Browsing Category

ମନୋରଞ୍ଜନ

ଦୀପିକା ପାଦୁକୋନ୍ ହେଲେ ଭିସ୍ତାରାର ବ୍ରାଣ୍ଡ ଆମ୍ବାସାଡର୍

ଅଭିନେତ୍ରୀ ଦୀପିକା ପାଦୁକୋନ୍ ଘରୋଇ ଏୟାରଲାଇନ୍ସ ଭିସ୍ତାରାର ବ୍ରାଣ୍ଡ ଆମ୍ବାସାଡର୍ ଭାବରେ ଯୋଗ ଦେଇଛନ୍ତି। କୈାଣସି ଏକ ଘରୋଇ ଏୟାରଲାଇନ୍ସର ବ୍ରାଣ୍ଡ ଆମ୍ବାସାଡର ଭାବରେ ଯୋଗଦେବା କ୍ଷେତ୍ରରେ ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ । ଗ୍ରାହକ ସୁବିଧା କ୍ଷେତ୍ରରେ ଭିସ୍ତାରାର ସୁନାମ…
Read More...

“ଗୋଲମାଲ-୪”ର ସ୍ୱତନ୍ତ୍ର ଗୀତରେ ନଜର ଆସିବେ ବଲିଉଡ ବିଉଟି କରିନା କପୁର ଖାନ୍

“ଗୋଲମାଲ-୪”ର ଏକ ସ୍ୱତନ୍ତ୍ର ଗୀତରେ ନଜର ଆସିବେ ବଲିଉଡ ବିଉଟି କରିନା କପୁର ଖାନ୍। ଗୋଲମାଲ ଫିଲ୍ମର ତିନୋଟି ସିରିଜରେ ଲିଡ୍ ରୋଲରେ ଥିଲେ କରିନା କିନ୍ତୁ “ଗୋଲମାଲ-୪” ରେ କେବଳ ଗୋଟିଏ ଗୀତରେ ନଜର ଆସିବେ କରିନା । ସେ ଗର୍ଭବତୀ ଥିବାରୁ ଲିଡ୍ ରୋଲରେ ଆସିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି…
Read More...

‘ଯୋଦ୍ଧା’ ହେବେ ବାବୁସାନ୍ : ଦୀର୍ଘ ଦିନ ପରେ ଚକଲେଟ୍ ହିରୋଙ୍କ ଆକସନ୍ ଧମାକା ଦେଖିବେ ଦର୍ଶକ

ଓଲିଉଡର କମେଡି ଷ୍ଟାର୍ ଭାବେ ଜଣା ଶୁଣା ବାବୁସାନ୍ । କିନ୍ତୁ ଖୁବ୍ ଶୀଘ୍ର ଆକସନ୍ ରୋଲରେ ନଜର ଆସିବେ ଏହି ଚକଲେଟ୍ ହିରୋ । ଆଉ ବହୁ ଦିନ ବ୍ୟବଧାନରେ ବାବୁସାନଙ୍କ ଆକସନ୍ ଧମାକା ପରଦାରେ ଦେଖିବାକୁ ପାଇବେ ଦର୍ଶକ । କାରଣ ବାବୁସାନଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ରହିଛି ‘ଯୋଦ୍ଧା’। ଏହି…
Read More...

ଏକାଠି ହେବେ ଶାହରୁଖ ଓ ଅନୁଷ୍କା : ଆଗାମୀ ମୁଭି ‘ଦ ରିଙ୍ଗ୍’ରେ ପୁଣି ଅନ୍ ସ୍କ୍ରିନ୍ ରୋମାନ୍ସ କରିବ ଏହି ଯୋଡି

‘ରବ୍ ନେ ବନା ଦି ଯୋଡି’ ଓ ‘ଜବ୍ ତକ୍ ହେ ଜାନ’ ପରେ ପୁଣି ଏକାଠି ନଜର ଆସୁଛନ୍ତି ବଲିଉଡର ବାଦଶାହ ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମା । ଇମତିଆଜ୍ ଅଲ୍ଲୀଙ୍କ ଆଗାମୀ ମୁଭି ‘ଦ ରିଙ୍ଗ୍’ରେ ପୁଣି ଅନ୍ ସ୍କ୍ରିନ୍ ରୋମାନ୍ସ କରିବେ ଏହି ଯୋଡି । ଉଭୟ ଏବେ ପ୍ରେଗ୍ ଠାରେ ସୁଟିଂରେ ବ୍ୟସ୍ତ ଅଛନ୍ତି ।…
Read More...

ବିୟୁଟି ଭିଲିଆନଙ୍କ ହଲିଉଡ୍ ତଡକା ଫିଲ୍ମ “ବେ ୱାଚ’ରେ ନଜର ଆସିବେ ପ୍ରିୟଙ୍କା

ମେ ୨୦୧୭ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ହଲିଉଡ ଫିଲ୍ମ ବେ ୱାଚ୍। ଏଥିରେ ନଜର ଆସିବେ ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏଥିରେ କିନ୍ତୁ ଜଣେ ସୁନ୍ଦରୀ ଭିଲିଆନ୍ ହୋଇ ଦର୍ଶକଙ୍କ ମନୋରଂଜନ କରିବେ। ନିଜ ଅଭିନୟକୁ ସେ ଏକ ଶୋ ମାଧ୍ୟମରେ କହିଛନ୍ତି। ବେ ୱାଚ ହେଉଛି ଏକ ଲୋକପ୍ରିୟ…
Read More...

ସରିଲା ରାଗରୁଷା : ସଲମାନଙ୍କ ‘ଟ୍ୟୁବଲାଇଟ’ରେ ଗୀତ ଗାଇବେ ଅରିଜିତ୍

ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ଓ ସିଙ୍ଗର୍ ଅରିଜିତଙ୍କ ମଧ୍ୟରେ ଥିବା ବିବାଦ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ଏହି ଦୁଇ ଜଣଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଦୁହିଁଙ୍କ ଭିତରେ ଥିବା ବିବାଦର ଶେଷରେ ଅନ୍ତ ହୋଇଛି । ଆଉ ସୁଲତାନରୁ ବାଦ ପଡିଥିବା ଅରିଜିତ୍ ସଲମାନଙ୍କ…
Read More...

ଏପ୍ରିଲ୍ ୨୮ରେ ରିଲିଜ୍ ହେବ ବାହୁବଳୀ ପାର୍ଟ -୨

ସାଉଥର ସୁପରଷ୍ଟାର୍ ପ୍ରଭାସଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର । କାରଣ ୨୦୧୭ ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ ଫିଲ୍ମ ବାହୁବଳୀର ଦ୍ୱିତୀୟ ପାର୍ଟ । ଏନେଇ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି ଫିଲ୍ମର ନିର୍ଦେଶକ ଏସଏସ୍ ରାଜାମୌଲୀ । ବର୍ତ୍ତମାନ ହାଇଦ୍ରାବାଦରେ ଫିଲ୍ମର ଶେଷ ଭାଗ…
Read More...

ଫ୍ରାଇଡେ ରିଲିଜରେ ବଡପରଦାରେ ଆସୁଛି ରୋମାଂଟିକ କମେଡି ଫିଲ୍ମ “ହାପି ଭାଗ୍ ଯାଏଗି ‘

ଫିଲ୍ମି ଫ୍ରାଇଡେରେ ସିଲଭର ସ୍କ୍ରିନକୁ ଆସିଛି ରୋମାଂଟିକ୍ କମେଡି ଫିଲ୍ମ "ହାପି ଭାଗ୍ ଯାଏଗି '। ଏହି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇବା ନେଇ ବେଶ୍ ଆଶବାଦୀ ପ୍ରଯୋଜକ ସଂସ୍ଥା । "ତନୁ ୱେଡ୍ସ ମନୁ ' ଭଳି ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଏରୋସ…
Read More...

ରିଲିଜ ହେଲା ଓଡିଆ ଫିଲ୍ମ “ସ୍ୱିଟ୍ ହାର୍ଟ ‘

ରିଲିଜ ହୋଇଛି ଓଡିଆ ଫିଲ୍ମ ସ୍ୱିଟ୍ ହାର୍ଟ । ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ଫିଲ୍ମଟିର ମୋଟ ୫ଟି ଗୀତକୁ ସଂଗୀତରେ ସଜାଇଛନ୍ତି ଗୁଡଲି ରଥ ଓ ସୁଶାନ୍ତ ମହାପାତ୍ର । ଫିଲ୍ମର ମୂଖ୍ୟ ଭୂମିକାରେ ଅଛନ୍ତି ବାବୁସାନ ଓ ସୁନ୍ଦରୀ ଅନୁଭା…
Read More...

ରାଧିକା ଆପ୍ତେଙ୍କ ଅନଲାଇନ୍ ସେନ୍ସେସନ୍ : ଲିକ୍ ହେଲା ନ୍ୟୁଡ୍ ଭିଡିଓ

ବଲିଉଡର ବିବାଦୀୟ କୁଇନ ରାଧିକା ଆପ୍ତେ । ଏବେ ଏହି ବିବାଦୀୟ କୁଇନଙ୍କ ବିବାଦର ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇ ଯାଇଛି । ରିଲିଜ ପୂର୍ବରୁ ରାଧିକାଙ୍କ ଫିଲ୍ମ ‘ପାର୍ଚେଡ’ର ଏକ ନ୍ୟୁଡ୍ ସିନ୍ ଲିକ୍ ହୋଇଛି । ସିନରେ ରହିଛି ରାଧିକା ଓ ଅଦିଲ ହୁସେନଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ । ଯାହା ଏବେ…
Read More...