Browsing Category

ମନୋରଞ୍ଜନ

ବଲିଉଡର ନୂଆ ସିରିୟଲ କିସର୍ : କଟ୍ ପରେ ମଧ୍ୟ ଚାଲିଥିଲା ଟାଇଗର୍ ଓ ଜ୍ୟାକଲିନଙ୍କ କିସିଂ ସିନ୍

ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ସୁପର ହିରୋ ଆକ୍ସନ ମୁଭି ‘ଫ୍ଲାଇଂ ଜଟ୍ଟ’ । ରେମୋ ଡି’ସୁଜା ନିର୍ଦେଶିତ ଏହି ମୁଭିରେ ଲିଡ୍ ରୋଲରେ ଟାଇଗର୍ ଶ୍ରଫ୍ ଓ ଜ୍ୟାକଲିନଙ୍କ ସହ ନଜର ଆସିଛନ୍ତି ରେସଲର ନେଥନ ଜୋନ୍ସ । ଟାଇଗରଙ୍କୁ ଏଥିରେ ଜଣେ ସୁପର୍ ହିରୋଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଆଉ…
Read More...

ବ୍ରାଭୋଙ୍କ ମୁହଁରେ ବଲିଉଡ୍ ଗୀତ

ହିନ୍ଦି ଶିଖୁଛନ୍ତି ୱେଷ୍ଟଇଣ୍ଡିଜ୍ ଖେଳାଳି ଡ୍ୱିନ୍ ବ୍ରାଭୋ । କାରଣ କ୍ରିକେଟ୍ ପଡିଆରେ ନିଜର କମାଲ୍ ଦେଖାଇ ସାରିଥିବା ଏହି ୱେଷ୍ଟଇଣ୍ଡିଜ୍ ଖେଳାଳି ଏବେ ବଲିଉଡରେ ନିଜର ଜଲୱା ଦେଖାଇବେ । ଫିଲ୍ମ ନିର୍ଦେଶକ ଅନୁଭବ ସିହ୍ନାଙ୍କ ଆଗାମୀ ମୁଭିରେ ଗୀତ ବୋଲିବେ ବ୍ରାଭୋ । ଆଉ ଏକଥା ଅନୁଭବ ନିଜେ…
Read More...

ଅଭିନୟ ପରେ ନିର୍ଦେଶନା : ପୁଣି ନନ୍ଦିତାଙ୍କ ଯାଦୁ ଦେଖିବ ବଲିଉଡ୍

ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇ ସାରିବା ପରେ ଏବେ ନିର୍ଦେଶନାରେ ପାଦ ଥାପିଛନ୍ତି ଓଡିଆ ଝିଅ ନନ୍ଦିତା ଦାସ । ଫିଲ୍ମର ନାଁ ହେଉଛି ‘ମଣ୍ଟୋ’ । ମୁଭିର ଲିଡ୍ ରୋଲରେ ଅଛନ୍ତି ନୱାଜୁଦ୍ଦିନ୍ ସିଦ୍ଦିକି । ଫିଲ୍ମଟି ଭାରତର ପ୍ରସିଦ୍ଧ ଲେଖକ ସାଦାତ୍ ହସନ୍ ମଣ୍ଟୋଙ୍କ ଜୀବନ ଉପରେ ଆଧାରିତ ।…
Read More...

ଆଗାମୀ ଫିଲ୍ମ ‘ପଦ୍ମାବତୀ’ରେ ସଂଗୀତ ନିର୍ଦ୍ଦେଶନା ଦେବେ ଭଂସାଲୀ

ଫିଲ୍ମରେ ଭଲ ସଂଗୀତର ରୁଚି ରଖୁଥିବା ଜଣାଶୁଣା ବଲିଉଡ୍ ନିର୍ଦ୍ଦେଶକ ହେଲେ ସଂଜୟ ଲୀଳା ଭଂସାଲୀ। ନିଜର ଆଗାମୀ ଫିଲ୍ମ ‘ ପଦ୍ମାବତୀ’ ପାଇଁ ନିଜେ ସଂଗୀତ ନିର୍ଦେଶନା ଦେବାକୁ ଯାଉଛନ୍ତି। ସମସ୍ତେ ଜାଣନ୍ତି ଭଲ ଷ୍ଟୋରୀ ଆଙ୍ଗଲ୍ ସହ ସୁମଧୁର ଗୀତ ଭଂସାଲୀଙ୍କ ପ୍ରତି ଫିଲ୍ମର ଏକ ଅଭିନ୍ନ ଅଙ୍ଗ। ନିଜ…
Read More...

ମୁଁ ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଚି : ଟାଇଗର ଶ୍ରଫ୍

ବଲିଉଡ ଅଭିନେତା ଟାଇଗର ଶ୍ରଫ୍। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଛନ୍ତି । ଯାହାକି ଫିଲ୍ମର ଡେଟ୍ ଘୋଷଣା ହେଉ ହେଉ ଦର୍ଶକ ହଲରେ ଭିଡ ଜମେଇବେ। ଟାଇଗର କହିଛନ୍ତି ଫିଲ୍ମ ମେକିଙ୍ଗ ଅପେକ୍ଷା ପ୍ରମୋସନରେ ପରିଶ୍ରମ ବହୁତ ହୁଏ । ହେଲେ ରଜନୀକାନ୍ତଙ୍କ କ୍ଷେତ୍ରରେ ଅଲଗା।…
Read More...

ରିଲିଜ୍ ହେଲା ‘ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ର ପ୍ରଥମ ଗୀତ

ରିଲିଜ୍ ହୋଇଛି ଅପକମିଙ୍ଗ୍ ବାୟୋପିକ୍ ‘ଧୋନୀ - ଦ ଅନ୍ ଟୋଲ୍ଡ ଷ୍ଟୋରୀ’ର ପ୍ରଥମ ଗୀତ । ଏହି ଦୁଇ ମିନିଟର ଭିଡିଓ ସଙ୍ଗରେ ଦେଖିବାକୁ ମିଳିଛି ଶୁଶାନ୍ତ ସିଂ ସ୍ୱପ୍ନ । ଅର୍ଥାତ ଧୋନୀଙ୍କ ଦେଶ ପାଇଁ ଖେଳିବାର ସ୍ୱପ୍ନ । ଗୀତଟିକୁ ଅରମାନ୍ ମଲ୍ଲିକ କମ୍ପୋଜ୍ କରିବା ସହ କଣ୍ଠ ଦାନ ମଧ୍ୟ କରିଛନ୍ତି…
Read More...

ଦାମୀ ଅଭିନେତ୍ରୀ ଦୀପିକା : ଏକାଧିକ ହଲିଉଡ ନାୟିକାଙ୍କ ମଧ୍ୟରେ ଏକମାତ୍ର ବଲିଉଡ ଅଭିନେତ୍ରୀ

ଲଗାତାର ହିଟ୍ ପରେ ହିଟ୍ ମୁଭି ଭେଟି ଦେଉଥିବା ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ ଏବେ ସଫଳତାର ଆଉ ଏକ ସିଡି ଚଢିଛନ୍ତି । ବଲିଉଡର ସବୁଠାରୁ ଅଧିକ ପାରିଶ୍ରମିକ ନେବା ସହ ଜଣେ ଦାମୀ ଅଭିନେତ୍ରୀ ଭାବେ ନିଜ ନାଁ ଫୋର୍ବସ ମାଗାଜିନରେ ଦର୍ଜ କରିଛନ୍ତି । ଏହା ସହ ବିଶ୍ୱର ସର୍ବାଧିକ ପାରିଶ୍ରମିକ…
Read More...

ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଫଲୋଅର୍ସ ସଂଖ୍ୟା ଟପିଲା ୧ କୋଟି

ଇନଷ୍ଟାଗ୍ରାମରେ ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ କୋଟି ଟପିଛି । ଟିଭି ସିରିଜ୍ କ୍ୱାଂଟିକୋ ସିଜିନ୍-୨ ର ସୁଟିଂ ପାଇଁ ନ୍ୟୁୟର୍କରେ ଡେରା ପକାଇଥିବା ପ୍ରିୟଙ୍କା ଚୋପ୍ରା ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି । ଦୀପିକା ପାଦୁକୋଣଙ୍କ ପରେ…
Read More...

ଓଡିଆ ଷ୍ଟାରଙ୍କ ସାଉଥ୍ ଅବତାର : ତେଲୁଗୁ ଫିଲ୍ମ ‘ନୀରଜାନାମ’ରେ ସବ୍ୟସାଚୀ

ରିଲିଜ ହେଲା ଓଡିଆ ଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ପ୍ରଥମ ତେଲୁଗୁ ଫିଲ୍ମ ନୀରଜାନାମର ପୋଷ୍ଟର । ଓଲିଉଡ ପରେ ଟଲିଉଡରେ ନିଜର ଯାଦୁକରୀ ଅଭିନୟର କମାଲ ଦେଖେଇବେ ଏହି ଓଲିଉଡ ଲଭର ବଏ । ମହାଲକ୍ଷ୍ମୀ ମୁଭିଜ୍ ବ୍ୟାନରେ ନିର୍ମିତ ହେଉଛି ଏହି ଫିଲ୍ମ ନୀରଜାନାମ। ଫିଲ୍ମରେ ସବ୍ୟସାଚୀଙ୍କ ଅପୋଜିଟରେ…
Read More...

‘ଫ୍ଲେୟାର’ ମାଗାଜିନର କଭର ପୃଷ୍ଠାରେ ବଲିଉଡ ବିଉଟି ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଏବେ ସଫଳ କ୍ୟାରିୟରର ଲମ୍ବା ଦୈାଡରେ । ଦିନକୁ ଦିନ ଖୁବ୍ ଅଭିଜ୍ଞତା ସାଉଁଟିବା ସହ ଝଟକିବାରେ ଲାଗିଛନ୍ତି ରିଲ ଓ ରିୟଲ ଲାଇଫରେ । ୨୦୦୦ମସିହାର ମିସ୍ ୱାଲ୍ଡ ବିଜେତା ପ୍ରିୟଙ୍କା ଏବେ ଆନ୍ତର୍ଜାତିକ ମାଗାଜିନରେ ସ୍ଥାନ ପାଇଛନ୍ତି । କାନାଡିଆନ୍…
Read More...