Browsing Category

ମନୋରଞ୍ଜନ

ତୁଟିବ ୨୨ ବର୍ଷର ସଂପର୍କ ! ପତ୍ନୀଙ୍କଠାରୁ ଅଲଗା ହେବେ ହିମେଶ ରେଶମିଆ

ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିଆଙ୍କ ୨୨ ବର୍ଷର ବୈବାହିକ ସଂପର୍କରେ ପଡିଛି ଭଟ୍ଟା । ପତ୍ନୀ କୋମଲଙ୍କ ଅଲଗା ନେବାକୁ ନିଷ୍ପତି ନେଇଛନ୍ତି ହିମେଶ୍ । ଏଥିପାଇଁ ଉଭୟେ ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଏଥିଯୋଗୁଁ ହିମେଶ ରେଶମିଆ ଗତ କିଛି ମାସ ହେଲା…
Read More...

ଯୋଗୀ ବନାମ ଭୋଗୀ ! ରଣବୀରଙ୍କ ସହ ବଲିଉଡ୍ ଗୀତରେ ଠୁମକା ଲଗାଇଲେ ବାବା ରାମଦେବ

ପୁଣି ଥରେ ନିଜ ପ୍ରତିଭା ଦେଖାଇବା ସହ ଗଣମାଧ୍ୟମର ହେଡଲାଇନ୍ ପାଲଟିଛନ୍ତି ଯୋଗଗୁରୁ ରାମଦେବ। ‘ଏଜେଣ୍ଡା ଆଜ୍ ତକ୍ ୨୦୧୬’ ମଞ୍ଚରେ ବେଫିକ୍ରେ ଅଭିନେତା ରଣବୀର ସିଂ ସହ ଏକାଠି ହୋଇ ବଲିଉଡ୍ ଗୀତରେ ଠୁମକା ଲଗାଇଛନ୍ତି ବାବା ରାମଦେବ। ଏହା ସହ ବାବା ନିଜ କାନ୍ଧ ଉପରେ ଅଭିନେତା ରଣବୀର ସିଂଙ୍କୁ…
Read More...

ଗୁଡବୟ ଅରିନ୍ଦମଙ୍କର ଆଜି ବିବାହ ଭୋଜି ! ସାମିଲ ହେବେ ବହୁ ନାମିଦାମୀ କଳାକାର

ଓଲିଉଡର ଆଗଧାଡ଼ିର ନାୟକ ଅରିନ୍ଦମ ରାୟ ଗତ ୪ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସାନଭଉଣୀ ଅନୁପାଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଆଜି କଟକରେ ଅରିନ୍ଦମ ଦେଉଛନ୍ତି ନିଜର…
Read More...

ହସ୍‌ପିଟାଲ୍‌ରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର

ଭେଟେରାନ୍ ବଲିଉଡ୍ ଅଭିନେତା ତଥା ପଦ୍ମବିଭୂଷଣ ଦିଲ୍ଲୀପ କୁମାର ପୁଣି ଅସୁସ୍ଥ । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ୯୩ ବର୍ଷୀୟ ଦିଲ୍ଲୀପଙ୍କ ଗୋଡ ହଠାତ୍ ଫୁଲିବା ସହ ଥଣ୍ଡା ଓ କଫ ସମସ୍ୟା ମଧ୍ୟ ରହିଥିଲା ।…
Read More...

ହ୍ରିତିକଙ୍କ ଗୀତରେ ଝୁମିଲେ ଉର୍ବଶୀ ! ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୈାତେଲା ନିଜର ହଟ ଅବତାର ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି । ନିକଟରେ ଉର୍ବଶୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇ ଚର୍ଚ୍ଚାରେ ରହିଛି । ସେ ନିଜେ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଅପଲୋଡ କରିଛନ୍ତି । ଏହାସହ ସେ କ୍ୟାପସନରେ…
Read More...

ରାଜନେତା ଘରେ ଅଭିନେତା ଜ୍ୱାଇଁ : ଅନୁପାଙ୍କୁ ଜୀବନସାଥୀ କଲେ ଅରିନ୍ଦମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡ୍‌ ତାରକା ଅରିନ୍ଦମ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ହାଇପ୍ରୋଫାଇଲ ବାହାଘରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ରାଜନେତା ଓ ଅଫିସର ଯୋଗ…
Read More...

ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ ନୀତିନ ଚୌହ୍ଵାନ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। ନୀତିନଙ୍କ ମୃତ ଶରୀର ଉଦ୍ଧାର ହେବା ସମୟରେ ସେଠାରୁ ତାଙ୍କ ହାତ ଲିଖିତ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରାଯାଇଛି । ଅନ୍ୟ ଏକ ସୁଇସାଇଡ ନୋଟ୍ ମଧ୍ୟ ତାଙ୍କ ଘରୁ ମିଳିଛି । ଏହି ଦୁଇ…
Read More...

ସୁଟିଂ ସେଟରେ ଆହତ ହେଲେ ସୁପରଷ୍ଟାର ରଜନୀକାନ୍ତ

ତାମିଲ ଫିଲ୍ମ ଅଭିନେତା ରଜନୀକାନ୍ତ ସୁଟିଂ ସେଟରେ ଆହତ ହୋଇଛନ୍ତି। ଚେନ୍ନାଇ କେଲାମ୍ବକମ୍‌ରେ ସୁଟିଂ ବେଳେ ସେ ଖସି ପଡ଼ିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ସିନେମା‘୨.୦’ର ସୁଟିଂ ଚେନ୍ନାଇରେ କରୁଥିବା ସମୟରେ ସୁଟିଂ ସେଟରେ ପଡ଼ିଯିବାରୁ ତାଙ୍କ ଡାହାଣ ଗୋଡ଼ର ଅଣ୍ଠୁରେ ଆଘାତ…
Read More...

ନେତା ଘରେ ଅଭିନେତା ବର : ଆଜି ଅରିନ୍ଦମ-ଅନୁପାଙ୍କ ବାହାଘର

କନକ ବ୍ୟୁରୋ : ବାହାହେବେ ଓଲିଉଡ୍ ହ୍ୟାଣ୍ଡସମ୍ ହିରୋ ଅରିନ୍ଦମ । ଆଜି ଅରିନ୍ଦମଙ୍କ ବାହାଘର । ମନ୍ତ୍ରୀ ଘର ଜ୍ୱାଇଁ ହେବେ ଅରିନ୍ଦମ । ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ସାଜିବେ ତାଙ୍କ ଜୀବନ ସାଥି । ଏବେ ଦୁଇ ପରିବାରରେ ଚାଲିଛି ଗୀତ ସଂଗୀତର ମାହୋଲ ।
Read More...

ଟଙ୍କା ଉଠାଇବା ପାଇଁ ଧାଡିରେ ଅନୀଲ୍ କପୁର୍ ! ନୋଟ୍ ବ୍ୟାନ୍ ଦେଲା ଫ୍ୟାନଙ୍କ ସହ ମିଶିବାର ସୁଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୋଟ୍ ବ୍ୟାନ୍ ନିଷ୍ପତି ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ଧାଡିରେ ଛିଡା କରାଇ ଦେଇଛି । ଏଥିରୁ ବଲିଉଡ ତାରକା ମାନେ ବା ବାଦ ଯିବେ କିପରି । ନିକଟରେ ଅଭିନେତା ଅନୀଲ୍ କପୁର୍ ମଧ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହୋଇଥିବାର…
Read More...