Browsing Category

ମନୋରଞ୍ଜନ

କରୀନାଙ୍କ ପାର୍ଟିରେ ମଲାଇକାଙ୍କୁ ଦେଖି ଖପ୍ପା ହେଲେ ସଲମାନ

ସମସ୍ତେ ଜାଣନ୍ତି କରୀନା କପୁର ବହୁତ ଜଲଦି ମା ହେବାକୁ ଯାଉଛନ୍ତି । ଏଥିନେଇ ନିକଟରେ ସେ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ସେ ନିଜର ସବୁ ଖାସ ସାଙ୍ଗ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏଇ ପାର୍ଟିରେ ସଲମାନ ଖାନ , ଅମୃତା ଆରୋରା , ମଲାଇକା ଆରୋରା ଖାନ ଓ କରୀନାଙ୍କ ଅନ୍ୟ…
Read More...

ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ଘରୁ ୮୦ ଲକ୍ଷ ଟଙ୍କାର ଗହଣା ଚୋରି

ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ୮୦ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଥିନେଇ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହେବାସହ, ପୁଲିସ ଏ ଘଟଣାର ତଦନ୍ତ ଜାରି ରଖିଛି । କିରଣ ରାଓଙ୍କର ଜଣେ ସଂପର୍କୀୟ ଏ ବିଷୟରେ ଏଫଆୟାର ଦେଇଛନ୍ତି । ଏନେଇ ଏକ…
Read More...

ଯେବେ ତୁଟିଯାଏ ମାୟାନଗରୀର ମାୟା ! ଚର୍ଚ୍ଚିତ କଳାକାର ପାଲଟେ ନିଖୋଜ କାହାଣୀର ଚରିତ୍ର

ମାୟାନଗରୀ ମୁମ୍ବାଇ । ଯାହାର ଚମକରେ ଚମକିଛନ୍ତି ଅନେକ ସେଲିବ୍ରିଟି । ହେଲେ ଏହାର ଅମାବାସ୍ୟାର ଅନ୍ଧାରରେ ମିଳେଇ ଯାଇଛନ୍ତି କିଛି ତାରକା । ଯାହାଙ୍କ ଗୋଟିଏ ଝଲକ୍ ଦେଖିବା ପାଇଁ ଦିନେ ଲୋକ ପାଗଳ ଥିଲେ , ପରବର୍ତ୍ତୀ ସମୟରେ କିନ୍ତୁ ସେମାନେ ହୋଇଯାଇଛନ୍ତି ନିଃସଙ୍ଗ । କିଏ ପାଗଳ ଖାନାରେ ତ…
Read More...

ଶତ୍ରୁଘ୍ନଙ୍କ ନାପସନ୍ଦ ! ସୋନାକ୍ଷୀଙ୍କ ବୟଫ୍ରେଣ୍ଡ ସହିତ ଖୁଲମଖୁଲା ବୁଲିବା

ସୋନାକ୍ଷୀ ସିହ୍ନା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ସୋନାକ୍ଷୀଙ୍କୁ ଏବେ ତାଙ୍କ ପୁରୁଷବନ୍ଧୁ ବଂଟି ସଚଦେବଙ୍କ ସହିତ ସବୁ ସ୍ଥାନରେ ଦେଖିବାକୁ ମିଳୁଛି, ଏହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସୋନାକ୍ଷୀଙ୍କର ନିଜ ବୟଫ୍ରେଣ୍ଡ ସହିତ ଏମିତି…
Read More...

ଶିଖ ଧର୍ମ ରୀତିନୀତି ଅନୁସାରେ ବିବାହ କରିବେ ଯୁବରାଜ ସିଂ

କ୍ରିକେଟର ଯୁବରାଜ ସିଂ ଓ ଅଭିନେତ୍ରୀ ହେଜଲ୍ କୀଚଙ୍କ ବିବାହ ଚଣ୍ଡିିଗଡରେ ଶିଖ ଧର୍ମ ରୀତିନୀତି ଅନୁସାରେ ୩୦ ନଭେମ୍ବର ରେ ଅନୁଷ୍ଠିତ ହେବ । ଉଭୟଙ୍କ ବିବାହ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ସେମାନଙ୍କ "ଆନନ୍ଦ କାରଜ' ସମାରୋହରେ କେବଳ ପରିବାର ଲୋକ ଓ କିଛି ଅନ୍ତରଙ୍ଗ ବନ୍ଧୁ ସାମିଲ…
Read More...

ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର : ଅଜୟ ରାଉତରାୟଙ୍କ “ନବକଳେବର’ଶ୍ରେଷ୍ଠ ଟେଲି ଧାରାବାହିକ

କନକ ବ୍ୟୁରୋ : ଘୋଷଣା କରାଯାଇଛି ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର । ଅଜୟ ରାଉତରାୟଙ୍କ "ନବକଳେବର' ଶ୍ରେଷ୍ଠଟେଲି ଧାରାବାହିକ ବିବେଚିତ ହୋଇଛି । "ନବକଳେବର'ର ନିର୍ଦେଶକ ଶିବପ୍ରସାଦ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ମନୋନୀତ ହୋଇଛନ୍ତି । ସେହିପରି ନବକଳେବରରେ ଅଭିନୟ କରି ଚୈାଧୁରୀ…
Read More...

କେଉଁ ଅଭ୍ୟାସରେ କିଏ ପଡିଛି ! ସେଲିବ୍ରିଟିଙ୍କ ଗୋପନ କଥା

ଭଲ ହେଉ କି ଖରାପ ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଅଭ୍ୟାସ ଥାଏ । ସେମିତି ଲୋକପ୍ରିୟତାର ଶିଖରରେ ଥିଲେ ମଧ୍ୟ ଏମିତି କିଛି ଅଭ୍ୟାସର ଅକ୍ତିଆରରେ ଅଛନ୍ତି ବଲିଉଡ୍ ସେଲିବ୍ରିଟି । କାରଣ ସେଲିବ୍ରିଟି ହେଲେ ବି ସେମାନେ ଆମ ପରି ସାଧାରଣ ମଣିଷ । ତେବେ ଜାଣନ୍ତୁ ବଲିଉଡ ସେଲିବ୍ରିଟିଙ୍କ…
Read More...

ସଫଳ ହେଲା ‘ଫୋର୍ସ – ୨’ : ସିକ୍ୱେଲ୍ ପ୍ଲାନରେ ଜନ୍

‘ଫୋର୍ସ ୨’ ସିନେମାର ସଫଳତା ପରେ ଏହାର ସିକ୍ୱେଲ ପାଁଇ ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା ଜନ୍ ଅବ୍ରାହମ୍ । ଜନ୍ ଓ ସୋନାକ୍ଷୀଙ୍କ ଅଭିନୀତ ‘ଫୋର୍ସ ୨’ ବକ୍ସ ଅଫିସରେ ଭଲ ଆୟ କରିବାରେ ସଫଳ ହୋଇଛି । ଏହି ସିନେମାର ସଫଳତା ପାଇଁ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଅଭିନେତା ଓ…
Read More...

ନାୟକ ନୁହେଁ ଖଳନାୟକ ! ‘ରେସ୍ – ୩’ରେ ଭିଲେନ୍ ହେବେ ସଲମାନ୍

ଦବଙ୍ଗ ତାରକା ସଲମାନ୍ ଖାନଙ୍କୁ ଖୁବ ଶୀଘ୍ର ଦର୍ଶକ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ । ସୁପରହିଟ ସିନେମା ‘ରେସ୍’ର ତୃତୀୟ ସଂସ୍କରଣରେ ଖଳନାୟକ ଭୂମିକାରେ ନଜର ଆସି ପାରନ୍ତି ସଲମାନ୍ । ଏହି ସିନେମାର ନିର୍ଦ୍ଦେଶନା ଦେବେ ‘ସୁଲତାନ’ ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର । ଯଦି ସିନେମାରେ…
Read More...

ପୁଣି ଏକାଠି ସଲମାନ୍ ଓ ଲୁଲିଆ ! ପ୍ରେମିକାଙ୍କ କ୍ୟାରିୟର୍ ପାଇଁ ହିମେଶଙ୍କୁ କଲେ ସୁପାରିଶ

ପ୍ରେମିକା ଲୁଲିଆ ବଂତୁରଙ୍କ କ୍ୟାରିୟର ପାଇଁ ସଲମାନଙ୍କ ସୁପାରିଶ । ଜଣାଶୁଣା ମ୍ୟୁଜିକ କମ୍ପୋଜର ହିମେଶ ରେଶମିୟାଙ୍କୁ ସଲମାନ ସୁପାରିଶ କରିଛନ୍ତି । ତାଜା ଖବର ଅନୁସାରେ ହିମେଶଙ୍କ ଆଗାମୀ ଭିଡିଓ ଆଲବମ ଆପ ସେ ହେ ମୁସ୍କିଲରେ ଗୀତ ଗାଇବେ ଲୁଲିଆ । ଯାହା ପାଇଁ ଲୁଲିଆ ଏବେ ରୀତିମତ ଷ୍ଟୁଡିଓରେ…
Read More...