Browsing Category

ସ୍ପେଶାଲ୍ ରିପୋର୍ଟ

ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ

କନକ ବ୍ୟୁରୋ : ଏ କେଉଁ ଚକ୍ରତୀର୍ଥ ମୁହାଣ ନୁହେଁ କି ଏ ଦୃଶ୍ୟ ମଧ୍ୟ କେଉଁ ନୀଳମାଧବଙ୍କ କାହାଣୀଠୁ ବି କମ୍ ନୁହେଁ । ସତେ ଯେମିତି ସ୍ୱୟଂ ମହାପ୍ରଭୁ ନୀଳମାଧବରୁ ପ୍ରଭୁ ଜଗନ୍ନାଥ ରୂପ ନେଇ ଭକ୍ତଙ୍କ ପାଖକୁ ନଦୀ ଗର୍ଭରେ ଭାସି ଭାସି ଆସିଛନ୍ତି । ଆଉ ତାଙ୍କ ଅପେକ୍ଷାରେ ରାଜା ଇନ୍ଦ୍ରଦ୍ୟୁମ୍ନ…
Read More...

୫ ଦିନ ହେବ ସ୍କୁଲ ଯାଇ ଫେରିନାହାଁନ୍ତି ଦୁଇ ସାଙ୍ଗ । ବିକଳ ହେଉଛନ୍ତି ଦୁଇ ମା’

କନକ ବ୍ୟୁରୋ: ଯୋଉଠି ବସିଲେ , ଯାହାକୁ ଦେଖିଲେ ବାୟାଣି ଭଳି କାନ୍ଦୁଛି ମା’ । ପୁଅକୁ କୋଉଠି ଦେଖିଛ ବୋଲି ପଚାରି ବାହୁନୁଛି । ଏମିତି ୪ ଦିନ ହେଲା ଅହରହ ଏ ମା’ ଆଖିରୁ ବହି ଚାଲିଛି ଧାରଧାର ଲୁହ । ଇଏ ଆଉ ଜଣେ ମା’ , ପୁଅକୁ ଝୁରି ଝୁରି ଯେମିତି ପଥର ପାଲଟିଗଲେଣି । ଦୁହିଁଙ୍କ ୨ ପୁଅ ୪ ଦିନ…
Read More...

ଶେଷ ହେଲା ATM କାର୍ଡ ଝିଞ୍ଜଟ୍ । ଏଣିକି UPIରେ ଉଠାଇପାରିବେ ଟଙ୍କା

କନକ ବ୍ୟୁରୋ: ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି । ଏଣିକି ଆପଣ ଏଟିଏମ କାର୍ଡ ଭୁଲିଗଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଉଠାଇପାରିବେ ଟଙ୍କା । ଆପଣ ହୁଏତ ଏଏଟିଏମ୍ କାର୍ଡ ଭୁଲିଯାଇପାରନ୍ତି କିନ୍ତୁ ମୋବାଇଲ ତ ସାଙ୍ଗରେ ନେବାକୁ ଭୁଲିବା ଏତେ ସହଜ ନୁହେଁ । ଏହାକୁ…
Read More...

ଆର୍ମି ଚାକିରି ଛାଡି ଆକ୍ଟର ବନିଲେ । ଏବେ ବଲିଉଡରେ କରୁଛନ୍ତି କମାଲ

କନକ ବ୍ୟୁରୋ: ଏବେ ଫିଲ୍ମ ହଲରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ୍’ର କ୍ରେଜ୍ । ଫିଲ୍ମକୁ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ୍ ପ୍ୟାକ୍ଡ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣେ ଏଭଳିି ଅକ୍ଟରଙ୍କୁ ଦେଖିବା ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା । ରିଲ ଲାଇଫରେ ପୁଲିସ ଅଫିସରର…
Read More...

ଏହି ତିନିଜଣ ଲୋକ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାଇପାରିବେ

ଗୋଟେ ଦେଶରୁ ଅନ୍ୟଦେଶକୁ ଯିବାକୁ ହେଲେ ପାସପୋର୍ଟର ଆବଶ୍ୟକ ହୁଏ ଏହା ସମସ୍ତେ ଜାଣନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ G-20 ରେ ଯୋଗଦେବାକୁ ଆଜି ଭାରତ ଆସୁଛନ୍ତି। ସେ ପାଲାମ ବାୟୁସେନା ଷ୍ଟେସନରେ ପହଞ୍ଚିବା ମାତ୍ରେ ତାଙ୍କର କୂଟନୈତିକ ପାସପୋର୍ଟ ପ୍ରଥମେ ଯାଞ୍ଚ କରାଯିବ ।…
Read More...

‘ଇଣ୍ଡିଆ ନା ଭାରତ’ ତେଜିଲା ରାଜନୀତି । ଜି-୨୦ ନିମନ୍ତ୍ରଣ ପତ୍ରକୁ ନେଇ ବଢିଲା ଚର୍ଚ୍ଚା ବିରୋଧୀ ମେଣ୍ଟ କହିଲା ଇଣ୍ଡିଆ…

କନକ ବ୍ୟୁରୋ : ଭାରତ ନାଁ ଇଣ୍ଡିଆ । ଏହି ପ୍ରସଙ୍ଗ ଏବେ ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିଛି । ବ୍ରିଟିଶ ଅମଳରୁ ଦେଶର ନାମ ଇଣ୍ଡିଆକୁ ବଦଳାଇବାକୁ ସ୍ୱତନ୍ତ୍ର ଅଧିବେଶନରେ ବିଲ୍ ଆଗତ ହୋଇପାରେ ବୋଲି ଆଶା କରାଯାଉଛି । ଏହି କଥା ପ୍ରଘଟ ହେବା ପରେ ଏହାକୁ ନେଇ ସରକାରଙ୍କ ଠାରୁ ବିରୋଧୀ ଦଳ…
Read More...

୬୮ ବର୍ଷରେ ତୃତୀୟ ବିବାହ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ । ବହୁ ଜଣାଶୁଣା ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ: ହଁ ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଖ୍ୟାତାନାମା ଓକିଲ ହରିଶ ସାଲଭେଙ୍କୁ ପୁଣିଥରେ ତାଙ୍କ ପ୍ରେମ ମିଳିଯାଇଛି । ୬୮ ବର୍ଷ ବୟସରେ ଲଣ୍ଡନରେ ନିଜ ବନ୍ଧୁଙ୍କ ଗହଣରେ ତୃତୀୟ ବିବାହ କରଛନ୍ତି ସାଲଭେ । ଏଥର ତାଙ୍କ ଜୀବନସାଥୀ ହୋଇଛନ୍ତି ତ୍ରିନା । ବିବାହର ସବୁ ଆୟୋଜନ…
Read More...

ସେପ୍ଟେମ୍ବର ୪ରୁ  ବୃହସ୍ପତିଙ୍କର ବକ୍ରଚଳନ  

ବୈଦିକ ପଞ୍ଚାଙ୍ଗ ଅନୁସାରେ ସେପ୍ଟେମ୍ବର ୪ରୁ  ବୃହସ୍ପତି ମେଷ ରାଶିରେ ବକ୍ର ଚଳନ କରିବେ । ଏହାଦ୍ୱାରା ଏହି ତିନି ରାଶିର ଲୋକମାନଙ୍କର ମନୋସ୍କାମନା ପୂର୍ଣ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ,…
Read More...

 ଇଏ କେମିତି ଜୀବନ! ମେସିନ ଭିତରେ ୭୦ ବର୍ଷର ସଂଘର୍ଷ କାହାଣୀ

କନକ ବ୍ୟୁରୋ: ଏହା ଏପରି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି ସଲାମ କରିବେ । ୭୦ ବର୍ଷ ହେଲାଣି ମେସିନ ଭିତରେ  କଟୁଛି ଜୀବନ । ଏହି ମେସିନର ନାଁ ହେଉଛି ଆଇରନ୍ ଲଙ୍ଗ ,ଯାହାର ଓଜନ ପାଖାପାଖି ୬୦୦ ପାଉଣ୍ଡ । ଆଉ ଏଥିରେ ବନ୍ଦ ଥିବା ବ୍ୟକ୍ତିଙ୍କ ନାଁ ପଲ…
Read More...

ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ମିଶନରୁ ଅନୁସନ୍ଧାନ, ଜାଣନ୍ତୁ ସବିଶେଷ ଖବର

କନକ ବ୍ୟୁରୋ :ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ଇସ୍ରୋ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂର୍ଯ୍ୟ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ରାତି ପାହିଲେ ଅର୍ଥାତ ଆସନ୍ତାକାଲି ଶନିବାର ଇସ୍ରୋ ତାର ବହୁପ୍ରତିକ୍ଷୀତ ସୂର୍ଯ୍ୟ ମିଶନ ବା ଆଦିତ୍ୟ…
Read More...