Browsing Category

ଖେଳ

ମୋଦୀ ଷ୍ଟାଡିୟମରେ ଜାଡେଜାଙ୍କ ଫିନିସର ଭୂମିକା, ଶେଷ ଦୁଇ ବଲରେ ୧୦ ରନ୍ କରି ଚେନ୍ନାଇକୁ ପିନ୍ଧାଇଲେ ଚାମ୍ପିୟନର ଟିକା

କନକ ବ୍ୟୁରୋ : ଧୋନିଙ୍କୁ ଜାଡେଜା ଦେଲେ ଉପହାର । ଭେଟିଦେଲେ ଅବିସ୍ମରଣୀୟ ବିଜୟ । କ୍ରିକେଟ୍ ଦୁନିଆରେ ‘ଦି ଗ୍ରେଟ୍ ଫିନିସର’ ଭାବେ ବେଶ ପରିିଚିତ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । କିନ୍ତୁ ସୋମବାର ଧୋନିଙ୍କ ଏହି ଭୂମିକା ତୁଲାଇଥିଲେ ସାର୍ ଜାଡେଜା । ଶେଷ ଓଭରରେ ବିଜୟ ପାଇଁ ଦରକାର…
Read More...

ଧୋନୀଙ୍କ ପାଇଁ ମନଛୁଆଁ ପୋଷ୍ଟ ଲେଖିଲେ ରବୀନ୍ଦ୍ର ଜାଡେଜା । କହିଲେ, ଭାଇ ଆମେ ଏହା ତୁମ ପାଇଁ କରିଛୁ, ମାହି ଭାଇଙ୍କ…

କନକ ବ୍ୟୁରୋ : ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୫ ୱିକେଟରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଶେଷ ଦୁଇ ବଲରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା…
Read More...

ହାଇବ୍ରିଡ ମଡେଲକୁ ବିସିସିଆଇର ନା, ପାକିସ୍ତାନରେ ଖେଳାଯାଇ ନପାରେ ଏସିଆ କପ୍ । ଜାଣନ୍ତୁ ଆୟୋଜକ ରେସରେ କିଏ ଅଛି ଆଗରେ?

କନକ ବ୍ୟୁରୋ : ସରିଛି ଆଇପିଏଲ, ଚାମ୍ପିୟନ ହେଲା ଚେନ୍ନାଇ । ଫ୍ରାଞ୍ଚାଇଜ କ୍ରିକେଟ ପରେ ଏବେ ନିଜ ଦେଶ ପାଇଁ ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ରିକେଟର । ଆସନ୍ତା ସପ୍ତାହରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପରେ ପରେ ଏସିଆ କପ, ବିଶ୍ୱକପ…
Read More...

ଚେନ୍ନାଇକୁ ମିଳିଲା ୨୦ କୋଟି । ଗୁଜରାଟକୁ ୧୨ କୋଟି ୫୦ ଲକ୍ଷ । ଆଇପିଏଲରୁ ମାଲାମାଲ ହେଲେ ଏହି ସବୁ ଖେଳାଳି ।

କନକ ବ୍ୟୁରୋ: ଶେଷ ହୋଇଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ସୋମବାର ଚେନ୍ନାଇ ସୁପର କିଙ୍ଗସ୍ ଚାମ୍ପିୟନ୍ ହେବା ସହିତ ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗର ୧୬ ନମ୍ବର ସିଜିନ୍ ଶେଷ ହୋଇଛି । ଫାଇନାଲ ମ୍ୟାଚରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ୫ ୱିକେଟରେ ହାର୍ଦିକ…
Read More...

ଆଉ ଏକ ଆଇପିଏଲ ଖେଳିବେ ଧୋନୀ ! ଦଳ ଚାମ୍ପିଅନ ହେବା ପରେ ଅବସର ନେବା ପ୍ରଶ୍ନର ରଖିଲେ ଉତ୍ତର

କନକ ବ୍ୟୁରୋ : ପୁଣି ଥରେ ଆଇପିଏଲ୍ ଖେଳିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍ ଟାଇଟଲ ଜିତିବା ପୂର୍ବରୁ ଏନେଇ ଅନେକ ଚର୍ଚ୍ଚା ହେଉଥିଲା । ଦଳ ଚାମ୍ପିଅନ୍ ହେବା ପରେ ଅବସର ନେବା ପ୍ରଶ୍ନର ଉତ୍ତର ରଖିଛନ୍ତି ଧୋନୀ ।…
Read More...

ପୁଣି ବାଜି ମାରିନେଲା ଚେନ୍ନାଇ : ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

କନକ ବ୍ୟୁରୋ : ପୁଣି ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା । ପ୍ରଥମେ ବ୍ୟାଟିଂ କରି…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ । ଦେଖନ୍ତୁ, ୧୫ ଜଣିଆ ଦଳରେ ସ୍ଥାନ ପାଇଲେ କିଏ…

କନକ ବ୍ୟୁରୋ: ଆସନ୍ତା ଜୁନ୍ ୭ ତାରିଖରେ ଖେଳାଯିବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ । ଭାରତ- ଅଷ୍ଟ୍ରେଲିଆ ଭିତରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେ ମାତ୍ର କିଛି ଦିନର ସମୟ ବାକି ଅଚି । ତେବେ ଟିମ୍ ଇଣ୍ଡିଆର ଦଳ ଘୋଷଣା ପରେ ଏବେ ବିଶ୍ୱ ଟେଷ୍ଟ…
Read More...

ପ୍ରଶଂସକଙ୍କୁ ସରପ୍ରାଇଜ ଦେବେ କି ଧୋନୀ? ପୂର୍ବରୁ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳିବା ପରେ ନେଇଥିଲେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ : ବର୍ଷା କାରଣରୁ ଆଇପିଏଲ ଫାଇନାଲ ମୁକାବିଲା ରିଜର୍ଭ ଡେ ଅଥାର୍ତ ଆଜି ଖେଳାଯିବ । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ବର୍ଷା କାରଣରୁ ୨୮ ତାରିଖରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଟସ୍ ମଧ୍ୟ ପଡି ପାରିନଥିଲା । ତେଣୁ…
Read More...

ଆଇପିଏଲ : ଆଜି ଯଦି ବର୍ଷା ହୁଏ ? ସାମାନ୍ୟ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

କନକ ବ୍ୟୁରୋ : ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ । ଆଜି ମ୍ୟାଚ ହେବାକୁ ଥିବା…
Read More...

ଆଜି ଆଇପିଏଲ ଫାଇନାଲ : ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ; ଗତକାଲି ବର୍ଷା ଯୋଗୁଁ ବାତିଲ ହୋଇଥିଲା ମ୍ୟାଚ୍

କନକ ବ୍ୟୁରୋ : ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନସ୍ । ଦୁଇ ଦଳର ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ବି ହାତେଇ ସାରିଛି…
Read More...