Browsing Category

ମନୋରଞ୍ଜନ

ରିଲିଜ ହୋଇଛି ଫିଲ୍ମ “ଥାର୍ଟିଫାଷ୍ଟ ଅକ୍ଟୋବର’ ର ଟ୍ରେଲର

ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର ରିଲିଜ ହୋଇଛି । ଡିରେକ୍ଟର ଶିବାଜୀ ଲୋଟନ ପାଟିଲଙ୍କ ଏହି ଫିଲ୍ମରେ ସୋହା ଅଲ୍ଲୀ ଖାନ,ବୀର ଦାସ ଓ ଦୀପ ରାଜ ରାଣା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ବୀର ଦାସ ଓ ସୋହା…
Read More...

ବାହା ହେବେ ସଲମାନ ?

ବଲିଉଡର ସୁପରଷ୍ଟାର ଓ ମୋଷ୍ଟ ଓାଂଟେଡ ବ୍ୟାଚେଲର ସଲମାନ ଖାନଙ୍କ ସମୟ ଏବେ ଖୁବ୍ ଭଲ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ଭାଇଜାନ ପାଲଟି ଯାଇଛନ୍ତି । ହେଲେ କେବେ ବିଭା ହେବେ , ଏ ଖୁସି ଖବରକୁ ଫ୍ୟାନମାନେ ଅନେଇ ବସିଛନ୍ତି । ଏବେ କିନ୍ତୁ ଫ୍ୟାନମାନଙ୍କ ଅପେକ୍ଷାରେ…
Read More...

ଯାତ୍ରା ମଂଚରେ ଶକ୍ତି କପୁରୁ : ଶକ୍ତିଙ୍କ ଝଲକ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଗହଳି

କନକ ବ୍ୟୁରୋ : ଯାତ୍ରା ମଂଚରେ ଶକ୍ତି କପୁରୁ । ବଲିଉଡର ଖତରନାକ ଖଳନାୟକଙ୍କୁ ପ୍ରଥମଥର ଲାଗି ଦେଖିବାକୁ ମିଳିଛି ଯାତ୍ରା ପେଣ୍ଡାଲରେ। ବାଲେଶ୍ୱରରେ ଗ୍ରେଟ ଇଷ୍ଟର୍ଣ୍ଣ ଅପେରା ପକ୍ଷରୁ ପ୍ରଦର୍ଶିତ ଯାତ୍ରାରେ ଏହି ବର୍ଷିଆନ ଅଭିନେତାଙ୍କ କଳା ଦେଖିବାକୁ ପାଇଛନ୍ତି ଦର୍ଶକ। ବାଲେଶ୍ୱର…
Read More...

ରିଲିଜ୍ ହେଲା ଅପକମିଙ୍ଗ୍ ଫିଲ୍ମ ଏ ଦିଲ ହୈ ମୁସକିଲର ଟିଜର

ରିଲିଜ ହୋଇଛି ଅପକମିଙ୍ଗ୍ ଫିଲ୍ମ ଏ ଦିଲ ହୈ ମୁସକିଲର ଟିଜର। ଫିଲ୍ମ ମେକର କରଣ ଜୋହର ଟୁଇଟ କରି ଏହି ଭିଡିଓଟିକୁ ସେୟାର କରିଛନ୍ତି । ୧ ମିନିଟ ୩୩ ସେକେଣ୍ଡର ଏହି ଭିଡିଓରେ ପ୍ୟାର, ଦୋସ୍ତି ଓ ବିଚ୍ଛେଦର କାହାଣୀ ସ୍ଥାନପାଇଛି । ଫିଲ୍ମର ଟାଇଟେଲ ସଙ୍ଗର କିଛି ଝଲକ ମଧ୍ୟ ଦେଖିବାକୁ ମିଳିଛି…
Read More...

ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଆଉ ଏକ ଭିଡିଓ ହୋଇଛି ଭାଇରାଲ । ନିଜ ମଜାଦାର ଅନ୍ଦାଜରେ ଦର୍ଶକଙ୍କୁ ଖୁସି କରାଇବାର କୈାଣସି ମୈାକା ଛାଡନ୍ତିନି ରଣବୀର । ନିକଟରେ “ଡର’’ ଚଳଚ୍ଚିତ୍ରରେ ଶାହାରୁଖଙ୍କ ଭୂମିକାରେ ନିଜକୁ ରଖି “ଡର’’ ମୁଭିର ଏକ ଗୀତରେ ନୃତ୍ୟ ପରିବେଷଣ କରି ସୋସିଆଲ ମିଡିଆରେ…
Read More...

ନିର୍ଦେଶକ ବିକାଶ ବହଲଙ୍କ “ସୁପର ୩୦’ରେ ନଜର ଆସିବେ ସାହିଦ କପୁର

କୁଇନ ଫିଲ୍ମର ନିର୍ଦେଶକ ବିକାଶ ବହଲଙ୍କ ଫିଲ୍ମ "ସୁପର ୩୦' ରେ ନଜର ଆସିବେ ସାହିଦ କପୁର । ବହୁଦିନ ପୂର୍ବରୁ ବିକାଶ ବହଲ ଫିଲ୍ମର ନାଁ ଘୋଷଣା କରିଥିବା ବେଳେ ଅଧାରୁ ଫିଲ୍ମ କାମ ଅଟକିଥିଲା । ଏବେ ପୁଣି ଥରେ ଫିଲ୍ମ ଘୋଷଣା କରିବା ସହ ଆକ୍ଟରଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି ସେ । ଏହି…
Read More...

ରିଲିଜ୍ ହୋଇଛି ରୋମାଂଟିକ୍ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ୍’ର ଫାଷ୍ଟ ଲୁକ୍

ଆଉଟ୍ ହୋଇଛି ରୋମାଂଟିକ୍ ଫିଲ୍ମ  ‘ଏ ଦିଲ୍ ହେ ମୁସକିଲ୍’ ଫାଷ୍ଟ ଲୁକ୍ । ପୋଷ୍ଟରରେ ସ୍ଥାନ ପାଇଛି ରଣବୀର କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୁଷ୍କା ଶର୍ମାଙ୍କ ଫଟୋ । କରନ ଜୋହରଙ୍କ ନିର୍ଦେଶିତ ଏହି ଫିଲ୍ମର ଅନ୍ୟ ମୁଖ୍ୟ ଭୁମିକାରେ ଅଛନ୍ତି ଫୱାଦ୍ ଖାନ୍ । ତେବେ ରଣବୀର ଓ…
Read More...

ପ୍ରେମରେ ପଡିଛନ୍ତି ସାୱରିଆ ଗର୍ଲ : ବି ଟାଉନରେ ଚର୍ଚ୍ଚା

ଲୁଚି ଲୁଚି ପ୍ରେମ କରିହୁଏ କିନ୍ତୁ ପ୍ରେମକୁ ଲୁଚେଇ ହୁଏନା । ଆଉ ଏଭଳି କିଛି ଘଟିଛି ସାୱରିଆ ଗର୍ଲ ସୋନମ୍ କପୁରଙ୍କ ଲାଇଫରେ । ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହ ରିୟଲ ଲାଇଫରେ ରୋମାନ୍ସ କରୁଛନ୍ତି ଅନୀଲ ଲଳନା । ତେବେ ପ୍ରାୟ ୨ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ…
Read More...

କିଶାନ୍ ରୁ ଅନ୍ନା : ବଡ ପରଦାରେ ବାବୁରାଓ ହଜାରେଙ୍କ ଜୀବନ କାହାଣୀ

ସମାଜସେବୀ ଆନ୍ନା ହଜାରେଙ୍କ ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ବାୟୋପିକ ଫିଲ୍ମ ‘ଅନ୍ନା’। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ରହିଛି ଅନ୍ନାଙ୍କ ଜୀବନ ସଂଘର୍ଷ କାହାଣୀ । ଅନ୍ନାଙ୍କ ଅନସନ ଠାରୁ ଆରମ୍ଭ କରି ଲୋକପାଳ ବିଲ୍ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଖୁବ୍ ସୁନ୍ଦର…
Read More...

ପପୁ ରିଟର୍ଣ୍ଣସ : ସେହି ପୁରୁଣା ଅନ୍ଦାଜରେ ଦର୍ଶକଙ୍କ ସାମ୍ନାରେ

କନକ ବ୍ୟୁରୋ : ପପୁ ରିଟର୍ଣ୍ଣସ । ଜେଲରୁ ଫେରିବା ପରେ ପ୍ରଥମ ଥର ପାଇଁ ଆଜି ପପୁ ଆସିଛନ୍ତି ଦର୍ଶକଙ୍କ ସାମ୍ନାକୁ। ଫିଲ୍ମ ବାଏ ବାଏ ଦୁବାଇର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ଆଜି ପପୁ ପମପମଙ୍କୁ ଦେଖିବାକୁ ମିଳିଥିଲା। ସେହି ପୁରୁଣା ଅନ୍ଦାଜରେ ଥିଲେ ପପୁ । ଅଡିଓ ରିଲିଜ କାର୍ଯ୍ୟକ୍ରମର ଶେଷ…
Read More...