Browsing Category

ଦେଶ ବିଦେଶ

ଶାଶୁଙ୍କ ବେଡସିଟ୍ ବଦଳାଗଲାନି ବୋଲି…ହସ୍ପିଟାଲରେ ପହଞ୍ଚିଲେ ବିଚାରପତି, ୩ କର୍ମଚାରୀ ନିଲମ୍ବିତ

କନକ ବ୍ୟୁରୋ: ଅନେକ ସମୟରେ ହସ୍ପିଟାଲରେ ରୋଗୀଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ଅବହେଳା କରୁଥିବା ଖବର ଆପଣ ଶୁଣିଥିବେ । ହେଲେ ଯଦି ଏପରି ଜଣେ ସର୍ବୋଚ୍ଚ ଅଧିକାରୀଙ୍କ ସହ ଘଟେ ତେବେ ପରିଣତି କ’ଣ ହୁଏ ତାର ପ୍ରମାଣ ଦେଖିବାକୁ ମିଳିଛି ପ୍ରୟାଗରାଜର ଏକ ହସ୍ପିଟାଲରେ । ଆହ୍ଲାବାଦ ହାଇକୋର୍ଟର ଜଜଙ୍କ…
Read More...

ଆରମ୍ଭ ହେଲା ଫୁଟବଲ ମହାସମର : ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ଆରବୀୟ ଝଲକ

କନକ ବ୍ୟୁରୋ : କାତାରରେ ଆରମ୍ଭ ହେଲା ଫୁଟବଲର ମହାସମର ଫିଫା ବିଶ୍ୱକପ୍ । ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଛି । କାତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫ୍ରାନ୍ସର ପୂର୍ବତନ ଖେଳାଳି ମାର୍ସେଲ…
Read More...

ଶ୍ରଦ୍ଧା ହତ୍ୟା ଘଟଣାରେ ପୁଲିସ କରୁଛି ତନାଘନା : ଅଭିଯୁକ୍ତ ଅଫତାବର ଆଜି ହୋଇପାରେ ନାର୍କୋ ଟେଷ୍ଟ, ମୁଖ୍ୟ ଅଭିଯୁକ୍ତର…

କନକ ବ୍ୟୁରୋ : ଶ୍ରଦ୍ଧା ମର୍ଡର ସାରା ଦେଶକୁ ଦୋହଲାଇ ଦେଇଛନ୍ତି । ଅଫତାବ ନିଜ ପ୍ରେମିକାକୁ ୩୫ ଖଣ୍ଡରେ କାଟି ରାତି ଅଧିରେ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା । ଏଭଳି ଖୁଲାସା ହେବା ପରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ମର୍ଡର କେଶର ପର୍ଦ୍ଦାଫାସ ପାଇଁ ଦିଲ୍ଲୀ ପୁଲିସ ଦିନରାତି ଏକାକାର…
Read More...

ନାର୍କୋ ଟେଷ୍ଟରେ କ’ଣ ପଚାରିବ ପୋଲିସ୍: କେଉଁ କେଉଁ ପ୍ରଶ୍ନର ସାମ୍ନା କରିବ ଅଫତାବ?

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲା ବାରମ୍ବାର କଥା ବଦଳାଉଥିବାରୁ ତାର କଥା ଉପରେ ତଦନ୍ତକାରୀ ଦଳ ଭରସା କରି ପାରୁ ନାହିଁ । ଫଳରେ ସତ ସାମ୍ନାକୁ ଆଣିବାକୁ ନାର୍କୋ ଟେଷ୍ଟ କରାଯିବ । । ଏଥିପାଇଁ ଦିଲ୍ଲୀ ପୋଲିସ୍ କୋର୍ଟଙ୍କ ପାଖରୁ ଅନୁମତି…
Read More...

ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ । ୫ ମୃତ,୧୮ ଗୁରୁତର

କନକ ବ୍ୟୁରୋ : ଆମେରିକାରେ ଥମୁନାହିଁ ଗୁଳିମାଡ ଘଟଣା । ଗତକାଲି ରାତିରେ ଆମେରିକାର କଲୋରଡୋ ଠାରେ ଥିବା ସ୍ପ୍ରିଙ୍ଗ୍ ସମଲିଙ୍ଗୀ କ୍ଲବରେ ଅଚାନକ ଗୁଳିମାଡ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୮ ଜଣ ଗୁରୁତର ହୋଇଥିବା କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ କଲୋରଡୋ…
Read More...

ହାର୍ଦ୍ଦିକଙ୍କୁ ନେଇ ପୂର୍ବ ପାକିସ୍ତାନ କ୍ରିକେଟରଙ୍କ ସମାଲୋଚନା: କହିଲେ, କିଏ ସେ ଚାହୁଁଛି ପାଣ୍ଡ୍ୟା ହୁଅନ୍ତୁ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବିଦା ହୋଇ ଫେରିବା ପରେ ବିବାଦ ଲାଗି ରହିଛି । ସେମିରେ ଇଂଲଣ୍ଡଠାରୁ ବଡ ଧରଣର ପରାଜୟର ଖିଅ ଖୋଜୁଛି ବିସିସିଆଇ । ସେହିପରି ୨୦୨୪ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ କରି ସିନିୟର ଖେଳାଳିଙ୍କୁ ଏବେଠାରୁ ବିଶ୍ରାମ ଦିଆଯାଇଛି । ଆଉ…
Read More...

ଦ୍ୱିତୀୟ ଟି-୨୦ରେ ବାଜି ମାରିଲା ଟିମ୍ ଇଣ୍ଡିଆ । ୬୫ ରନରେ ବିଜୟୀ ହେଲା ଭାରତ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୬୫ ରନରେ ମାତ୍ ଦେଇ ବିଜୟୀ ହୋଇଛି ହାର୍ଦ୍ଦିକ ବାହିନୀ । ୧୯୨ ରନର ବିଜୟଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ ହୁଡା ସର୍ବାଧିକ ୪ଟି…
Read More...

ଶେଷ ୧୯ ବଲରେ ୬୧ ରନ୍, ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଦେଖିଲା ବିଶ୍ୱ ।

କନକ ବ୍ୟୁରୋ : ଟି-୨୦ ଫର୍ମାଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ ପୁଣି ଗର୍ଜିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ସୂର୍ଯ୍ୟ । ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର…
Read More...

କୋହଲିଙ୍କୁ କ୍ୟାପଟେନରୁ ହଟାଇ ଟିମ୍ ଇଣ୍ଡିଆ ପାଇଛି କଣ? ଭାରତର ପ୍ରଦର୍ଶନକୁ ନେଇ ପ୍ରଶ୍ନ କଲେ ପାକିସ୍ତାନର ପୂର୍ବତନ…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଏବେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । ଖାସକରି ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି । ସେହିଭଳି ଭାରତୀୟ ଚୟନକର୍ତ୍ତାଙ୍କ ଦ୍ୱାରା ନିଆଯାଇଥିବା ଅନେକ…
Read More...

୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ ଝଟକା, ଏଭଳି ନିଷ୍ପତ୍ତି ଶୁଣାଇଲେ ଝିଅ ଇଭାଙ୍କା

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଘୋଷଣା କରିସାରିଛନ୍ତି । ଏନେଇ ସେ ଖୁବଶୀଘ୍ର ପ୍ରଚାର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ସ୍ପଷ୍ଟ…
Read More...