Browsing Category

ଖେଳ

ମୁହଁ ଖୋଲିଲେ ଗୌତମ ଗମ୍ଭୀର । କହିଲେ, କୋହଲିଙ୍କୁ ମୁଁ ସମ୍ମାନ କରେ, ଧୋନୀଙ୍କ ସହ ସମ୍ପର୍କକୁ ନେଇ ଦେଲେ ବଡ ବୟାନ ।

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବେ ଆଇପିଏଲରେ ଉଭୟ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଥିଲା ତାହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ପଡିଆ ମଧ୍ୟରେ ଗମ୍ଭୀର ଓ କୋହଲିଙ୍କର…
Read More...

ସୋସିଆଲ ମିଡ଼ିଆରେ ଶୁଭମାନ ସେୟାର କଲେ ପୋଷ୍ଟ, ଆଇସିସି ନେଇପାରେ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କିଏ ବିଜୟୀ ହେବ, କିଏ ପରାଜିତ ହେବ ତାହାକୁ ନେଇ ଚାଲିଛି ଆକଳନ । ଶେଷ ଦିନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଚତୁର୍ଥ ଦିନରେ ମୈଦାନରେ ଏମିତି କିଛି ଘଟଣା…
Read More...

ଏସିଆ କପକୁ ଗ୍ରୀନ୍ ସିଗନାଲ! କେଉଁଠି ଖେଳିବ ଟିମ୍ ଇଣ୍ଡିଆ?

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । କାରଣ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଯଦି ବର୍ଷା ହୁଏ? ତେବେ କିଏ ହେବ ବିଜେତା?

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା । ଏହି ମ୍ୟାଚର ୪ ଦିନ ଶେଷ ହୋଇଥିବା ବେଳେ ଆଜି ୫ମ ଦିନରେ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ କାହା ସପକ୍ଷରେ ଫଳାଫଳ ଯିବ ତାହା କହିବା ଏବେ ବି ମୁସ୍କିଲ । କାରଣ ଟିମ୍ ଇଣ୍ଡିଆକୁ ବିଜୟ…
Read More...

କିଏ ଜିତିବ ଫାଇନାଲ ମୁକାବିଲା? ଭାରତକୁ ଦରକାର ୨୮୦ ରନ୍, ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ ।

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଇଂଲଣ୍ଡର ଓଭାଲରେ ଚାଲିଥିବା ମ୍ୟାଚର ଶେଷ ଦିନରେ ଭରପୁର ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ଦରକାର ୨୮୦ ରନ । ସେହିଭଳି ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ଆବଶ୍ୟକ ୭…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିିପ : ଅଷ୍ଟ୍ରେଲିଆର ବଡ଼ ସ୍କୋର ପରେ ରୋହିତ୍, କୋହଲି, ପୂଜାରା ଫେଲ୍ । ୩୧୮ ରନରେ ପଛୁଆ ଟିମ୍…

କନକ ବ୍ୟୁରୋ: ଓଭାଲରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ କରିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ । ଅଧିନାୟକ…
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଟିମ୍ ଇଣ୍ଡିଆର ଖେଳାଳୀ । ମ୍ୟାଚ୍…

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଟିମ୍ ଇଣ୍ଡିଆର କ୍ରିକେଟର । ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କଳାପଟି ପିନ୍ଧି ପଡିଆକୁ ଓହ୍ଳାଇଛନ୍ତି ଭାରତୀୟ ଦଳ ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଜୋଶ୍ ହେଜେଲଉଡ୍ ।

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଜୋଶ୍ ହେଜେଲଉଡ୍ ଏହି ମହାମୁକାବିଲାରୁ ଦଳରୁ ଆଉଟ୍ ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଡ୍ର’ ହେଲେ କିଏ ହେବ ବିଜେତା? କଣ ରହିଛି ନିୟମ…

କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆସନ୍ତା ୭ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ତେବେ ଆପଣ ଜାଣିଛନ୍ତି କି, ଯଦି ବିଶ୍ୱ ଟେଷ୍ଟ…
Read More...

ଚାମ୍ପିୟନ୍ ହେବା ପରେ କାହିଁକି ଟ୍ରଫି ଉଠାଇଥିଲେ ରାଇଡୁ ଆଉ ଜାଡେଜା? କାହିଁକି ଆଇପିଏଲ୍ ଟ୍ରଫି ଉଠାଇ ନଥିଲେ…

କନକ ବ୍ୟୁରୋ: ଆଇପିଏଲ୍ ଫାଇନାଲ କଥା ତ ଆପଣଙ୍କୁ ନିଶ୍ଚୟ ମନେଥିବ । ଗୁଜରାଟ ଟାଇଟନ୍ସକୁ ହରାଇ ଏଥର ପଞ୍ଚମ ଥର ପାଇଁ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଉ ଧୋନୀ ପୁଣିଥରେ କ୍ୟାପଟେନ୍ ସାଜି ନିଜ ଦଳକୁ ଚାମ୍ପିୟନ୍ କରାଇଥିଲେ । ହେଲେ ଫାଇନାଲ ମ୍ୟାଚରେ ଚାମ୍ପିୟନ୍ ହେବା ପରେ, ଏକ…
Read More...