Browsing Category

ସ୍ପେଶାଲ୍ ରିପୋର୍ଟ

ସେପ୍ଟେମ୍ବର ପହିଲାରୁ ଅନେକ ପରିବର୍ତ୍ତନ । ଏଲପିଜିଠାରୁ ବ୍ୟାଙ୍କିଙ୍ଗ୍, ସବୁଠି ବଦଳିବ ନିୟମ

କନକ ବ୍ୟୁରୋ : ମାସ ଆରମ୍ଭରୁ ପାଖାପାଖି ପ୍ରତି କ୍ଷେତ୍ରରେ କିଛି କିଛି ପରିବର୍ତ୍ତନ ହେବ । ଏହି କ୍ରମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ବ୍ୟକ୍ତିଙ୍କ ପାଇଁ ନିତାନ୍ତ ଆବଶ୍ୟକ ରନ୍ଧନ ଏଲପିଜି ଗ୍ୟାସ । କେନ୍ଦ୍ର କ୍ୟାବିନେଟ୍ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ…
Read More...

ଆପଣ ଚାପରେ ଅଛନ୍ତି କି? ଚାପ କାରଣରୁ ଆତ୍ମହତ୍ୟା ଭାବନା ଆସୁଥିଲେ ରହିଯାଆନ୍ତୁ … ପଢନ୍ତୁ ଏଥିରୁ ବର୍ତ୍ତିବାର…

କନକ ବ୍ୟୁରୋ: ନିକଟରେ ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟାର ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସୁଛି । କିଏ ପରୀକ୍ଷାରେ କମ ନଂ ରଖିବା ପାଇଁ ତ ଆଉ କିଏ ପାଠ ପଢାର ଚାପକୁ ସମ୍ଭାଳି ନପାରି ଆତ୍ମହତ୍ୟା କରିଛି । କିଏ ଅତ୍ୟଧିକ ଔଷଧ ସେବନ କରି ତ ଆଉ କିଏ ପଙ୍ଖାରେ ଝୁଲି ନିଜର ଜୀବନ…
Read More...

ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ

"ତାଲିବାନ ସରକାର ଆଫଗାନିସ୍ତାନର ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେବା ପରେ ମୋର କେବଳ ଗୋଟିଏ ଆଶା ବାକି ଥିଲା । ମୁଁ କୌଣସି ପ୍ରକାରେ ଛାତ୍ରବୃତ୍ତି ପାଇ ବିଦେଶ ଯିବାକୁ ଚାହୁଁଥିଲିକିନ୍ତୁ ମୋର ଏ ସ୍ବପ୍ନ ମଧ୍ୟ ପୁରଣ ହୋଇପାରିଲା ନାହିଁ । " ଆଫଗାନିସ୍ତାନର 20 ବର୍ଷ…
Read More...

‘ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରିବ’: ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ଏଭଳି କହିଲେ ମୁଖ୍ୟ ବିଚାରପତି

କନକ ବ୍ୟୁରୋ: ‘୩୬୪ ଦିନ କେବେବି ଛୁଟି ନାହିଁ, ୨୪ ଘଣ୍ଟିଆ କାମ କରିବ, ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରୁଥିବ’ । ଏହା ଥିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପ୍ରଥମ ତଥା ଦବିଙ୍ଗତ ପତ୍ନୀ ରଶ୍ମୀ ଚନ୍ଦ୍ରଚୂଡଙ୍କ ଇଣ୍ଟରଭ୍ୟୁ ଏକ୍ସପେରିଏନ୍ସ । ନିକଟରେ ଲ ଷ୍ଟୁଡେଣ୍ଟସଙ୍କ ଏକ…
Read More...

କ୍ରିକେଟ ପଡିଆରେ ଖେଳାଳିଙ୍କୁ ରେଡ୍ କାର୍ଡ। ପଡିଆରୁ ବାହାରକୁ ଗଲେ ସୁନିଲ ନାରିନ୍

କନକ ବ୍ୟୁରୋ: କ୍ରିକେଟ ପଡିଆରେ କୌଣସି ଫ୍ୟାନ୍ସ ଏହା କଳ୍ପନା କରିନଥିବେ ଯେ ଫୁଟବଲ ଖେଳ ଭଳି ଏଠାରେ ବି ଏହି ଭଳି ନିୟମ ଲାଗୁ ହେବ । ଏଭଳି ଦୃଶ୍ୟ ବି କ୍ରିକେଟ ପଡିଆରେ ଦେଖିବାକୁ ମିଳିବ । ଫୁଟବଲ ମଇଦାନରେ ଖେଳାଳି ତାଙ୍କର ଖରାପ ବ୍ୟବହାର ପାଇଁ ୨ଟି ପ୍ରକାରର କାର୍ଡ ପାଇ ଦଣ୍ଡିତ…
Read More...

‘ମୋ ପୁଅକୁ ବଞ୍ଚାଇଦିଅ, ନହେଲେ ମୋ ନାତି ନାତୁଣୀ ଦିଟା ଅନାଥ ହୋଇଯିବେ’: ପୁଅ ପାଇଁ ବୁଲି ବୁଲି କାନି ପାତୁଛି ମା’ ।

କନକ ବ୍ୟୁରୋ: ପୋଷିଲା ପୁଅ ପାଇଁ କାନ୍ଦୁଛି ବୁଢି ମା’ । ଯେଉଁ ବୟସରେ ପୁଅ ବୋହୂଙ୍କ ସେବାରେ ଦିନ ଯାଇଥାନ୍ତା ସେ ସମୟରେ ପୁଅକୁ ଶେଯରେ ପଡି କଲବଲ ହେଉଥିବା ଦେଖି ମା ଆଖିରୁ ଅହରହ ଲୁହ ଗଡୁଛି । କେନ୍ଦ୍ରାପଡା ଆଳି ବ୍ଲକ ଆଙ୍କୋ ଗାଁର ଗଣେଶ ନାୟକ । କେରଳରେ ରହି କାମ କରୁଥିଲେ । ଭଲ ଦି…
Read More...

ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ଘର ବୁଲିଲେ, ଦୁଃଖ ଦୁର୍ଦ୍ଦଶା ବୁଝିଲେ ।

କନକ ବ୍ୟୁରୋ: ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ସରକାରୀ ବାବୁ । ଯେଉଁଠି ପୂର୍ବରୁ ପହଞ୍ଚିନଥିଲା ପ୍ରଶାସନ, ମିଳିନାହିଁ ସରକାରୀ ସୁବିଧା, ଯାହାକୁ କୁହନ୍ତି ଅପହଞ୍ଚ ଇଲାକା । ସେଠିକାର ସମସ୍ୟା ବୁଝିବା ପାଇଁ ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ବାରଣ୍ଡାରେ ବସି ଲୋକଙ୍କ ସମସ୍ୟା ବୁଝିଲେ ।…
Read More...

ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର

ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ଆଜକୁ ପ୍ରାୟ 50 ବର୍ଷ ତଳର କଥା । 1973 ମସିହା  ଆରବ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ସାଉଦି ଆରବ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ…
Read More...

କୁକୁର ମାନକ ପୂର୍ବଜ ଗଧିଆ ଥିଲେ

ମଣିଷର ସବୁଠାରୁ ବିଶ୍ୱସ୍ତ ପଶୁ ହେଉଛି 'ଗଧିଆ' | ଏହା ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହା ଆଂଶିକ ସତ୍ୟ ।  ବାସ୍ତବରେ ଆପଣଙ୍କ ଚାରିପାଖରେ ରହୁଥିବା କୁକୁରମାନେ ଏକଦା ଗଧିଆ ଥିଲେ । ପ୍ରାୟ 20 ହଜାର ବର୍ଷ ପୂର୍ବେ ସେମାନେ ମଣିଷର ସବୁଠାରୁ ବଡ ଶତ୍ରୁ ଭାବରେ ପରିଗଣିତ ହେଉଥିଲେ । ଧୀରେଧୀରେ…
Read More...

ଜଣେ ମା’ର କଷ୍ଟ : ଝିଅ ପଢିବ ବୋଲି… ମା’ ଚାଲୁଛି ୧୦ କିମି ବାଟ

କନକ ବ୍ୟୁରୋ: ଭାଗ୍ୟରେ ଯାହା ହେବାରେ ଥିଲା ହୋଇଗଲା । ତାକୁ ଭାବି ଆଉ ଲାଭ କ’ଣ । ଏଣିକି ଆଗକୁ କ’ଣ ହୋଇପାରିବ ତାକୁ ଆଖି ଆଗରେ ରଖି ବାଟ ଚାଲିବା କଥା । ବାସ୍ ଏଇତକ କଥା ମନରେ ଆଣ୍ଟ କରି ଅଣ୍ଟା ଭିଡିଛନ୍ତି ଏହି ମା’ଜଣକ । ପାରାଲିସିସ୍ ଝିଅକୁ ଶିକ୍ଷାଦୀକ୍ଷା ଦେଇ ମଣିଷ କରିବାକୁ ଆଗଭର…
Read More...