Browsing Category

ସ୍ପେଶାଲ୍ ରିପୋର୍ଟ

ଗ୍ୟାସ ସିଲିଣ୍ଡରର କରାନ୍ତୁ ମାଗଣା ବୀମା, ଦୁର୍ଘଟଣାରେ ମିଳିବ ଏକ ଲକ୍ଷରୁ ଅଧିକ ସହାୟତା ରାଶି

ଦେଶରେ କୋଟି କୋଟି ଲୋକ ସିଲିଣ୍ଡର ଗ୍ୟାସ ବ୍ୟବହାର କରନ୍ତି । କିନ୍ତୁ ସେଥିରୁ କେତେକ ହାତଗଣତି ଗ୍ରାହକ ସିଲିଣ୍ଡର ଗ୍ୟାସର ବୀମା କରିଥିବେ । ସାଧାରଣତଃ ଲୋକେ ଗାଡି ବୀମା, ମୋବାଇଲ ବୀମା, ଦୋକାନ ବୀମା, ଏବଂ ଜୀବନ ବୀମା କରିଥାନ୍ତି । କିନ୍ତୁ ଘରେ ନିତିଦିନ ବ୍ୟବହାର ହେଉଥିବା ସିଲିଣ୍ଡର…
Read More...

କିଏ ଏହି କୋୟା କମାଣ୍ଡୋ ? ଯାହାର ନାଁ ଶୁଣିଲେ ଭୟରେ କମ୍ପି ଉଠନ୍ତି ନକ୍ସଲ ।

ନକ୍ସଲ ଯାହାର ନାଁ ଶୁଣି ଭୟରେ କମ୍ପି ଉଠନ୍ତି ଏବଂ ଆତଙ୍କରାଜ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି । ସେ ଆଉ କେହି ନୁହେଁ , ସେ ହେଉଛନ୍ତି ଆମ ଭାରତୀୟ ସେନାରେ ଗୁପ୍ତ ଭାବରେ ରହିଥିବା କୋୟା କମାଣ୍ଡୋ । ତେବେ ଆସନ୍ତୁ ଭଲଭାବେ ଜାଣିବା କିଏ ଏହି କୋୟା କମାଣ୍ଡୋ? କଣ ଏହାର କାମ ? ଛତିଶଗଡର…
Read More...

ମନ୍ଦିରମାଳିନୀ ସହରରେ ଜୀବନ୍ତ ଠାକୁରଙ୍କୁ ଦୁର୍ବ୍ୟବହାର ଓ ଅପମାନ କରୁଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ସନ୍ତାନ!…

ମନ୍ଦିର ମାଳିନୀ ସହରରେ ଅଧିକ ଅପମାନିତ ହେଉଛନ୍ତି ବୟସ୍କ ଲୋକ । ମନ୍ଦିର ଭଳି ପବିତ୍ର ଭୁବନେଶ୍ୱରରେ କିନ୍ତୁ ଜୀବନ୍ତ ଠାକୁରଙ୍କୁ ଅଧିକ ଦୁବ୍ୟବହାର କରାଯାଉଛି । ଆଉ ଏଭଳି କରିବାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଭୁବନେଶ୍ୱର । ଯାହା ରାଜ୍ୟ ପାଇଁ ଏକ ଲଜ୍ଜା । ଦେଶର ନମ୍ବର ୱାନ ସ୍ମାର୍ଟ…
Read More...

ଭାରତରେ ଅଛି ଦୁନିଆର ସବୁଠାରୁ ବଡ ପଙ୍ଖା : ୬ ପାତିଆ ବିଶିଷ୍ଟ ଏହି ଅଦ୍ଭୁତ ପଙ୍ଖା ହଜାର ହଜାର ଲୋକଙ୍କୁ ରଖେ ଥଣ୍ଡା

ରାଜସ୍ଥାନର ରାଜଧାନୀ ପିଙ୍କ ସିଟି ଅର୍ଥାତ୍ ଜୟପୁର ନିଜ ଆଶ୍ଚର୍ଯ୍ୟଜନକ ଏବଂ ଅସାଧାରଣ ନିର୍ମାଣ ଶୈଳୀ ପାଇଁ ବହୁତ ଆଗରୁ ଦେଶ ଏବଂ ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ହଜାର ବର୍ଷ ପୂର୍ବରୁ ନିର୍ମାଣାଧୀନ ଗଡ ଆଜି ବି ନିଜର ଗୈାରବଶାଳୀ ଅତୀତକୁ ସଜାଇ ରଖିଛି ।…
Read More...

ଆଉ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବେନି ରୋଗୀ ଓ ଗର୍ଭବତୀ ମହିଳା । ଟ୍ରେନରେ ରହିବ ୮୮ଟି ଜୀବନରକ୍ଷାକାରୀ ଔଷଧ

ଆଉ ରୋଗୀଙ୍କୁ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏଣିକି ସବୁ ଟ୍ରେନଗୁଡ଼ିକରେ ଓ ଷ୍ଟେସନ ଗୁଡ଼ିକରେ ୮୮ଟି ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ, ଇଂଜେକ୍ସନ ଓ ଉପକରଣ ରହିବ । ଏବେ ଏହି ବ୍ୟବସ୍ଥା କେବଳ କେତେକ ନିର୍ଦ୍ଦିଷ୍ଟ ଦୂରଗାମୀ ଟ୍ରେନ ଓ କେତେକ ପ୍ରମୁଖ ଷ୍ଟେସନରେ…
Read More...

ଦୁନିଆର ସବୁଠାରୁ ବଡ କମ୍ପାନୀ ‘ଆପଲ୍’ ତା’ କର୍ମଚାରୀଙ୍କ ପାଇଁ ଆଣିଛି ଏହି ନୂଆ ବ୍ୟବସ୍ଥା : ଏଥିପାଇଁ ଖର୍ଚ୍ଚ କରିଛି…

ଯଦି ଆପଣ ଅଫିସ୍ ଯାଆନ୍ତି, ତେବେ ଆପଣ ନିଜର ସବୁ କାମ ଚୈାକିରେ ବସି କରନ୍ତି । ବହୁତ କମ୍ ହିଁ ଏମିତି ହେଉଥିବ କି ଆପଣଙ୍କୁ ଛିଡା ହୋଇ କି ନିଜ କାମ କରିବାକୁ ପଡୁଥିବ । କିନ୍ତୁ ଦୁନିଆର ସବୁଠାରୁ ବଡ ଟେକନେଲୋଜି କମ୍ପାନୀ ଆପଲ୍ ନିଜ କର୍ମଚାରୀଙ୍କୁ ଏବେ ଛିଡା ହୋଇ କାମ କରିବା ପାଇଁ ପରାମର୍ଶ…
Read More...

ଅଭିନବ ଅନ୍ଦାଜରେ ଅଫିସ ଯାଇ ଏହି ଇଂଜିନିୟର ବନିଲେ ଇଣ୍ଟରନେଟ୍ ସେନସେସନ୍ : କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ବିଜ୍ଞାନର ଅଗ୍ରଗତି ସହିତ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଘଟିଛି। ଦେଶ ଏବେ ବୁଲେଟ୍ ଟ୍ରେନ୍ କଥା ଚିନ୍ତା କରୁଥିବା ବେଳେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଘୋଡ଼ା ଚଢ଼ି ତାଙ୍କ କାର୍ଯ୍ୟାଳୟକୁ ଯିବା ଘଟଣା ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବେଶ୍ ରୋଚକ…
Read More...

ଦିନେ ୫୦ ଟଙ୍କା ପାଇଁ ଦିନ ମଜୁରିଆ କାମ କରୁଥିଲେ, ଏବେ ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ୫୦ ଲକ୍ଷ ଟଙ୍କା ।…

ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଚିନ୍ତାଧାରା । ଯେତେବେଳେ ଗାଁରେ ରହୁଥିବା ଯୁବକ ମାନେ ଚାଷ କାମକୁ ନାକ ଟେକି ବିଦେଶରେ କାମ କରିବାକୁ ଯାଉଛନ୍ତି ସେଭଳି ସମୟରେ ଶିକ୍ଷିତ ଯୁବକ ମାନେ ଚାଷ କ୍ଷେତକୁ ନୂଆ କର୍ମଭୂମି ଭାବେ ବାଛି ନେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଯୁବକ ମାନେ ଚାଷ…
Read More...

ଏଣିକି ଟଙ୍କା କମାଇବା ହେବ ସହଜ ! ଘରେବସି ଫେସବୁକରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି ।

ସୋସିଆଲ ମିଡ଼ିଆରେ ଯୁବଗୋଷ୍ଠୀ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ଖାସକରି ଫେସବୁକରେ । ଏହି ଲୋକପ୍ରିୟ ଆପ ଏବେ ଯୁବଗୋଷ୍ଠିଙ୍କ ପ୍ରଥମ ପସନ୍ଦ ପାଲଟିଛି । ମୋଟାମୋଟି ଭାବରେ କହିବାକୁ ଗଲେ ଫେସବୁକ ଆମ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି ଫେସବୁକକୁ ଯଦି ଆମେ…
Read More...

ଖୁବଶୀଘ୍ର ଉବେର ଆଣିବ ଉଡ଼ନ୍ତା କ୍ୟାବ୍ ! ଜାଣନ୍ତୁ କେତେ ରହିବ ଭଡ଼ା

କ୍ୟାବ ସର୍ଭିସ ଯୋଗାଉଥିବା କମ୍ପାନୀ ଉବେର ଖୁବଶୀଘ୍ର ନିଜ ଆପରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କ୍ୟାବର ଏହି ପରିବର୍ତ୍ତନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମଦ ପିଇ ଉବେର ଆପରୁ କ୍ୟାବ ବୁକ କରୁଛି ତେବେ ଗ୍ରାହକ ଜଣକ ମଦ ପିଇଛନ୍ତି ବୋଲି କ୍ୟାବ ଡ୍ରାଇଭର ଆପ ଜରିଆରେ ପୂର୍ବରୁ ସୂଚନା…
Read More...