Browsing Category

ଖେଳ

ଏସିଆ କପ୍ ପାଇଁ ଘୋଷଣା ହେଲା ତାରିଖ । ୩୧ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍,ପାକିିସ୍ତାନରେ…

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଶେଷରେ ଏସିଆ କପ ୨୦୨୩ ପାଇଁ ତାରିଖ ଘୋଷଣା ହୋଇଛି । କେବଳ ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ କରିବାକୁ ନିଷ୍ପତି ନେଇଛି ଏସିଆନ କ୍ରିକେଟ କାଉଁନସିଲ । ଟୁର୍ଣ୍ଣାମେଂଟର ପୁରା ଖେଳସୂଚୀ ସାମ୍ନାକୁ ଆସିଛି…
Read More...

ପାକିସ୍ତାନକୁ ଲାଗିଲା ବଡ ଝଟକା । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଜାଣନ୍ତୁ, କେବେଠୁ ଆରମ୍ଭ ହେବ…

କନକ ବ୍ୟୁରୋ: ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଖାଲି ସେତିକି ନୁହେଁ, ଅଗଷ୍ଟ-ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଏହି ଘୋଷଣା ପରେ ପାକିସ୍ତାନକୁ ବଡ…
Read More...

ଆଜିଠୁ ନ୍ୟାସନାଲ ଇଣ୍ଟରଷ୍ଟେଟ ଆଥଲେଟିକ୍ ଚାମ୍ପିଅନସିପ୍ : ଭାଗ ନେବେ ଶହଶହ ଖେଳାଳି; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଧାବକ…

କନକ ବ୍ୟୁରୋ : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଅମୀୟ । ଆଜି ଠାରୁ ନ୍ୟାସନାଲ ଇଣ୍ଟର ଷ୍ଟେଟ ଆଥଲେଟିକ ଚାମ୍ପିଅନସିପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଦେଶର ଶହ ଶହ ଖେଳାଳି ଭାଗ ନେବେ । ଓଡ଼ିଶାରୁ ୧୫ ଜଣ ଖେଳାଳି ଏଥିରେ ଭାଗ ନେବେ । ଏମାନଙ୍କ ମଧ୍ୟରେ…
Read More...

ଟେଷ୍ଟ ଦଳରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ ଦିନେଶ କାର୍ତ୍ତିକ । ଦେଖନ୍ତୁ, କେଉଁ କେଉଁ ଖେଳାଳିଙ୍କୁ ସାମିଲ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ ଲଗାତାର ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିୟନ୍ ହେବାରୁ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ବଡ ବ୍ୟବଧାନରେ ପରାଜିତ ହୋଇଛି । ତେବେ କଙ୍ଗାରୁ ଟିମଠାରୁ ଏତେ ବଡ…
Read More...

ଆଇପିଏଲକୁ ନେଇ ଷ୍ଟାର୍କ ଦେଲେ ବଡ ବୟାନ । ପ୍ରଶଂସା କଲେ ଭାରତୀୟ କ୍ରିକେଟ ଫ୍ୟାନ୍ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲାରେ ବାଜିମାତ କରିଛି ଅଷ୍ଟ୍ରେଲିଆ ଟିମ୍ । କମିନ୍ସଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ ୨୦୯ ରନରେ ମାତ୍ ଦେଇ ଟାଇଟଲ ଜିତିଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆର ଏହି ବିଜୟରେ ଦ୍ରୁତ ବୋଲର ମିସେଲ ଷ୍ଟାର୍କଙ୍କର ବଡ ଭୂମିକା ରହିଥିଲା ।…
Read More...

ମୁହଁ ଖୋଲିଲେ ଗୌତମ ଗମ୍ଭୀର । କହିଲେ, କୋହଲିଙ୍କୁ ମୁଁ ସମ୍ମାନ କରେ, ଧୋନୀଙ୍କ ସହ ସମ୍ପର୍କକୁ ନେଇ ଦେଲେ ବଡ ବୟାନ ।

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବେ ଆଇପିଏଲରେ ଉଭୟ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଥିଲା ତାହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ପଡିଆ ମଧ୍ୟରେ ଗମ୍ଭୀର ଓ କୋହଲିଙ୍କର…
Read More...

ସୋସିଆଲ ମିଡ଼ିଆରେ ଶୁଭମାନ ସେୟାର କଲେ ପୋଷ୍ଟ, ଆଇସିସି ନେଇପାରେ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କିଏ ବିଜୟୀ ହେବ, କିଏ ପରାଜିତ ହେବ ତାହାକୁ ନେଇ ଚାଲିଛି ଆକଳନ । ଶେଷ ଦିନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଚତୁର୍ଥ ଦିନରେ ମୈଦାନରେ ଏମିତି କିଛି ଘଟଣା…
Read More...

ଏସିଆ କପକୁ ଗ୍ରୀନ୍ ସିଗନାଲ! କେଉଁଠି ଖେଳିବ ଟିମ୍ ଇଣ୍ଡିଆ?

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । କାରଣ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଯଦି ବର୍ଷା ହୁଏ? ତେବେ କିଏ ହେବ ବିଜେତା?

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା । ଏହି ମ୍ୟାଚର ୪ ଦିନ ଶେଷ ହୋଇଥିବା ବେଳେ ଆଜି ୫ମ ଦିନରେ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ କାହା ସପକ୍ଷରେ ଫଳାଫଳ ଯିବ ତାହା କହିବା ଏବେ ବି ମୁସ୍କିଲ । କାରଣ ଟିମ୍ ଇଣ୍ଡିଆକୁ ବିଜୟ…
Read More...

କିଏ ଜିତିବ ଫାଇନାଲ ମୁକାବିଲା? ଭାରତକୁ ଦରକାର ୨୮୦ ରନ୍, ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ ।

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଇଂଲଣ୍ଡର ଓଭାଲରେ ଚାଲିଥିବା ମ୍ୟାଚର ଶେଷ ଦିନରେ ଭରପୁର ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ଦରକାର ୨୮୦ ରନ । ସେହିଭଳି ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ଆବଶ୍ୟକ ୭…
Read More...