Browsing Category

ସ୍ପେଶାଲ୍ ରିପୋର୍ଟ

କୋଟିଏ ଶବ୍ଦକୁ ବଖାଣିଦିଏ ଗୋଟିଏ ଫଟୋ । ଶୈଶବର ସୁନ୍ଦର କାହାଣୀକୁ ଫଟୋରେ ଫଟୋରେ ପଢ଼ନ୍ତୁ…

କନକ ବ୍ୟୁରୋ: ଶୈଶବ... ନା ଅଛି ପାଇବାର ବଡ଼ ଆଶା । ନା ଅଛି ହରାଇବାର ଦୁଃଖ । ନିଜ ଦୁନିଆରେ ମସଗୁଲ ଥାଏ ଶିଶୁ ଟିଏ । ଏହି ଯେମିତି ମା କୋଳରେ ଅତି ଆରାମରେ ଶୋଇଛି କୁନି ଛୁଆଟି । ଆଉ ମା କାମକୁ ଗଲେ ଜେଜେ ମା ଗୀତ ଗାଇ ଶୁଆଇ ଦିଏ ଛୁଆଟିକୁ । ବାପାଙ୍କ କୋଳରେ ଅତି ଆରାମରେ ବସିଛି ଛୁଆଟି । ସେ…
Read More...

ବିବେକ ରାମସ୍ଵାମୀ କିଏ ?

କନକ ବ୍ୟୁରୋ: ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିବେକ ରାମସ୍ବାମୀ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ନାମ ବହୁତ ଚର୍ଚ୍ଚାରେ ଅଛି । ବିବେକ ରାମସ୍ବାମୀଙ୍କୁ  ଆଗାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର ଭାବରେ ମଧ୍ୟ …
Read More...

‘ ମୁଁ ତାଙ୍କ ମନ ଜିତିପାରିଲିନି’ … ଛାତ୍ରମାନେ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ନାଁ ଲେଖାଇଲେ ବୋଲି ଆତ୍ମହତ୍ୟା…

କନକ ବ୍ୟୁରୋ: ‘ଭାବିଥିଲି ଏ ସ୍କୁଲକୁ ଆସି ଏହାର ବିକାଶ କରିବି । ଏଠିକା ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସୁଧାରିବି । ହେଲେ ଅନେକ ଚେଷ୍ଟା ପରେ ବି ସେମାନଙ୍କ ମନ ଜିତି ପାରିଲିନି । ଶେଷରେ ୯ଜଣ ପିଲା ଅନ୍ୟ ସ୍କୁଲରେ ନାଁ ଲେଖାଇଲେ । ଏହାକୁ ମୋତେ କଷ୍ଟ ଦେଇଛି । ତେଣୁ ମୁଁ ଆତ୍ମହତ୍ୟା କରୁଛି’…
Read More...

ଆରପାରିକୁ ଚାଲିଗଲେ ସ୍ୱାମୀ, ପଇସା ପାଇ ପରକରିଦେଲା ବୋହୂ : ଏକାକୀ ଜୀବନ ଯନ୍ତ୍ରଣା ସହ ଲଢ଼େଇ କରୁଛନ୍ତି ନିଆଳିର ସହିଦ…

କନକ ବ୍ୟୁରୋ : ଓଃ କି ଦୁଃଖ... କି ଯନ୍ତ୍ରଣା... ସହିଦ ପୁଅର ଫଟୋକୁ ଛାତିରେ ଚାପି ଧରିଛି ସ୍ନେହମୟୀ ମା’ । ପଣତ କାନିରେ ପୋଛି ଦେଉଛି, ଆଖିର ଲୁହକୁ ଓଠରେ ପିଇ ଗୁମୁରି କାନ୍ଦୁଛି ବୟସର ଅପରାହ୍ନରେ ଥିବା ବୁଢ଼ୀ ମା' । ପୁଅ ଫେରିବନି ଜାଣିକି ମଧ୍ୟ ଦୂଆର ମୁହଁରେ ପୁଅର ଫେରିବା ବାଟକୁ ଚାହିଁ…
Read More...

୭ ବର୍ଷ ଲଗାତାର ଫେଲ୍ ତଥାପି ହାରିଲେନି, ଶେଷ ପ୍ରୟାସରେ ସଫଳ ହେଲେ; ବନିଗଲେ ଆଇଏଫଏସ୍

କନକ ବ୍ୟୁରୋ: ‘ଉଠ , ଜାଗ୍ରତ ହୁଅ, ନିଜ ଲକ୍ଷ୍ୟସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ରୁହନାହିଁ’  ସ୍ୱାମୀ ବିବେକାନନ୍ଦଙ୍କ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତି ଆଇଏଫଏସ୍ ଅଫିସର ପୱନ ଗୁପ୍ତା । ୭ ବର୍ଷ ଧରି କ୍ରମାଗତ ବିଫଳତାକୁ ସାମ୍ନା କରି ବି ହାର ମାନିନଥିଲେ । କଠିନ ପରିଶ୍ରମ…
Read More...

ଇଞ୍ଜିନିୟର ଗୁପଚୁପ୍ ବାଲା । ସକାଳୁ ସକାଳୁ ଅଫିସ ଯାଆନ୍ତି, ସନ୍ଧ୍ୟାରେ ଗୁପଚୁପ୍ ବିକୁଛନ୍ତି ।

କନକ ବ୍ୟୁରୋ: ପେଶାରେ ମେକାନିକାଲ ଇଞ୍ଜିନିୟର । ନିଶା ନିଆରା ଗୁପଚୁପ୍ ତିଆରି କରି ବିକିବା । ହାଲରେ ଚୁକ୍ତିଭିତ୍ତିକ ଚାକିରି, ହାତକୁ ମାସିକ ଆସୁଛି ୧୫ ହଜାର ଟଙ୍କା ଦରମା । ହେଲେ ଘରେ ବସି ସମୟ ନଷ୍ଟ କରିବା କହିଁକି? ଭାବି ଭାବି ଶେଷରେ ଗୁପଚୁପ୍ ବାଲା ବନିଯାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ…
Read More...

ବଜାରକୁ ଆସୁଛି ନୂଆ ଆଇଫୋନ୍

କନକ ବ୍ୟୁରୋ: ଆପଲ୍ ପ୍ରତିବର୍ଷ ସେପ୍ଟେମ୍ବରରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରେ | ଚଳିତ ବର୍ଷ ମଧ୍ୟ  12 କିମ୍ବା 13 ସେପ୍ଟେମ୍ବରରେ ଏକ ଇଭେଣ୍ଟରେ ଏହାର ନୂତନ ଆଇଫୋନ୍ ଲଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଆପଲ୍ ର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ…
Read More...

ସଲମାନଙ୍କୁ ଚ୍ୟାଲେଞ୍ଜ ଦେବା ଭାରି ପଡିଲା । ଜୀବନର ସବୁ ହରାଇ ବର୍ବାଦ ହୋଇଗଲେ, ଏବେ କ’ଣ କରୁଛନ୍ତି ଜୁବେର?

କନକ ବ୍ୟୁରୋ: ଫିଲ୍ମ ମେକର ତଥା ଡାଇରେକ୍ଟର ଜୁବେର ଖାନଙ୍କ ମନର କ୍ଷୋଭ । ବିଗବସ୍ ୧୧ରେ ଥିବା ଏହି କଣ୍ଟେଷ୍ଟାଣ୍ଟଙ୍କ କଥା ହୁଏତ ଅପଣଙ୍କର ମନେ ଥିବ । ଏଥିରେ ସଲମାନ୍ ଖାନ୍ ଲାଇଭ ସୋରେ ଖୋଲାଖୋଲି ଏହି କଣ୍ଟେଷ୍ଟାଣ୍ଟଙ୍କୁ ଗାଳି ଦେଇଥିଲେ । ଶୋ’ରେ ସଲମାନଙ୍କ ସହ ହୋଇଥିବା ଏହି କଥା କଟକଟି…
Read More...

ଭାରତର ମିଶନ ‘ମତ୍ସ୍ୟା’, ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ ଇତିହାସ ରଚିବ ଭାରତ

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି ଭାରତର ମିଶନ ମତ୍ସ୍ୟା ବାବଦରେ? ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ କେଉଁ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତ । କଣ ଏହି ପ୍ରକଳ୍ପର ବିଶେଷତା । ଆସନ୍ତୁ ଜାଣିବା ଏହା ବାବଦରେ ବିସ୍ତୃତ ଭାବେ । ଆମେରିକା, ଚୀନ ଭଳି ବିକଶିତ ଦେଶ ପରେ ଭାରତ ସମୁଦ୍ର…
Read More...

ପୋଲିସ ହାତରେ ପଡିଛି କୋଟିପତି ଚୋର । ଭାରତଠୁ ଆରମ୍ଭ କରି ନେପାଳ ଯାଏଁ ରହିଛି ବିପୁଳ ସମ୍ପତ୍ତି

କନକ ବ୍ୟୁରା: ଦିଲ୍ଲୀ ପୁଲିସ ହାତରେ ,ମିତି ଏକ ଚୋର ଧରା ପଡିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଚୋର ଗତ ୨୫ ବର୍ଷ ଧରି ଚୋରୀ କରିଆସୁଛି । ଚୋରି କରି କରି ଏଯୁବକ ଜଣକ ଭାରତଠୁ ନେଇ ନେପାଳ ଯାଏଁ କୋଟି କୋଟି ଟଙ୍କାର କୋଠାବାଡି କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି…
Read More...