Browsing Category

ମନୋରଞ୍ଜନ

ହ୍ରିତିକଙ୍କ ବଡିଗାର୍ଡ ହେଲେ ତାଙ୍କ ଆଗାମୀ ସିନେମା ‘କାବିଲ୍’ର ଭିଲେନ୍

ଦିନେ ସୁପରଷ୍ଟାର୍ ହ୍ରିତିକ ରୋଶନଙ୍କ ବଡିଗାର୍ଡ ଥିବା ବ୍ୟକ୍ତି ଆଜି ତାଙ୍କ ସହ ଏକାଠି ଆଗାମୀ ସିନେମା ‘କାବିଲ୍’ରେ ଅଭିନୟ କରୁଛନ୍ତି । ତେବେ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଚେହେରା ରୋନିତ ରୟ । ସମସ୍ତେ ଜାଣନ୍ତି କି ରୋନିତ୍ ଏକ ସିକ୍ୟୁରିଟି ଏଜେନ୍ସିର…
Read More...

୧୦ ବର୍ଷ ପରେ ଏକାଠି ହେବେ ‘ସାୱରିୟା’ ଯୋଡି : ସଞ୍ଜୟଙ୍କ ବାୟୋପିକରେ ରୋମାନ୍ସ କରିବେ ରଣବୀର ଓ ସୋନମ୍

୧୦ବର୍ଷ ପରେ ପୁଣି ଥରେ ରୋମାନ୍ସ କରିବେ ‘ସାୱରିୟା’ ଯୋଡି । ନିର୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ସିନେମାରେ ଏକାଠି ହେବେ ରଣବୀର ଓ ସୋନମ । ସିନେମାଟି ସଂଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ । ଆଉ ସିନେମାରେ ପୁଣି ଥରେ ଏହି ରୋମାଂଟିକ୍ ଯୋଡିର ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ । ଯଦିଓ…
Read More...

ରିଲିଜ୍ ହେଲା ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ

ରିଲିଜ୍ ହୋଇଛି ମିଷ୍ଟର୍ ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ  । ଯାହାର ମୁଖଡା ରହିଛି ‘ଧାକଡ ଛୋରୀ’ । ଗୀତରେ ମହାବୀର ସିଂହ ଫୋଗଟଙ୍କ ଭୂମିକାରେ ଅଭିନୟ କରୁଥିବା ଆମୀର ତାଙ୍କ ଦୁଇ ଝିଅଙ୍କୁ ରେସଲର ବନାଇବାକୁ ଉତ୍ସାହ ପ୍ରଦାନ କରୁଥିବା ନଜର ଆସିଛି । କିପରି…
Read More...

ସୋନାକ୍ଷୀଙ୍କ ଆଗାମୀ ସିନେମା‘ନୁର’ର ରିଲିଜ୍ ତାରିଖ ହେଲା ଘୋଷଣା

ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ପାକିସ୍ତାନି ଉପନ୍ୟାସ ‘କରାଚୀ,ୟୁ ଆର କିଲିଙ୍ଗ ମି’ ଉପରେ ତିଆରି ହେଉଥିବା ଏକ ବଲିଉଡ ସିନେମା ‘ନୁର’ରେ ବହୁତ ଯଲଦି ନଜର ଆସିବେ ବୋଲି ଜଣା ପଡିଛି । ଏଇ ସିନେମାର ରିଲିଜ ତାରିଖ ମଧ୍ୟ ଏବେ ଘୋଷଣା ହୋଇଯାଇଛି । ଏଇ ସିନେମାରେ ସୋନାକ୍ଷୀ ଜଣେ ପତ୍ରକାର…
Read More...

କେବଳ ନାୟିକା ନୁହଁନ୍ତି ଗାୟିକା ବି ! କାଷ୍ଟିଂ କାଉଚ ନେଇ ମୁହଁ ଖୋଲିଲେ ସିଙ୍ଗର୍ ହେମା ସରଦେଶାଇ

ବଲିଉଡ ହେଉ କି ଓଲିଉଡ୍ । ନୂଆ କରି ଆସୁଥିବା ସମସ୍ତ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥାଏ । ନଚାହିଁଲେ ମଧ୍ୟ ସମସ୍ତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ କାଷ୍ଟିଂ କାଉଚ୍ ନେଇ ଏବେ ଆଉ ଏକ ଖୁଲାସା ଏବେ ହୋଇଛି । କେବଳ ନାୟିକା ନୁହଁନ୍ତି ଗାୟିକା ମାନେ…
Read More...

ରିଲିଜ୍ ପୂର୍ବରୁ ଲିକ୍ ! ‘ବାହୁବଳୀ – ୨’ର ଭିଡିଓ ଇଣ୍ଟରନେଟରେ ଛାଡି ଯୁବକ ଗିରଫ

ଆଉ କିଛି ମାସ ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷିତ ସିନେମା ‘ବାହୁବଳୀ – ୨’ । ହେଲେ ରିଲିଜ୍ ପୂର୍ବରୁ ଲିକ୍ ହୋଇଛି ସିନେମାର କିଛି ଭିଡିଓ । ୯ ମିନିଟର ଏକ ଫୁଟେଜ୍ ଲିକ୍ କରିଥିବା ଅଭିଯୋଗରେ ପୁଲିସ୍ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ମଧ୍ୟ ଗିରଫ କରିଛି । ବ୍ୟକ୍ତି ଜଣକ ସୁଟିଂ ସେଟରୁ ଫିଲ୍ମର…
Read More...

ସଲମାନଙ୍କ ସିନେମାରେ ଭିଲେନ୍ ହେବେ କ୍ୟାଟ୍ରିନା

ଆସୁଛି ସିନେମା ‘ଏକ୍ ଥା ଟାଇଗର’ର ସିକ୍ୱେଲ । ଯାହାର ଟାଇଟେଲ୍ ରହିଛି ‘ଟାଇଗର୍ ଜିନ୍ଦା ହୈ’ । ‘ଏକ୍ ଥା ଟାଇଗର’ରେ ସଲମାନ୍ ଓ କ୍ୟାଟ୍ରିନା ପ୍ରେମୀ ଯୁଗଳ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କିନ୍ତୁ ସିକ୍ୱେଲରେ ହେବାକୁ ଯାଉଛି ବିଶେଷ ପରିବର୍ତ୍ତନ । ସଲମାନଙ୍କ ଶତ୍ରୁ ଭୂମିକାରେ ନଜର…
Read More...

ବିବାଦରେ ଅକ୍ଷୟଙ୍କ ‘ଟୟଲେଟ୍ ଏକ ପ୍ରେମ୍ କଥା’ ! ନିର୍ଦେଶକଙ୍କ ଜିଭ କାଟିବା ପାଇଁ ୧ କୋଟିର ପୁରସ୍କାର ଘୋଷଣା

ବିବାଦରେ ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଟୟଲେଟ୍ ଏକ ପ୍ରେମ୍ କଥା’ । ସିନେମାର ଏକ ଦୃଶ୍ୟ ନିର୍ଦେଶକ ନାରାୟଣ ସିଂଙ୍କ ଉପରେ ଭାରି ପଡିଛି । କେବଳ ଏହି ଗୋଟିଏ ଦୃଶ୍ୟ ପାଇଁ ତାଙ୍କ ଜିଭ କାଟି ଆଣିବା ଲୋକକୁ ୧ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମଥୁରାର ସନ୍ଥ । ସୂଚନା ଅନୁସାରେ, ଏହି…
Read More...

ସୋନମ କପୁରଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ଖାସ୍ ଉପହାର

ଆଜିକାଲି ସୋନମ କପୁର ଓ ତାଙ୍କର ବ୍ୟବସାୟୀ ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ସବୁଠି ଚାଲିଛି । ଏ ଦୁଇଜଣ ଏକାଠି ଅକ୍ଷୟ କୁମାରଙ୍କ ସିନେମା ‘ରୁସ୍ତମ’ର ସଫଳତାର ପାର୍ଟିରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ ଆସିଥିଲେ । କିନ୍ତୁ ସୋନମ କପୁର ଏ ପର୍ଯ୍ୟନ୍ତ ନିଜ…
Read More...

ରଣବୀରଙ୍କ ଖୁଲାସା ! କହିଲେ, ସାଙ୍ଗମାନଙ୍କ ଗର୍ଲଫ୍ରେଣ୍ଡ୍ ସହ ବିତାଏ ରାତି

ବଲିଉଡ ଅଭିନେତା ରଣବୀର କପୁର ଅନେକ ନାୟିକାଙ୍କୁ ଡେଟ୍ କରି ସାରିଛନ୍ତି । ତାଙ୍କ ପ୍ରେମିକାଙ୍କ ତାଲିକାରେ ଅଛନ୍ତି ସୋନମ୍ କପୁର, ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ । ହେଲେ ଏବେ ବି ମଧ୍ୟ ଏକା ଅଛନ୍ତି ବି ଟାଉନର ଏହି ସେଲିବ୍ରିଟି । ତେବେ ନିକଟରେ ନିଜ ସଂପର୍କକୁ ନେଇ ଏକ ବଡ ଖୁଲାସା…
Read More...