Browsing Category

ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଯଦି ବର୍ଷା ହୁଏ? ତେବେ କିଏ ହେବ ବିଜେତା?

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା । ଏହି ମ୍ୟାଚର ୪ ଦିନ ଶେଷ ହୋଇଥିବା ବେଳେ ଆଜି ୫ମ ଦିନରେ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ କାହା ସପକ୍ଷରେ ଫଳାଫଳ ଯିବ ତାହା କହିବା ଏବେ ବି ମୁସ୍କିଲ । କାରଣ ଟିମ୍ ଇଣ୍ଡିଆକୁ ବିଜୟ…
Read More...

କିଏ ଜିତିବ ଫାଇନାଲ ମୁକାବିଲା? ଭାରତକୁ ଦରକାର ୨୮୦ ରନ୍, ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ ।

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଇଂଲଣ୍ଡର ଓଭାଲରେ ଚାଲିଥିବା ମ୍ୟାଚର ଶେଷ ଦିନରେ ଭରପୁର ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ଦରକାର ୨୮୦ ରନ । ସେହିଭଳି ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ଆବଶ୍ୟକ ୭…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିିପ : ଅଷ୍ଟ୍ରେଲିଆର ବଡ଼ ସ୍କୋର ପରେ ରୋହିତ୍, କୋହଲି, ପୂଜାରା ଫେଲ୍ । ୩୧୮ ରନରେ ପଛୁଆ ଟିମ୍…

କନକ ବ୍ୟୁରୋ: ଓଭାଲରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ କରିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ । ଅଧିନାୟକ…
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଟିମ୍ ଇଣ୍ଡିଆର ଖେଳାଳୀ । ମ୍ୟାଚ୍…

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଟିମ୍ ଇଣ୍ଡିଆର କ୍ରିକେଟର । ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କଳାପଟି ପିନ୍ଧି ପଡିଆକୁ ଓହ୍ଳାଇଛନ୍ତି ଭାରତୀୟ ଦଳ ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଜୋଶ୍ ହେଜେଲଉଡ୍ ।

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଜୋଶ୍ ହେଜେଲଉଡ୍ ଏହି ମହାମୁକାବିଲାରୁ ଦଳରୁ ଆଉଟ୍ ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଡ୍ର’ ହେଲେ କିଏ ହେବ ବିଜେତା? କଣ ରହିଛି ନିୟମ…

କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆସନ୍ତା ୭ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ତେବେ ଆପଣ ଜାଣିଛନ୍ତି କି, ଯଦି ବିଶ୍ୱ ଟେଷ୍ଟ…
Read More...

ଚାମ୍ପିୟନ୍ ହେବା ପରେ କାହିଁକି ଟ୍ରଫି ଉଠାଇଥିଲେ ରାଇଡୁ ଆଉ ଜାଡେଜା? କାହିଁକି ଆଇପିଏଲ୍ ଟ୍ରଫି ଉଠାଇ ନଥିଲେ…

କନକ ବ୍ୟୁରୋ: ଆଇପିଏଲ୍ ଫାଇନାଲ କଥା ତ ଆପଣଙ୍କୁ ନିଶ୍ଚୟ ମନେଥିବ । ଗୁଜରାଟ ଟାଇଟନ୍ସକୁ ହରାଇ ଏଥର ପଞ୍ଚମ ଥର ପାଇଁ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଉ ଧୋନୀ ପୁଣିଥରେ କ୍ୟାପଟେନ୍ ସାଜି ନିଜ ଦଳକୁ ଚାମ୍ପିୟନ୍ କରାଇଥିଲେ । ହେଲେ ଫାଇନାଲ ମ୍ୟାଚରେ ଚାମ୍ପିୟନ୍ ହେବା ପରେ, ଏକ…
Read More...

ଭାରତରେ ଖେଳାଯିବ ବିଶ୍ୱକପ, ଆସିବ ତ ପାକିସ୍ତାନ? ଜାଣନ୍ତୁ ଆଇସିସିକୁ କଣ କହିଲା ପିସିବି?

କନକ ବ୍ୟୁରୋ : ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? କ୍ରିକେଟପ୍ରେମୀଙ୍କ ମନରେ ଏବେ ଏଭଳି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । କାରଣ ପାକିସ୍ତାନରେ ଏସିଆ କପ୍ ଆୟୋଜନ ହେଲେ ଭାରତ ପାକିସ୍ତାନକୁ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ସୁରକ୍ଷା…
Read More...

କ୍ରୀଡା ବିକାଶରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ : ରାଜଧାନୀରେ ଫିଫା ମାନର ୩ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ…

କନକ ବ୍ୟୁରୋ : ଉଦଘାଟିତ ହୋଇଛି ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଟ୍ରେନିଂ ସେଣ୍ଟରଗୁଡିକୁ ଲୋକାର୍ପିତ କରିଛନ୍ତି । ୩ଟି ଏକାଡେମୀ ହେଉଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା । ଏହି…
Read More...

ରବୀନ୍ଦ୍ର ଜାଡେଜା ବିଜେପି କାର୍ଯ୍ୟକର୍ତ୍ତା, ତାଙ୍କ ପାଇଁ ଚେନ୍ନାଇ ହେଲା ଆଇପିଏଲ ଚାମ୍ପିୟନ । ତାମିଲନାଡୁର ବିଜେପି…

କନକ ବ୍ୟୁରୋ : ଆଇପିଏଲରେ ଚେନ୍ନାଇର ବିଜୟକୁ ନେଇ ବଡ ବୟାନ ଦେଇଛନ୍ତି ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନମଲ୍ଲାଇ । ପଞ୍ଚମ ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଓ ରବୀନ୍ଦ୍ର ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାଡେଜାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି ।…
Read More...