ରିଲିଜ ହେଲା ଓଡିଆ ଫିଲ୍ମ “ସ୍ୱିଟ୍ ହାର୍ଟ ‘

91

source-http://incredibleorissa.com/

ରିଲିଜ ହୋଇଛି ଓଡିଆ ଫିଲ୍ମ ସ୍ୱିଟ୍ ହାର୍ଟ । ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ଫିଲ୍ମଟିର ମୋଟ ୫ଟି ଗୀତକୁ ସଂଗୀତରେ ସଜାଇଛନ୍ତି ଗୁଡଲି ରଥ ଓ ସୁଶାନ୍ତ ମହାପାତ୍ର । ଫିଲ୍ମର ମୂଖ୍ୟ ଭୂମିକାରେ ଅଛନ୍ତି ବାବୁସାନ ଓ ସୁନ୍ଦରୀ ଅନୁଭା û

ଅନ୍ୟ କଳାକାରମାନେ ହେଲେ ଅଭିନେତା ସମରେଶ , ଅନୁ ଚୈାଧୁରୀ, ଅପରାଜିତା ମହାନ୍ତି ,ବିଜୟ ମହାନ୍ତି ଓ ମିହିର ଦାସ ପ୍ରମୂଖ୍ୟ ଅଭିନୟ କରିଛନ୍ତି । ଓଲିଉଡ ଚକୋଲେଟ ବଏ ବାବୁଶାନ ଓ ଚୁଲବୁଲି ଅନୁଭାଙ୍କ ଅଭିନୟ ଯାଦୁ ଦର୍ଶକଙ୍କୁ କେତେ ମତୁଆଲା କରୁଛି ଦେଖିବାକୁ ବାକି ରହିଲା।