Browsing Category

ମନୋରଞ୍ଜନ

ନାୟକ ନୁହେଁ ଖଳନାୟକ ! ‘ରେସ୍ – ୩’ରେ ଭିଲେନ୍ ହେବେ ସଲମାନ୍

ଦବଙ୍ଗ ତାରକା ସଲମାନ୍ ଖାନଙ୍କୁ ଖୁବ ଶୀଘ୍ର ଦର୍ଶକ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ । ସୁପରହିଟ ସିନେମା ‘ରେସ୍’ର ତୃତୀୟ ସଂସ୍କରଣରେ ଖଳନାୟକ ଭୂମିକାରେ ନଜର ଆସି ପାରନ୍ତି ସଲମାନ୍ । ଏହି ସିନେମାର ନିର୍ଦ୍ଦେଶନା ଦେବେ ‘ସୁଲତାନ’ ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର । ଯଦି ସିନେମାରେ…
Read More...

ପୁଣି ଏକାଠି ସଲମାନ୍ ଓ ଲୁଲିଆ ! ପ୍ରେମିକାଙ୍କ କ୍ୟାରିୟର୍ ପାଇଁ ହିମେଶଙ୍କୁ କଲେ ସୁପାରିଶ

ପ୍ରେମିକା ଲୁଲିଆ ବଂତୁରଙ୍କ କ୍ୟାରିୟର ପାଇଁ ସଲମାନଙ୍କ ସୁପାରିଶ । ଜଣାଶୁଣା ମ୍ୟୁଜିକ କମ୍ପୋଜର ହିମେଶ ରେଶମିୟାଙ୍କୁ ସଲମାନ ସୁପାରିଶ କରିଛନ୍ତି । ତାଜା ଖବର ଅନୁସାରେ ହିମେଶଙ୍କ ଆଗାମୀ ଭିଡିଓ ଆଲବମ ଆପ ସେ ହେ ମୁସ୍କିଲରେ ଗୀତ ଗାଇବେ ଲୁଲିଆ । ଯାହା ପାଇଁ ଲୁଲିଆ ଏବେ ରୀତିମତ ଷ୍ଟୁଡିଓରେ…
Read More...

ଧନୁଷ୍ ତମେ କାହା ପୁଅ ? ସ୍ପଷ୍ଟୀକରଣ ପାଇଁ ସମନ୍ ଜାରି କଲେ କୋର୍ଟ

ସାଉଥ୍ ସୁପରଷ୍ଟାର୍ ଧନୁଷଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ମେଲୁରର ଏକ ଦମ୍ପତି । ଏହା ସହ ଧନୁଷ୍ ସେମାନଙ୍କୁ ଅବହେଳା କରୁଥିବା ଦର୍ଶାଇ କେସ୍ ମଧ୍ୟ କରିଛନ୍ତି । ଯାହାକୁ ନେଇ ମଦୁରାଇ କୋର୍ଟ ସମନ୍ ଜାରି କରିଛି ଏହି କୋଲାଭେରୀ ଷ୍ଟାରଙ୍କୁ । କାଥିରେସନ୍ ଓ ମିନାକ୍ଷୀ ନାମକ ଏହି…
Read More...

ବିଶ୍ୱର ତୃତୀୟ ହଟେଷ୍ଟମ୍ୟାନ୍ ହ୍ରିତିକ୍ ରୋଶନ୍

ହ୍ରିତିକ୍ ରୋଶନଙ୍କ ଫାନ୍ ମାନଙ୍କ ପାଇଁ ଖୁସି ଖବର । ‘ଗ୍ରୀକ୍ ଗଡ୍’ ଭାବରେ ପ୍ରସିଦ୍ଧ ବଲିଉଡର ଏହି ସୁପରଷ୍ଟାର୍ ହାସଲ କରିଛନ୍ତି ଆଉ ଏକ ସଫଳତା । ଏବେ ନିଜ ନାଁରେ ବିଶ୍ୱର ୩ୟ ହଟେଷ୍ଟମ୍ୟାନର ଟ୍ୟାଗ୍ ଲଗାଇଛନ୍ତି ଏହି ସୁପରହିରୋ । ୱର୍ଲଡଷ୍ଟପମୋଷ୍ଟ୍ ଡଟ୍ କମ୍ ପକ୍ଷରୁ କରାଯାଇଥିବା…
Read More...

ରିଲ୍ ନୁହେଁ ରିୟଲ୍ ହିରୋ ! ସହିଦଙ୍କ ପରିବାରକୁ ଅକ୍ଷୟ ଦେଲେ ୯ ଲକ୍ଷ ଟଙ୍କା

କେବଳ ରିଲ୍ ଲାଇଫରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ଅକ୍ଷୟ କୁମାର ଜଣେ ସଚ୍ଚା ଦେଶଭକ୍ତ ଓ ହିରୋ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ଜେସଲମେରର ସହିଦ୍ ନରପତ୍ ସିଂଙ୍କ ପରିବାରକୁ ୯ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଖିଲାଡି ବୟ ଅକ୍ଷୟ । କେବଳ ସେତିକି ନୁହେଁ ନରପତଙ୍କ ପତ୍ନୀ ତଥା…
Read More...

ବଲିଉଡର ସେକ୍ସ ସିମ୍ବଲ ରୂପରେ ପ୍ରସିଦ୍ଧ ହେବାକୁ ଚାହାଁନ୍ତି ରଣବୀର ସିଂ

ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ସବୁବେଳେ ଥା’ନ୍ତି ମସ୍ତି ମୁଡରେ । ସେ ଏବେ ତାଙ୍କର ଆଗାମୀ ସିନେମା ପଦ୍ମାବତୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ତାଙ୍କର ନିଆରା ଫ୍ୟାସନ ଷ୍ଟାଇଲ ପାଇଁ ମଧ୍ୟ ରୁହନ୍ତି ଚର୍ଚ୍ଚାରେ । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବଲିଉଡର…
Read More...

ଏଥର ଫିଲ୍ମି ଫ୍ରାଇଡେରେ ରିଲିଜ୍ ହେଉଛି ‘ଡିଅର୍ ଜିନ୍ଦେଗୀ’ ଓ “ସାଁସେ’

ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ରୋମାଂଟିକ୍ ଡ୍ରାମା ସିନେମା ‘ଡିଅର୍ ଜିନ୍ଦେଗୀ' । ସିନେମାର ଲିଡରେ ଅଛନ୍ତି କିଙ୍ଗ ଖାନ ଶାହାରୁଖ ଓ ଆଲିୟା ଭଟ୍ଟ । ଏଥିସହ କୁନାଲ କପୁର, ଅଙ୍ଗଦ ବେଦୀ, ଅଲି ଜାଫର, ଅଲି ଦୁବେ ଏବଂ ଆଦିତ୍ୟ ରୟ କପୁରଙ୍କୁ ମଧ୍ୟ ଏହି ସିନେମାରେ ଅଭିନୟ କରୁଛନ୍ତି ।…
Read More...

ଆସିଛି ‘ମୁବାରକାନ୍’ର ପ୍ରଥମ ଝଲକ ! ଦ୍ୱୈତ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର

ଅନୀସ ବଜ୍ମୀଙ୍କ ସିନେମା ‘ମୁବାରକାନ୍’ର ପ୍ରଥମ ଝଲକ ଲଂଚ କରା ଯାଇଛି । ଏଥିରେ ଅର୍ଜୁନ କପୁର ଡବଲ ରୋଲରେ ନଜର ଆସିବେ । ‘ମୁବାରକାନ୍’ ସିନେମାରେ ସେ ପ୍ରଥମ ଥର ପାଇଁ ଜଣେ ସର୍ଦ୍ଦାର ଭୂମିକାରେ ଅଭିନୟ କରୁଛନ୍ତି । ଅର୍ଜୁନଙ୍କ ବ୍ୟତିତ ତାଙ୍କ ରିୟଲ ଲାଇଫ ଚାଚା ଅନୀଲ କପୁର ଏଇ ସିନେମାରେ…
Read More...

ହ୍ରିତିକଙ୍କ ବଡିଗାର୍ଡ ହେଲେ ତାଙ୍କ ଆଗାମୀ ସିନେମା ‘କାବିଲ୍’ର ଭିଲେନ୍

ଦିନେ ସୁପରଷ୍ଟାର୍ ହ୍ରିତିକ ରୋଶନଙ୍କ ବଡିଗାର୍ଡ ଥିବା ବ୍ୟକ୍ତି ଆଜି ତାଙ୍କ ସହ ଏକାଠି ଆଗାମୀ ସିନେମା ‘କାବିଲ୍’ରେ ଅଭିନୟ କରୁଛନ୍ତି । ତେବେ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଚେହେରା ରୋନିତ ରୟ । ସମସ୍ତେ ଜାଣନ୍ତି କି ରୋନିତ୍ ଏକ ସିକ୍ୟୁରିଟି ଏଜେନ୍ସିର…
Read More...

୧୦ ବର୍ଷ ପରେ ଏକାଠି ହେବେ ‘ସାୱରିୟା’ ଯୋଡି : ସଞ୍ଜୟଙ୍କ ବାୟୋପିକରେ ରୋମାନ୍ସ କରିବେ ରଣବୀର ଓ ସୋନମ୍

୧୦ବର୍ଷ ପରେ ପୁଣି ଥରେ ରୋମାନ୍ସ କରିବେ ‘ସାୱରିୟା’ ଯୋଡି । ନିର୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ସିନେମାରେ ଏକାଠି ହେବେ ରଣବୀର ଓ ସୋନମ । ସିନେମାଟି ସଂଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ । ଆଉ ସିନେମାରେ ପୁଣି ଥରେ ଏହି ରୋମାଂଟିକ୍ ଯୋଡିର ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ । ଯଦିଓ…
Read More...