Browsing Category

ଖେଳ

‘ୱାରିୟର ଇଜ୍ ବ୍ୟାକ୍’ । ପୁଣିଥରେ ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍, ଲଗାଇଲେ ଲମ୍ବା ଲମ୍ବା ଛକା ।

କନକ ବ୍ୟୁରୋ : ପୁଣି ମୈଦାନକୁ ଫେରିଲେ ସିକ୍ସର କିଙ୍ଗ୍ । ମାରିଲେ ଲମ୍ବା ଲମ୍ବା ଛକା । ସିକ୍ସର କିଙ୍ଗ୍ ଯୁବରାଜଙ୍କୁ ପୁଣିଥରେ ମୈଦାନରେ ଦେଖିବାକୁ ମିଳିଛି । ନେଟସରେ ଦୀର୍ଘ ସମୟ ଧରି ପ୍ରାକ୍ଟିସ କରିଛନ୍ତି ଯୁବରାଜ । ଆଉ ଏହି ସମୟରେ ସେହି ପୁରୁଣା ଅନ୍ଦାଜରେ ମାରିଛନ୍ତି ଲମ୍ବା ଲମ୍ବା…
Read More...

ଜିମ୍ବାୱେ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ବାଦ୍ ପଡିଲେ ଷ୍ଟାର ସ୍ପିନର, ଆଇପିଏଲରେ ଦମଦାର ପ୍ରଦର୍ଶନ…

କନକ ବ୍ୟୁରୋ : ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଗସ୍ତ ପୂର୍ବରୁ ଆହତ ହୋଇ ପୂରା ସିରିଜରୁ ବାଦ୍ ପଡିଛନ୍ତି । ଧୱନଙ୍କ ବଦଳରେ କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସେହିଭଳି ୱାସିଂଟନ ସୁନ୍ଦରଙ୍କ ବିକଳ୍ପ ଭାବେ ନୂଆ ବୋଲରଙ୍କୁ ଦଳରେ…
Read More...

ତାଙ୍କୁ ଖେଳିବାକୁ ଦିଅ, ନିଶ୍ଚୟ ଫର୍ମକୁ ଫେରିବେ । କୋହଲିଙ୍କୁ ନେଇ କିଛି ଏମିତି କହିଲେ ସୌରଭ ଗାଙ୍ଗୁଲି ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । କୋହଲିଙ୍କ ବ୍ୟାଟରୁ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଉ ଏସିଆ କପରେ…
Read More...

ଭାରତ ଖେଳ ଜଗତକୁ ଝଟକା : AIFF କୁ ସସପେଣ୍ଡ କଲା FIFA

କନକ ବ୍ୟୁରୋ: ଭାରତୀୟ ଖେଳ ଜଗତକୁ ବଡ ଝଟକା । ଏଆଇଏଫଏଫ୍ (AIFF) ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ ସଙ୍ଗଠନ (FIFA)। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି।…
Read More...

ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବିଦେଶୀ କ୍ରିକେଟର । ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କହିଲେ…

କନକ ବ୍ୟୁରୋ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରି ୭୬ ବର୍ଷରେ ପାଦ ଦେଇଛି । ଆଉ ଏହାକୁ ଉତ୍ସବ ଭାବେ ପାଳନ କରୁଛି ପୂରା ଦେଶ । ୭୫ ବର୍ଷ ପୂରା କରିଥିବାରୁ ଏବେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଣ ଅନୁକୋଣରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଦେଶର ବିଶିଷ୍ଟ…
Read More...

ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଲା ଟିମ୍ ଇଣ୍ଡିଆ, ପ୍ରୋଫାଇଲ ଫଟୋ ବଦଳାଇଲେ ଖେଳାଳୀ ।

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଟି କୋଟି ଜନତା ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ଏହାର ଏକ ଅଂଶବିଶେଷ । ଯେଉଁ ଅଭିଯାନରେ ଅନେକ ଲୋକ ନିଜ ଘରେ ତ୍ରିରଙ୍ଗା ଉଡାଉଥିବା ବେଳେ କିଛି…
Read More...

ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା…
Read More...

ଶୂନରେ ଆଉଟ ହୋଇଥିଲି ବୋଲି… ରାଜସ୍ଥାନ ରୟାଲ୍ସ ମାଲିକ ମାରିଥିଲେ ଚାପୁଡା । ଆତ୍ମଜୀବନୀରେ ସାଂଘାତିକ ଅଭିଯୋଗ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ରସ୍ ଟେଲର ନିଜର ବାୟୋଗ୍ରାଫି ବ୍ଲାକ ଆଣ୍ଡ ହ୍ୱାଇଟରେ ଏକ ସାଂଘାତିକ ଖୁଲାସା କରିଛନ୍ତି । ଟେଲର ଏହି ବହିରେ ଲେଖିଛନ୍ତି ଯେ, ଆଇପିଏଲ ଫ୍ରାଞ୍ଚଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ବେଳେ ଶୂନରେ ଆଉଟ ହେବା କାରଣରୁ ଟିମର ମାଲିକ ମୋତେ…
Read More...

ଲଞ୍ଚ୍ ହେଲା ଓଡ଼ିଶା FCର ଅଫିସିଆଲ କିଟ୍ । ଅକ୍ଟୋବରରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍ ।

କନକ ବ୍ୟୁରୋ: ଉନ୍ମୋଚିତ ହେଲା 'ଓଡ଼ିଶା ଏଫସି'ର ଫୁଟବଲ କିଟ୍ । ଟିମର ଥିମ ରହିଛି ଆମ ଟିମ୍ ଆମ ଗେମ୍ । ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଏଫସିର ଅଫିସିଆଲ୍ କିଟ୍ ଉନ୍ମୋଚନ ହୋଇଯାଇଛି । ଟିମ୍ ମ୍ୟାନେଜମେଣ୍ଟ ଏବଂ କିଛି ଅଫିସିଆଲଙ୍କ ଉପସ୍ଥିତିରେ ହେଇଛି ଏହି ଉନ୍ମୋଚନ । ଆଜି ସନ୍ଧ୍ୟାରେ ଏକ…
Read More...

ବିଦେଶୀ ଲିଗରେ ଟିମ୍ କିଣୁଛନ୍ତି ଆଇପିଏଲ୍ ଟିମର ମାଲିକ । ବିସିସିଆଇର ବଢିଲା ଟେନସନ୍ ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଟି-୨୦ କ୍ରିକେଟ୍ ଜଗତର ଗୋଟିଏ ବଡ ବ୍ରାଣ୍ଡ କହିଲେ କିଛି ଭୁଲ ହେବନି । କାହିଁକି ନା, ଏହି ଲିଗରେ ଦେଶ ବିଦେଶର ଚର୍ଚ୍ଚିତ ଖେଳାଳିମାନେ ସାମିଲ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅନ୍ୟ ଦେଶମାନଙ୍କରେ ଆରମ୍ଭ ହୋଇଥିବା ଟି-୨୦ କ୍ରିକେଟ୍ ଲିଗ୍…
Read More...