Daily Archives

April 27, 2024

ଖୁବ ଶିଘ୍ର ଦୂର ହେବ ଆମେଠି ସସପେନ୍ସ । ସିଇସିି ବୈଠକ ପରେ ଆଜି ପ୍ରାର୍ଥୀଙ୍କ ନାଁରେ ବାଜିବ ମୋହର, ତାଲିକାରେ ସବୁଠୁ…

କନକ ବ୍ୟୁରୋ : ଖୁବଶୀଘ୍ର ଆସିପାରେ କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା । ଉତରପ୍ରଦେଶର ଆମେଠି ପୁଣି ଲଢିପାରନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କୁ ଆମେଠିରୁ ଲଢିବାକୁ ସ୍ମୃତି ଇରାନି ଚ୍ୟାଲେଞ୍ଜ ଦେଇଥିବା ବେଳେ ଦଳ ରାହୁଲଙ୍କୁ ପୁଣି ସେଠାରେ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି ।…

କଂଗ୍ରେସ ସାମ୍ନାରେ ନୂଆ ସମସ୍ୟା । ପ୍ରଚାର କମିଟିରୁ ଅରିଫ ନସିମ ଖାନଙ୍କ ଇସ୍ତଫା, ପ୍ରଶ୍ନ ଭିତରେ କଂଗ୍ରେସ…

କନକ ବ୍ୟୁରୋ : କଂଗ୍ରେସ ମୁସଲିମ ତୃଷ୍ଟିକରଣ ରାଜନୀତି କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ନେତାମାନେ ଅଭିଯୋଗ କରୁଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କଂଗ୍ରେସ ମୁସଲିମ ପ୍ରାର୍ଥୀ ଦେଉନଥିବା ଅଭିଯୋଗ ଆଣି ଷ୍ଟାର ପ୍ରଚାରକ ତାଲିକାରୁ ଇସ୍ତଫା ଦେଇଛନ୍ତି…

ଟିକେଟ୍ କଟିଲା, ଏବେ ଟଙ୍କା ଫେରାଅ । ପ୍ରେସମିଟ୍ କରି ଦାବି କଲେ ମୋହନ ହେମ୍ବ୍ରମ, କେନ୍ଦୁଝରରୁ ଥିଲେ କଂଗ୍ରେସ ଟିକେଟ୍…

କନକ ବ୍ୟୁରୋ : କେନ୍ଦୁଝର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟ୍ ଦେଇ କାଟିଦେବା ପରେ ପ୍ରେସମିଟରେ ଏଭଳି ଢଙ୍ଗରେ ଦୁଃଖ ଦେଖାଇଛନ୍ତି ମୋହନ ହେମ୍ବ୍ରମ୍ । ଯଦି ଯୋଗ୍ୟତା ନଥିଲା ଟିକେଟ ଦେଉଥିଲେ କାହିଁକି? ଯଦି ଟିକେଟ ଦେଲେ, କାଟିଦେଲେ କାହିଁକି ? ଏହି ପ୍ରଶ୍ନ ଉଠାଇ କଂଗ୍ରେସ ଉପରେ…

ଟିକେଟ କଟିବା ପରେ ଶକ୍ତି ଦେଖାଉଛନ୍ତି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ । ବିଜେଡିର ଶୀର୍ଷ ନେତୃତ୍ୱ ଉପରେ ପକାଉଛନ୍ତି…

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ରାଜନୀତିର ଟାଣୁଆ ନେତା ସମୀର ଦାଶଙ୍କ ସମର୍ଥନରେ ଏ ହେଉଛି ଶକ୍ତି ପ୍ରଦର୍ଶନ ସମାବେଶ । ନିମାପଡା ଟିକେଟ କଟିବା ପରେ ଦ୍ୱିତୀୟ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର । ସମୀର ଦାସଙ୍କ ଟିକେଟ କଟିବା ପରେ ସରଗରମ ନିମାପଡ଼ା ରାଜନୀତି ।…

ଆକାଶରୁ ହେଉଛି ଅଗ୍ନିବର୍ଷା । ୪୪.୭ ଡିଗ୍ରୀ ସହ ଅନୁଗୁଳ ପାଲଟିଲା ରାଜ୍ୟର ଉତପ୍ତ ସହର, ୪ ଦିନ ପର୍ଯ୍ୟନ୍ତ ନିସ୍ତାର…

କନକ ବ୍ୟୁରୋ : ଆକାଶରୁ ବର୍ଷୁଛି ନିଆଁ । ତାତିରେ ସିଝୁଛି ସାରା ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ୧୦ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଆଗମାୀ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ସ୍ଥିତି । ସବୁଠୁ ବଡ଼ କଥା ହେଲା ଆଜି ପ୍ରବଳ…

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କହିଲେ, ଓଡ଼ିଶାକୁ ବିକାଶ ପଥରେ…

କନକ ବ୍ୟୁରୋ : କଳାହାଣ୍ଡି, ନୂଆପଡାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । କଳାହାଣ୍ଡିରରେ ମେ ୧୩ ତାରିଖରେ ଭୋଟ ପଡିବ । ଆଉ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ନୂଆପଡାରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ…