Browsing Category

ସ୍ପେଶାଲ୍ ରିପୋର୍ଟ

ବଦଳିର ବାଦାଶାହା IAS ତୁକାରାମ ମୁଣ୍ଡେ । ସଚ୍ଚୋଟ ବୋଲି ୧୬ ବର୍ଷରେ ହେଲେଣି ୧୯ ଥର ବଦଳି

କନକ ବ୍ୟୁରୋ: ୟୁପିଏସସି ପରୀକ୍ଷା ପାସ୍ କରିବା ସବୁଠୁ କଷ୍ଟକର ବ୍ୟାପାର । ଲକ୍ଷ ଲକ୍ଷ ଆଶାୟୀ ଏଥିପାଇଁ ପ୍ରସ୍ତୁତ ହେଉଥିବାବେଳ କିଛି ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ପିଲା ଆଇଏଏସ୍, ଆଇପିଏସ୍, କିମ୍ବା ଆଇଏଫଏସ୍ ହେବାର ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ପୂରଣ…
Read More...

ପୁରା ପରିବାର ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ବୁଢା ବାପା ଉପରେ ଦାଉ ସାଜୁଛି ଦୁଇ ମାନସିକ ଅନଗ୍ରସର ପୁଅଙ୍କ ବୋଝ ।

କନକ ବ୍ୟୁରୋ: ଦିବ୍ୟାଙ୍ଗ ବ୍ରହ୍ମାନନ୍ଦ, ବୟସ ୮୦ ପାର ହେଲାଣି । ଟ୍ରାଇସାଇକେଲରେ ଦିନ ସାରା ବୁଲି ବୁଲି କ’ଣ ଗଣ୍ଡାଏ ମିଳିଲେ ନେଇ ଘରକୁ ଫେରନ୍ତି । ଦେହ ଅବସ ଲାଗିଲେ ବି ଟିକେ ଥକ୍କା ମାରିବାକୁ ତର ନଥାଏ । କାରଣ ଘରକୁ ଫେରିଲେ ଦି ଦି ଜଣ ଦିବ୍ୟାଙ୍ଗ ପୁଅଙ୍କ ଚିନ୍ତା । କେମିତି କ’ଣ ଦିଟା…
Read More...

ବାପା ପାନ ଦୋକାନୀ…ହେଲେ ଝିଅ ହେଲା ଜଜ୍ ସାହେବାଣୀ । ଚର୍ଚ୍ଚାରେ ନିଶୀ ଗୁପ୍ତା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲୋକସେବା ଆୟୋଗର ପିସିଏସ୍-ଜେ ୨୦୨୨ ପରୀକ୍ଷାରେ ଟପ୍ କରିଛନ୍ତି ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ନିଶୀ ଗୁପ୍ତା । କଷ୍ଟ କରି ପାଠ ପଢାଇଥିବା ବାପାଙ୍କ ମାନ ରଖିଛନ୍ତି ନିଶୀ । ତାଙ୍କର ସଫଳତାକୁ ନେଇ ପୁରା ଅଞ୍ଚଳରେ ଖୁସିର ମାହୋଲ । ନିଶୀଙ୍କୁ ଶୁଭେଚ୍ଛା…
Read More...

କୋଟା  ଅଣନିଃଶ୍ୱାସୀ କୋଠରୀରୁ ଫେରିଆସିଲେ । ଏବେ ପାଇଲଟ୍ ହୋଇ ଆକାଶରେ ଉଡି ବୁଲୁଛନ୍ତି । ବର୍ଷକୁ ପାଉଛନ୍ତି କୋଟିଏ…

କନକ ବ୍ୟୁରୋ: ଆମେ କହୁଛୁ ସୁଇସାଇଡ୍ ହବ୍ କୁହାଯାଉଥିବା କୋଟାରୁ ଖସିଆସିଥିବା ଜଣେ ଯୁବ ପାଇଲଟଙ୍କ କଥା । କୋଟାରେ ପିଲାଙ୍କ ରୁମରେ ଗୋଟିଏ ବେଡ୍, ଷ୍ଟଡି ଟେବୁଲ, ପଙ୍ଖାଟିଏ ବ୍ୟତୀତ ଆଉ କିଛିନଥାଏ । ଯେତେବେଳେ ସେମାନେ ଆତ୍ମହତ୍ୟା କଥା ଭାବନ୍ତି ପ୍ରଥମ ନଜର ପଙ୍ଖା ଉପରେ ହିଁ ପଡେ ।…
Read More...

ପରିବାରର ୪ ପୁଅ ଝିଅ ଆଇଏଏସ୍, ଆଇପିଏସ୍ ; ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ମିଶ୍ରା ଫ୍ୟାମିଲି

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ଲାଲଗଂଜର ମିଶ୍ରା ପରିବାର, ୪ ପୁଅ ଝିଅ ପ୍ରଶାସନିକ ଅଧିକାରୀ । ଜଣେ ଝିଅ ଆଇପିଏସ୍ ହୋଇଥିବାବେଳେ ଅନ୍ୟ ୩ ପୁଅ ଝିଅ ଆଇଏଏସ୍ ଅଧିକାରୀ । ଆପଣ ଅନେକ ଆଇଏଏସ୍ଓ ଆଇପିଏସ୍ ଅଫିସରଙ୍କ କାହାଣୀ ତ ଶୁଣିଥିବେ ହେଲେ ଏ ପରିବାରର ସଫଳତାର ଯାତ୍ରା ସବୁଠୁ…
Read More...

ଗୋଟିଏ ହାତରେ ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ ବିଶ୍ୱକର୍ମା । ପ୍ରଶାସନର ଉଦାସୀନତାକୁ ନେଇ ଜଣାଇଛନ୍ତି ମନର…

କନକ ବ୍ୟୁରୋ: ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ଗୋଟିଏ ହାତରେ ଗଢିଚାଲିଛନ୍ତି ଉଚ୍ଚ ଉଚ୍ଚ ମୂର୍ତ୍ତୀ । ଅନେକ ଅଭାବ ଭିତରେ ବି କଳା ପ୍ରତି ତାଙ୍କର ନିଶା ତାଙ୍କୁ ବଞ୍ଚିବାକୁ ସାହାସ ଦେଉଛି । ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ର ଦିବ୍ୟାଙ୍ଗ ମୂର୍ତ୍ତି…
Read More...

ସହିଦ ପୁଅକୁ ଝୁରି ଝୁରି ଅଚେତ ହୋଇପଡୁଛି ମା’ । ବାଟ ଚାହିଁ ରହିଛନ୍ତି କୁନି ପୁଅ , ଝିଅ । ସହିଦ କର୍ଣ୍ଣେଲ ମନପ୍ରୀତ…

କନକ ବ୍ୟୁରୋ: ପୁଅ କଥା କହି କାନ୍ଦି କାନ୍ଦି ଅଚେତ୍ ହୋଇପଡୁଛି ସହିଦ ପୁଅର ମା’ । ଆର ମାସରେ ଘରକୁ ପୁଅର ଜନ୍ମଦିନ ପାଳିବାକୁ ଆସିଥାନ୍ତେ କର୍ଣ୍ଣେଲ ମନପ୍ରୀତ । ସପ୍ତାହେ ରହିଥାନ୍ତେ ସବୁ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତେ । ୩/୪ ଘଣ୍ଟା ପୂର୍ବରୁ ମା’ଙ୍କ ସହ ଫୋନରେ କଥା ବି ହୋଇଥିଲେ ।…
Read More...

ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ

କନକ ବ୍ୟୁରୋ : ଏ କେଉଁ ଚକ୍ରତୀର୍ଥ ମୁହାଣ ନୁହେଁ କି ଏ ଦୃଶ୍ୟ ମଧ୍ୟ କେଉଁ ନୀଳମାଧବଙ୍କ କାହାଣୀଠୁ ବି କମ୍ ନୁହେଁ । ସତେ ଯେମିତି ସ୍ୱୟଂ ମହାପ୍ରଭୁ ନୀଳମାଧବରୁ ପ୍ରଭୁ ଜଗନ୍ନାଥ ରୂପ ନେଇ ଭକ୍ତଙ୍କ ପାଖକୁ ନଦୀ ଗର୍ଭରେ ଭାସି ଭାସି ଆସିଛନ୍ତି । ଆଉ ତାଙ୍କ ଅପେକ୍ଷାରେ ରାଜା ଇନ୍ଦ୍ରଦ୍ୟୁମ୍ନ…
Read More...

୫ ଦିନ ହେବ ସ୍କୁଲ ଯାଇ ଫେରିନାହାଁନ୍ତି ଦୁଇ ସାଙ୍ଗ । ବିକଳ ହେଉଛନ୍ତି ଦୁଇ ମା’

କନକ ବ୍ୟୁରୋ: ଯୋଉଠି ବସିଲେ , ଯାହାକୁ ଦେଖିଲେ ବାୟାଣି ଭଳି କାନ୍ଦୁଛି ମା’ । ପୁଅକୁ କୋଉଠି ଦେଖିଛ ବୋଲି ପଚାରି ବାହୁନୁଛି । ଏମିତି ୪ ଦିନ ହେଲା ଅହରହ ଏ ମା’ ଆଖିରୁ ବହି ଚାଲିଛି ଧାରଧାର ଲୁହ । ଇଏ ଆଉ ଜଣେ ମା’ , ପୁଅକୁ ଝୁରି ଝୁରି ଯେମିତି ପଥର ପାଲଟିଗଲେଣି । ଦୁହିଁଙ୍କ ୨ ପୁଅ ୪ ଦିନ…
Read More...

ଶେଷ ହେଲା ATM କାର୍ଡ ଝିଞ୍ଜଟ୍ । ଏଣିକି UPIରେ ଉଠାଇପାରିବେ ଟଙ୍କା

କନକ ବ୍ୟୁରୋ: ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି । ଏଣିକି ଆପଣ ଏଟିଏମ କାର୍ଡ ଭୁଲିଗଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଉଠାଇପାରିବେ ଟଙ୍କା । ଆପଣ ହୁଏତ ଏଏଟିଏମ୍ କାର୍ଡ ଭୁଲିଯାଇପାରନ୍ତି କିନ୍ତୁ ମୋବାଇଲ ତ ସାଙ୍ଗରେ ନେବାକୁ ଭୁଲିବା ଏତେ ସହଜ ନୁହେଁ । ଏହାକୁ…
Read More...