Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର

ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ଆଜକୁ ପ୍ରାୟ 50 ବର୍ଷ ତଳର କଥା । 1973 ମସିହା  ଆରବ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ସାଉଦି ଆରବ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ…
Read More...

କୁକୁର ମାନକ ପୂର୍ବଜ ଗଧିଆ ଥିଲେ

ମଣିଷର ସବୁଠାରୁ ବିଶ୍ୱସ୍ତ ପଶୁ ହେଉଛି 'ଗଧିଆ' | ଏହା ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହା ଆଂଶିକ ସତ୍ୟ ।  ବାସ୍ତବରେ ଆପଣଙ୍କ ଚାରିପାଖରେ ରହୁଥିବା କୁକୁରମାନେ ଏକଦା ଗଧିଆ ଥିଲେ । ପ୍ରାୟ 20 ହଜାର ବର୍ଷ ପୂର୍ବେ ସେମାନେ ମଣିଷର ସବୁଠାରୁ ବଡ ଶତ୍ରୁ ଭାବରେ ପରିଗଣିତ ହେଉଥିଲେ । ଧୀରେଧୀରେ…
Read More...

ଜଣେ ମା’ର କଷ୍ଟ : ଝିଅ ପଢିବ ବୋଲି… ମା’ ଚାଲୁଛି ୧୦ କିମି ବାଟ

କନକ ବ୍ୟୁରୋ: ଭାଗ୍ୟରେ ଯାହା ହେବାରେ ଥିଲା ହୋଇଗଲା । ତାକୁ ଭାବି ଆଉ ଲାଭ କ’ଣ । ଏଣିକି ଆଗକୁ କ’ଣ ହୋଇପାରିବ ତାକୁ ଆଖି ଆଗରେ ରଖି ବାଟ ଚାଲିବା କଥା । ବାସ୍ ଏଇତକ କଥା ମନରେ ଆଣ୍ଟ କରି ଅଣ୍ଟା ଭିଡିଛନ୍ତି ଏହି ମା’ଜଣକ । ପାରାଲିସିସ୍ ଝିଅକୁ ଶିକ୍ଷାଦୀକ୍ଷା ଦେଇ ମଣିଷ କରିବାକୁ ଆଗଭର…
Read More...

ଗରିବ ଟ୍ରକ୍ ଡ୍ରାଇଭରଙ୍କ ପୁଅ ଚନ୍ଦ୍ରଯାନ-୩ର ହିରୋ । ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ସୋହନ ଯାଦବ ।

କନକ ବ୍ୟୁରୋ: କଥାରେ ଅଛି ମନର ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ଏହାକୁ ଶତ ପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ଝାଡଖଣ୍ଡର ଯୁବ ବୈଜ୍ଞାନିକ ସୋହନ ଯାଦବ । ଅଭାବୀ ଘରର ପୁଅ ସୋହନ ପାଲଟିଛନ୍ତି ଚନ୍ଦ୍ରଯାନ- ୩ ମିଶନର ହିରୋ । ବାପା ଜଣେ ଟ୍ରକ୍ ଡ୍ରାଇଭର । ମା’ ଜଣେ…
Read More...

ଜାଣିଛନ୍ତି କି କଣ ରେପୋ ରେଟ୍ ଆଉ ରିଭର୍ସ ରେପୋ ରେଟ୍ ? ପଢନ୍ତୁ…

କନକ ବ୍ୟୁରୋ: ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ବେସିସ ପଏଣ୍ଟ ଏହାର ଅର୍ଥ ସାଧାରଣଭାବେ ବୁଝାପଡେନାହିଁ ।ଏ ବାବଦରେ ସମସ୍ତଙ୍କୁ ବହୁତ କମ ଜଣାଅଛି । ତେଣୁ ଯେଉଁମାନେ ଏ ବାବଦରେ ଜାଣିନାହାନ୍ତି ସେମାନଙ୍କୁ ଟିକେ ସାଧାରଣ ଭାଷାରେ ଏହାର ଅର୍ଥ ବୁଝାଇ ଦେବାର ଆବଶ୍ୟକତା ଅଛି । ଜାଣିବା ରିଜର୍ଭ…
Read More...

ଦିବ୍ୟାଙ୍ଗ, ବିଧବା ବୃଦ୍ଧାଙ୍କୁ ବି ଚାହୁଁନାହାନ୍ତି ସରକାର ? ଯୋଗ୍ୟ ହୋଇବି ମିଳୁନି ଆବାସ, ଏଠିକାର ଗାଁଲୋକେ…

କନକ ବ୍ୟୁରୋ : ଆବାସ... କିଏ ରଖିଛି ବିଶ୍ୱାସ, କିଏ ହେଉଛି ନିରାଶ । ଆବାସର ଅର୍ଥକୁ ଯଦି ଅତି ସାଧାରଣରେ ବୁଝାଯାଏ ତାହା, ଅସହାୟଙ୍କ ବସବାସ ପାଇଁ ହୋଇଥିବା ଯୋଜନାଟିଏ ବୋଲି ଜଣେ ଦରିଦ୍ର ଲୋକଟି ବୁଝିଥାଏ । କାରଣ ଗରିବ ଲୋକର ଆତ୍ମବିଶ୍ୱାସକୁ ବଢ଼ାଏ ତା’ ଆବାସ । ହେଲେ ଆଜି ଆମେ ଆବାସ ପଛର…
Read More...

ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼…

କନକ ବ୍ୟୁରୋ: ଇତିହାସ ରଚିଲା ଭାରତ, ଜହ୍ନ ଏବେ ଭାରତର, ଜହ୍ନ ମାମୁ ଆମର, ଜହ୍ନରେ ଭାରତ ଲେଖିଲା ନାଁ, ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଖବରର ହେଡଲାଇନ୍ ଆଉ ସୋସିଆଲ ମିଡ଼ିଆର ସିରୋନାମା ପାଲଟିଛି ଏମିତି ଅନେକ କିଛି ଶବ୍ଦ । କାରଣ ଯାହା କୌଣସି ଦେଶ କରିପାରିନଥିଲେ ତାହା ଭାରତ କରିଦେଖାଇଛି…
Read More...

ମୋବାଇଲ୍ କଭରରେ ନୋଟ୍ ରଖୁଥିଲେ ସାବଧାନ ! ଫୋନରେ ଲାଗିଯାଇପାରେ ନିଆଁ

କନକ ବ୍ୟୁରୋ : ଫୋନ୍ କଭରରେ ଟଙ୍କା ରଖୁଥିଲେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ଜୀବନ ନେଇଯାଇପାରେ । ଫୋନରେ ନିଆଁ ଲାଗିଯାଇପାରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଆପଣ ଭାବୁଥିବେ ଫୋନ ପଛରେ ନୋଟ୍ ରଖିଲେ କିପିରି ନିଆଁ ଲାଗିବ ? ଆସନ୍ତୁ ଜାଣିବା ଫୋନ୍ କଭରରେ ନୋଟ୍ ରଖିଲେ କିପରି…
Read More...

ପ୍ରଥମ ଦରମା 500 ଟଙ୍କା ଥିଲା, ବର୍ତ୍ତମାନ ଏହି ସୁପରଷ୍ଟାର ମାସକୁ 1 କୋଟି ରୋଜଗାର କରୁଛନ୍ତି ।

ଦକ୍ଷିଣ ଭାରତରେ ଅର୍ଜୁନ ରେଡ୍ଡୀର  ସଫଳତା ପରେ ବିଜୟ ଦେବରାକୋଣ୍ଡା ଏବେ ଘରେ ଘରେ ପରିଚିତ ଏକ ନାମ ।  ସାଉଥରେ ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି କିନ୍ତୁ ବଲିଉଡରେ ସେତେଟା ପ୍ରଭାବ ଦେଖେଇ ପାରିନାହାନ୍ତି ।  ସେ 2011 ‘ନ୍ୟୁଭିଲ୍ଲା’  ଏବଂ 2012ରେ ‘ଲାଇଫ…
Read More...

ଭିଡ଼ର ଭୁବନେଶ୍ୱରରେ ଭିନ୍ନକ୍ଷମ ପରିବାବାଲା : ହାତ ପତାଇବେନି ବୋଲି ଟ୍ରାଇସାଇକେଲରେ ଖୋଲିଛନ୍ତି ଛୋଟିଆ ହାଟ

କନକ ବ୍ୟୁରୋ : ଶରୀରରେ ଅଧାଗୋଡ଼ କିନ୍ତୁ ଆଖିରେ ଆଖିଏ ଆତ୍ମବିଶ୍ୱାସ । ଭିଡ଼ର ଭୁବନେଶ୍ୱର ଆଉ ଭିଜା ଭିଜା ରାସ୍ତାରେ ଗଡୁଥିଲା ଗାଡ଼ିମଟର । ଠିକ୍ ସେତିକିବେଳେ କ୍ୟାମେରାର କଳାଧଳା ଲେନ୍ସରେ କଏଦ୍ ହୋଇଗଲେ ଜଣେ ଭିନ୍ନକ୍ଷମ ପରିବାବାଲା । ସମସ୍ୟା, ସଂଘର୍ଷ ଓ ସଙ୍କଟକୁ ସାମ୍ନା କରି…
Read More...