯଦି ଠିକ ଲକ୍ଷ୍ୟଭେଦ ହୋଇଥାଆନ୍ତା, ତେବେ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥାନ୍ତେ ମୁଶାରଫ ଓ ନୱାଜ ସରିଫ୍

ପାକିସ୍ତାନ ପ୍ରାୟ ସବୁଦିନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ ତାହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ଯବାନ । ଭାରତୀୟ ସେନା ଏମିତି ହିିଁ କଡ଼ା ଜବାବ ଦେଇଥିଲେ ୧୯୯୯ ମସିହାରେ ଘଟିଥିବା କାରଗିଲ ଯୁଦ୍ଧ ସମୟରେ । ତେବେ ଉକ୍ତ ଯୁଦ୍ଧକୁ ନେଇ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା…
Read More...

ଟମାଟୋ ଦର ଆକାଶ ଛୁଆଁ ! ସୁରକ୍ଷା ପାଇଁ ମୃତୟନ ହେଲେ ସଶସ୍ତ୍ର ସୁରକ୍ଷା କର୍ମୀ

ଆଜିକାଲି ମାର୍କେଟରେ ଟମାଟୋ ଦର ଆକାଶ ଛୁଆଁ ରହିଛି । ଟମାଟୋ କିଣିବା ଏବେ ସାଧାରଣ ଗ୍ରାହକଙ୍କ ପାଇଁ ମୁସ୍କିଲ ହୋଇଯାଇଛି । କାରଣ ଟମାଟୋ ଦର ଆସି ପହଂଚିଛି କିଲୋ ପିଛା ୧୦୦ ଟଙ୍କାରେ । ଏଣୁ ପୂର୍ବରୁ କିଲୋରୁ ଦୁଇ କିଲୋ ଟମାଟୋ କିଣୁଥିବା ଗ୍ରାହକ ଏବେ ଅଧା କିଲୋ ଟମାଟୋ କିଣି ଘରକୁ ନେଉଛନ୍ତି…
Read More...

ପର୍ବତ ଦୋହଲାଇବା ସହଜ ହେଲେ ଚୀନ ସେନାକୁ ନୁହେଁ ! ଭାରତକୁ ନାଲିଆଖି ଦେଖାଇଲା ଡ୍ରାଗନ୍

ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣି ଭାରତକୁ ନାଲିଆଖି ଦେଖାଇଛି । ନିଜ ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବାକୁ ଚୀନ୍ ସେନାର ଦକ୍ଷତା ଓ ପାରିବା ପଣିଆକୁ ନେଇ ପ୍ରଶ୍ନ କରିବା କିମ୍ବା ଦ୍ୱନ୍ଦ୍ୱରେ ରହିବାକୁ ଭାରତକୁ ମନା କରିଛି ଏହି ପଡୋଶୀ ରାଷ୍ଟ୍ର । ଅର୍ଥାତ୍ ପରୋକ୍ଷରେ ଚେତାଇ ଦେବାକୁ…
Read More...

ସେନା ପାଇଁ ଡ଼ିଆରଡ଼ିଓ ପ୍ରସ୍ତୁତ କଲା ଚିକେନ ବିସ୍କୁଟ ଓ ତୁଳସୀ ବାର !

ଉଚ୍ଚ ଏବଂ ବରଫାବୃତ୍ତ ଅଞ୍ଚଳରେ ନିଯୁକ୍ତ ଥିବା ସୈନ୍ୟମାନଙ୍କ ପାଇଁ ଦି ଡ଼ିଫେନ୍ସ ରିସର୍ଚ୍ଚ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ(ଡ଼ିଆରଡ଼ିଓ) ବିଭିନ୍ନ ପ୍ରକାରର ପୋଷକ ବା ପ୍ରୋଟିନରେ ଭରପୁର ସମାଗ୍ରୀ ପ୍ରସ୍ତୁତ କରିଛି । ଏଥିରେ ଚିକେନ ବିସ୍କୁଟ, ଥକ୍କାପଣରୁ ମୁକ୍ତି ଦେଉଥିବା ତୁଳସୀ ବାର ଏବଂ…
Read More...

ଦ୍ୱି-ପାକ୍ଷିକ ଉତ୍ତେଜନା ମଧ୍ୟରେ ଭାରତକୁ ଚୀନ ସେନାର ଧମକ ! ଯେକୌଣସି ସ୍ଥିତିରେ କରାଯିବ ସାର୍ବଭୌମତ୍ୱର ସୁରକ୍ଷା

କନକ ବ୍ୟୁରୋ: ସିକ୍କିମର ଡୋକଲାମରେ ଉତ୍ତେଜନା ମଧ୍ୟରେ ଆଜି ଭାରତକୁ ପୁଣି ଧମକ ଦେଇଛି ଚୀନ ସେନା । ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାହା ବି କରାଯିବ ବୋଲି ଚୀନ ସେନା କହିଛି । ଏହାସହ ଡୋକଲାମରୁ ଭାରତ ସେନା ହଟାଇବାକୁ ବି ଦାବି କରିଛି । ଅଗଷ୍ଟ ପହିଲାରେ ଚୀନର ପିପୁଲସ ଲିବରେସନ ଆର୍ମି,…
Read More...

ପାସପୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ ଜନ୍ମ ପ୍ରମାଣପତ୍ର !

ପାସପୋର୍ଟ ଆବେଦନ ପାଇଁ ପୂର୍ବରୁ ଜନ୍ମ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଥିଲା । କିନ୍ତୁ ଏବେ ଏହି ପରଂପରା ଆଉ ବେଶୀ ଦିନ ରହିବ ନାହିଁ ବୋଲି ଜଣାପଡ଼ିଛି । ପାସପୋର୍ଟ ଆବେଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡ ଥିଲେ ଆପଣଙ୍କ କାମ ହୋଇପାରିବ ।…
Read More...

ଟ୍ରେନରେ ଦିଆଯାଉଛି ମଇଳା ବେଡସିଟ୍‌ ଓ କମ୍ବଳ : ସିଏଜି ରିପୋର୍ଟ

ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଯେ କେବଳ ଖରାପ ମାନର ଖାଦ୍ୟ ପରିବେଷଣ କରୁଛି ତାହା ନୁହେଁ ଯାତ୍ରୀମାନଙ୍କୁ ଯୋଗାଇ ଦେଉଥିବା ବେଡସିଟ୍‌ ଏବଂ କମ୍ବଳ ମଧ୍ୟ ଠିକ୍‌ ଭାବେ ସଫା ହେଉ ନଥିବା ବିଷୟ ସିଏଜି ତାଙ୍କ ଅଡିଟରୁ ଜାଣିବାକୁ ପାଇଛନ୍ତି । ସଂସଦରେ ଗତ ଶୁକ୍ରବାର ଉପସ୍ଥାପିତ ରିପୋର୍ଟରେ…
Read More...